ଦେଖନ୍ତୁ Shocking ଭିଡ଼ିଓ ଶୁନଶାନ ଘାଟି ରାସ୍ତାରେ…..

ବର୍ତ୍ତମାନର ସମାଜ ଯେତେ ସଭ୍ୟ ଆଡ଼କୁ ଗତି କରିଲେ ମଧ୍ୟ ସମାଜରେ ଦିନକୁ ଦିନ ଅପରାଧ ବଢି ବଢି ଚାଲିଛି। ଆମ ସମାଜରେ ପ୍ରତ୍ୟେକ ଦିନ ଅନେକ ଘଟଣା ବିଷୟରେ ଜାଣିବାକୁ ପାଇଥାଉ । ଏହି ସବୁ ଘଟଣା ମାନଙ୍କ ମଧ୍ୟରୁ , ଚୋରି, ଦୁଷ୍କର୍ମ, ହତ୍ୟା ଏବଂ ଆତ୍ମହତ୍ୟା ଭଳି ଘଟଣା ସାମ୍ନାକୁ ଆସିଥାଏ। ବର୍ତ୍ତମାନ ସମାଜରେ ଏହିସବୁ ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି। ପୂର୍ବ ଅପେକ୍ଷା ବର୍ତ୍ତମାନ ଅଧିକ ମାତ୍ରାରେ ଏଭଳି ଘଟଣା ଦେଖିବାକୁ ମିଳୁଛି। ଧୀରେ ଧୀରେ ସମାଜରେ ଅନ୍ୟାୟ ଅତ୍ୟାଚାର ସୀମା ବଢ଼ିବାରେ ଲାଗିଛି। ସୋସିଆଲ ମିଡିଆରେ ଯୁଗରେ ଆମେ ଖୁବ ସହଜରେ ଏଭଳି ଘଟଣା ବିଷୟରେ ଅବଗତ ହୋଇ ପାରୁଛୁ। ବର୍ତ୍ତମାନ ର ସୋସିଆଲ ମିଡିଆ ଦୁନିଆରେ ପ୍ରତ୍ୟେକ ଦିନ କିଛି ନା କିଛି ଭିଡ଼ିଓ ଭାଇରାଲ ହେଉଛି।

ତେବେ ବନ୍ଧୁଗଣ ବର୍ତ୍ତମାନ ଏଭଳି ଏକ ଘଟଣା ଘଟିଛି, ଯାହାକୁ ଦେଖିଲେ ଆପଣ ମାନେ ନିଶ୍ଚିତ ଭାବରେ ବାହାରକୁ ବାହାରିବା ପାଇଁ ଡ଼ରିବେ। ନିଛାଟିଆ ରାସ୍ତାରେ ଉଭୟ ସ୍ୱାମୀ ସ୍ତ୍ରୀ କୁ ମରଣାନ୍ତକ ଆକ୍ରମଣ କରି ଲୁଟ ଘଟଣା ଏବଂ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସମ୍ପୂର୍ଣ୍ଣ ଘଟଣା ବିଷୟରେ କହିବା ପାଇଁ ଯାଉଛୁ, ତେବେ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଘଟଣା;

ତେବେ ଏଭଳି ଏକ ଘଟଣା ଘଟିଛି ନୟାଗଡ ଜିଲ୍ଲାର ରଣପୁର ଥାନା ଅନ୍ତର୍ଗତ ପୋଟଗଡ଼ ଘାଟିରେ। ବିଚ ରାସ୍ତାରେ ଦମ୍ପତି ୩ ଜଣ ଡକାୟତଙ୍କର ଶିକାର ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ନିକଟ ଚମ୍ପାଇଲ ସାନଗଡ଼ ଗ୍ରାମର ସୁରେଶ କୁମାର ଜେନା ଏବଂ ତାଙ୍କ ସ୍ତ୍ରୀ ମାମିନା ଜେନା ବାସ କରୁଥିଲେ । ରାଜସୁନାଖଳା ରୁ ରଣପୁର ଅଭିମୁଖେ ଦୁଇଜଣ ବାଇକ ଚଲାଇ ଯାଉଥିଲେ। ସକାଳ ସମୟ ରାସ୍ତା ଶୂନ ଶାନ ଥିବାର ଦେଖି ଡକାୟତ ମାନେ ତାଙ୍କ ପିଛା କରିଥିଲେ। ରାଜସୁନଖଳା ପାଣ୍ଠି ନିକଟ ନିଛାଟିଆ କୋଟଗଡ ଘାଟି ରାସ୍ତାରେ ଡକାୟତମାନେ ବନ୍ଧୁକ ଦେଖାଇ ଦମ୍ପତିଙ୍କୁ ଆକ୍ରମଣ କରିବା ସଙ୍ଗେ ସଙ୍ଗେ ମାମିନାଙ୍କ ଠାରୁ ତାଙ୍କ ଭ୍ୟାନିଟ ରେ ଥିବା ଦୁଇ ହଜାର ଟଙ୍କା, ଦେଢ଼ ଭରିର ଚେନ ଓ ଏକ ମୋବାଇଲ ନେଇଯାଇଥିଲେ। ଡକାୟତଙ୍କୁ ଅଟକାଇଲା ବେଳେ ଡକାୟତମାନେ ବନ୍ଧୁକ ଦେଖାଇ ମୁଣ୍ଡକୁ ଆକ୍ରମଣ କରିଥିଲେ।

ଡକାୟତମାନେ ସୁରେଶଙ୍କ ମୁଣ୍ଡରେ ବନ୍ଧୁକ ଦେଖାଇ ଜୋର ଆଘାତ କରଥିଲେ। ରାଜସୁନାଖଳା ନିକଟ ସ୍ୱାସ୍ଥ୍ୟକେନ୍ଦ୍ରରେ ଦୁହେଁ ପତି ଓ ପତ୍ନୀ ଚିକିତ୍ସକ ହେଉଛନ୍ତି। ଡକାୟତମାନେ ସୁରେଶ ଓ ମାମିନାଙ୍କୁ ଆକ୍ରମଣ କରିଥିବାରୁ ରାଜସୁନାଖଳା ପାଣ୍ଠିରେ ଦମ୍ପନ୍ତି ଅଭିଯୋଗ କରିଛନ୍ତିଏହି ଘଟଣାକୁ ପୋଲିସ ତଦନ୍ତ ଚଳାଇଛି। ତେବେ ବନ୍ଧୁଗଣ ପ୍ରତ୍ୟେକ ଦିନ ଏଭଳି ଲୁଟ ଆମ ସମାଜରେ ବଢି ବଢି ଚାଲିଛି । କିନ୍ତୁ ପ୍ରଶାସନ କୌଣସି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment