ଦେଖନ୍ତୁ Shocking ଭିଡ଼ିଓ : ପ୍ରେମ ପାଇଁ ଚାଲିଗଲା ଜୀବନ ,ପ୍ରେମିକକୁ ମାରିଦେଲା ପ୍ରେମିକାର ବାପା…

ଆଜିର ଦୁନିଆରେ ପ୍ରେମ ପ୍ରତାରଣା କୁ ନୀତିଦିନ କିଛି ନୂଆ ଘଟଣା ଦେଖିବାକୁ ମିଳିଥାଏ ।କେତେବେଳେ କିଏ ନିଜ ପ୍ରେମକୁ ପାଇବା ପାଇଁ ନିଜେ ମିଲାଣି ତ କିଏ ପ୍ରେମ ପାଇଁ ଅନ୍ୟ କାହାର ଜୀବନ ନେଲାଣି ।ତେବେ ଆପଣ ମାନେ ସୋସିଆଲ ମେଡିଆରେ ଆସୁଥିବା ନିଉଜ ଗୁଡିକରୁ ଜାଣି ପାରୁଥିବେ ଏବେ ପ୍ରେମ ଏକ ଖେଳଘର ପାଲଟି ଗଲାଣି । ଆଉ ଦିନକୁ ଦିନ ଏହି ସବୁ ଖବର ବଡିବାରେ ଲାଗିଛି ,ତେବେ ଆମ ସମାଜରେ ଜାତି,ବଂଶ ଓ ବୁନିୟାଦି କୁ ବହୁତ ଲୋକ ଭିନ୍ନ ମତ ରଖି ଥାଆନ୍ତି ।

ଆଉ ଆଜିର ପ୍ରେମୀ ଯୁଗଳ ମାନେ ଏହିସବୁ ଭିତରେ ପେଷି ହେଇ ଯାଉଛନ୍ତି ଆଉ ଶେଷରେ ହାର ମାନି ଯାଉଛନ୍ତି ।ତେବେ ଏହି ପ୍ରେମ ସମ୍ୱନ୍ଧକୁ ନେଇ ଭିନ୍ନ ସମୟରେ ଭିନ୍ନ ସୂଚନା ମାନ ଆସିଥାଏ ଆଉ ଆଜି ବି ଏମିତି ଘଟଣା କହିବୁ ଯାହା ଆପଣ କେବେ ଶୁଣି ନଥିବେ ।ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା ବଲାଙ୍ଗୀର ଜିଲ୍ଲାରେ ,ସେଠାରେ ଜଣେ ଯୁବକ ଗୋଟିଏ ଅଲଗା ଜାତିର ଝିଅକୁ ଭଲପାଉଥିଲେ କିନ୍ତୁ ଯୁବତୀର ବାପା ଏହି ସମ୍ପର୍କକୁ ପସନ୍ଦ କରୁନଥିଲେ ।

ଆଉ ଏହାର ଶିକାର ହେଇଥିଲେ ଯୁବକ ଜଣଙ୍କ, ତେବେ ଯୁବକ ଜଣଙ୍କ ବଲାଙ୍ଗୀର ଏକ ଆଇ ଟି ଆଇ କଲେଜରେ ପାଠ ପଡୁଥିଲେ ।ଆଉ ସେହି ସମୟ ଭିତରେ ସେ ଗାଁର ଅନ୍ୟ ଏକ ଜାତିର ଝିଅକୁ ଭଲପାଇ ବସିଥିଲେ ଆଉ ଧିରେ ଧିରେ ତାଙ୍କ ସମ୍ପର୍କରେ ଗଭୀରତା ବଡିବାକୁ ଲାଗିଥିଲା ।କିନ୍ତୁ ଝିଅର ବାପା ଏହି ସମ୍ପର୍କକୁ ପସନ୍ଦ କରୁନଥିଲେ, ତେବେ କିଛିଦିନ ହେଲା ଯୁବକ ନଇଁ ସାଙ୍ଗ ମାନଙ୍କ ସହିତ ଖେଳିବାକୁ ଯାଉଥିଲେ ଆଉ ଘରକୁ ଫେରି ଆସୁଥିଲେ ।ଆଉ କାଲି ପୋଖରୀରୀକୁ ଗାଧେଇବାକୁ ଯିବାକୁ କହି ଯୁବକ ଆଉ ଘରକୁ ଫେରି ନଥିଲେ ।

ତେବେ ଏହା ପରେ ପରିବାର ଲୋକ ଯୁବକୁ ବହୁତ ଖୋଜାଖୋଜି କରିଥିଲେ କିନ୍ତୁ ପାଇ ନଥିଲେ ।ଶେଷରେ ପୂର୍ବ ଦିନ ସକାଳେ ଯୁବକଙ୍କ ମୃତ୍ୟୁ ଦେଶ ପୋଖରୀରୁ ଉଦ୍ଧାର ହେଇଥିଲା ।ତେବେ ଯୁବକଙ୍କ ପରିବାର ପୋଲିସ ଷ୍ଟେସନ କୁ ଯାଇ ଯୁବତୀର ବାପାଙ୍କ ନାଆରେ ଏଫଆର ଦେଇଥିଲେ ଆଉ ଏହା ପରେ ପୋଲିସ ମୃତ ଶରୀରକୁ ପୋଷ୍ଟ ମର୍ଟମ କରିବାକୁ ପଠେଇ ଥିଲେ ।ତେବେ ଏହି ଘଟଣା ସେହି ଅଞ୍ଚଳରେ ଏକ ଛାଞ୍ଚଲ୍ୟ ସୃଷ୍ଟି କରିଛି ।

ତେବେ ଦିନକୁ ଦିନ ପ୍ରେମ ପ୍ରତାରଣା ଓ ସୁଇସାଇଡ଼ ପରି କେଶ ଗୁଡିକ ବଡିବାରେ ଲାଗିଛି ।ଯାହା ସମାଜରେ ଏକ ଖରାପ ପ୍ରଭାବ ପକେଇ ଯାଉଛି ଆଉ ସେହି ପଥ ଗୁଡିକୁ ଧୀରେ ଧୀରେ ଅନ୍ୟ ଯୁବ ପିଡ଼ି ମାନେ ଅନୁସରଣ କରି ଚାଲୁଚି ।ତେବେ ଆପଣ ଭାବିବା ଦରକାର କଣ ଭଲପାଇବାର ହାରି ଗଲେ କଣ ଜୀବନ ହାରିବା କଣ ଠିକ ଆଉ ଜାତି ଭେଦ କେବେ ଏହି ସମାଜରୁ ଦୂର ହେବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment