ଦେଖନ୍ତୁ Exclusive ଭିଡ଼ିଓ : ତପସ୍ୱିନୀ ଶେଷରେ କାନ୍ଦି କାନ୍ଦି କହିଲେ ସୁମିତ ମୋତେ ନେଇ ଯାଅ, ନହେଲେ…

0

ସଭ୍ୟ ସମାଜରେ ଲୋକ ମାନେ ଯେତେ ଶିକ୍ଷିତ ହେଉଛନ୍ତି ସେତେ ନୂଆ ନୂଆ ତଥ୍ୟ ଶୁଣିବା ପାଇଁ ମିଳିଥାଏ। ମନୁଷ୍ୟ ଜୀବନ ଅନେକ ପରିସ୍ଥିତି ଦେଇ ଗତି କରିଥାଏ। ଦୁନିଆରେ ସମସ୍ତଙ୍କ ଜୀବନରେ କିଛି ନା କିଛି ସମସ୍ୟା ଆସି ଥାଏ। ତେବେ ଏହିସବୁ ଘଟଣା ମଧ୍ୟରୁ ପାରିବାରିକ କଳହ ଏକ ବିରାଟ ସମସ୍ୟା ଭାବରେ ମୁଣ୍ଡ ଟେକିଛି। ଆଜି କାଲିର ଯୁବକ ଯୁବତୀ ମାନେ ଭଲ ପାଇ ବିବାହ କରୁଛନ୍ତି। ଯଦି ନିଜ ପସନ୍ଦର ବିବାହ କରୁଛନ୍ତି, ତେବେ କିଛି ପରିବାର ଲୋକ ମାନେ ଅଛନ୍ତି ସେମାନଙ୍କ ଭଲ ପାଇବାକୁ ବିରୋଧ କରି ଥାଆନ୍ତି ଓ ଏମିତିକି ପରେ ମଧ୍ୟ ନିଜ ସ୍ୱାମୀ ମଧ୍ୟ ନିଜ ସ୍ତ୍ରୀ ର ହାତ ଛାଡି ଦେଇଥାଏ।

କିନ୍ତୁ ନାରୀ ସ୍ୱାମୀ ପାଖରେ ରହିବା ପାଇଁ ସବୁ କିଛି କରିଥାଏ। ତେବେ ସେମିତି କିଛି ଘଟଣା ସମ୍ନାକୁ ଆସିଛି। ସୁମିତ ତପସ୍ୱିନୀଙ୍କୁ ପୁଣି ଥରେ ତାଙ୍କ ପାଖକୁ ନେଇ ଯାଆନ୍ତି ବୋଲି କହୁଛନ୍ତି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ବିଷୟରେ ଜାଣିବା।ସୂଚନା ଅନୁସାରେ, ଓଡ଼ିଶାରେ ବର୍ତ୍ତମାନ ଗୋଟିଏ ଖବରକୁ ନେଇ ଚର୍ଚ୍ଚା ଜୋର ସୋର ଭାବରେ ଲାଗି ରହିଛି। ତପସ୍ୱିନୀ ଦାସ ଓ ଡାକ୍ତର ସୁମିତ ସାହୁଙ୍କ ଘଟଣାକୁ ନେଇ ଚାରି ଆଡ଼େ ଶୁଣିବା ପାଇଁ ମିଳୁଛି। ସେ ଦୁଇ ଜଣଙ୍କୁ ନେଇ ପ୍ରତିଦିନ କିଛି ନା କିଛି ନୂଆ ନୂଆ ତଥ୍ୟ ଶୁଣିବା ପାଇଁ ମିଳୁଛି। ତପସ୍ୱିନୀ ଦାସ ନିଜ ସ୍ୱାମୀଙ୍କ ପାଖରେ ରହିବା ପାଇଁ ତାଙ୍କ ଶାଶୂଘର ସମ୍ନାରେ ରାତି ରାତି ଧାରଣାରେ ବସି ରହିଛନ୍ତି। ମହିଳା ନିଜ ସ୍ୱାମୀଙ୍କ ପାଖରେ ରହିବା ପାଇଁ ବହୁତ ଦୁଃଖ ଓ କଷ୍ଟ ମଧ୍ୟ ସହୁଛନ୍ତି।

ତେବେ ମହିଳାଙ୍କ କହିବା ମୁତାବକ ସେ ନିଜେ ଯେଉଁ କାନ୍ଦୁଛନ୍ତି ତାଙ୍କ ସ୍ୱାମୀ ମିଛ କାନ୍ଦ ବୋଲି କହୁଛନ୍ତି। ମହିଳା କହୁଛନ୍ତି ଯେ, ତାଙ୍କ ସ୍ୱାମୀଙ୍କୁ ସେ ବିଶ୍ୱାସ କରି ଭଲ ପାଇ ବିବାହ କରିଥିଲେ। ସେ ସାରା ଜୀବନ ସୁଖରେ ରହିବେ। କିନ୍ତୁ ମହିଳାଙ୍କର ଏହି ସବୁ ଆଶା ଭରସା ବର୍ତ୍ତମାନ ସବୁ କିଛି ତୁଟି ଯାଇଛି। କେହି କେହି ମାରିବା ପାଇଁ ମହିଳାଙ୍କୁ ଧମକ ଦେଉଛି ଆଉ କେହି ତାଙ୍କ ନାଁ ରେ କେଶ କରିଦେବ ବୋଲି କହୁଛି। କିନ୍ତୁ ଶେଷରେ ତାଙ୍କ ସ୍ୱାମୀ ମଧ୍ୟ ତାଙ୍କ ହାତ ଛାଡି ଦେଇଛନ୍ତି।

କିନ୍ତୁ ମହିଳାଙ୍କୁ କିଛି ଲୋକ ମାନେ ସମର୍ଥନ ମଧ୍ୟ କରୁଛନ୍ତି। ମହିଳା କହୁଛନ୍ତି ଯେ, ସେ ସୁମିତଙ୍କୁ ବହୁତ ଭଲ ପାଆନ୍ତି ସେ ତାଙ୍କୁ କେବେ ହେଲେ ବି ବର୍ବାଦ କରିବା ପାଇଁ ଚାହାନ୍ତି ନାହିଁ। ଏଥି ସହିତ ସେ କହୁଛନ୍ତି ଯେ, ତାଙ୍କ ସ୍ୱାମୀ ତାଙ୍କ ପାଖକୁ ପୁଣି ଥରେ ଫେରି ଆସନ୍ତୁ ଓ ତାଙ୍କୁ ନେଇ ଯାଆନ୍ତୁ ବୋଲି କହୁଛନ୍ତି। ତେବେ ଭଗବାନଙ୍କ କୃପାରୁ ସେ ଦୁଇ ଜଣ ପୁଣି ଥରେ ଏକାଠି ହୋଇ ଯାଆନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।