ଦେଖନ୍ତୁ ଭିଡିଓ – ଆଳତି ସମୟ ରେ ଜୀବନ୍ତ ହେଲେ ମା କାଳୀ ହାତ ଟେକି ଦେଲେ ଆଶୀର୍ବାଦ, ମା କାଳୀ ଙ୍କର ଏହି ଅଦ୍ଭୁତ ଭିଡିଓ ନିଶ୍ଚୟ ଦେଖନ୍ତୁ…

0

ଭକ୍ତ ର ପୂଜା ରେ ସନୁଷ୍ଟ ହେଲେ ମା । ଆଳତି ସମୟ ରେ ହାତ ଟେକି ଦେଲେ ଆଶୀର୍ବାଦ । ଏମିତି ଏକ ଘଟଣା ର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ କଣ ରହିଛି ସମ୍ପୂର୍ଣ ଘଟଣା ଆସନ୍ତୁ ଜାଣିବା ; ଦେବଭୂମି ଭାରତ ।ଏହି ଦେବଭୂମି ରେ ଅନେକ ରହସ୍ୟ ଲୁଚି ରହିଛି। ସଂସ୍କୃତି ତଥା ଆଧ୍ୟାତ୍ମିକତା ର ସହିତ ଭରି ରହିଛି ଆମ ଦେଶ ଭାରତ । ଏଠାରେ ଅନେକ ଦେବା ଦେବୀ ଜନ୍ମ ଗ୍ରହଣ କରିଛନ୍ତି ବୋଲି ଆମ ଶାସ୍ତ୍ର କହୁଛି।ଏଠାରେ ଅନେକ ମନ୍ଦିର ମାନ ମଧ୍ୟ ରହିଛି।

ତେବେ କୁହାଯାଏ ଯେ ସମଗ୍ର ବିଶ୍ବ ରୁ ଭିନ୍ନ ଅଟେ ଭାରତ ର ପରମ୍ପରା ଓ ଈଶ୍ୱର ଭକ୍ତି । ଆମ ଏଠାରେ ପ୍ରତ୍ୟେକ ଯୁଗରେ ଅନେକ ଦେବତା ଜନ୍ମଗ୍ରହଣ କରିଛନ୍ତି।ତେଣୁ ଏଠାରେ ଲକ୍ଷ ଲକ୍ଷ ମନ୍ଦିର ମାନ ଅଛି।

କାରଣ ମନ୍ଦିର ହେଉଛି ଦେବତା ମାନଙ୍କ ବାସ ସ୍ଥାନ।ତେଣୁ କୁହା ଯାଏ ଯେ ମନ୍ଦିର ଗଲେ ଆମର ସମସ୍ତ ପାପ କ୍ଷୟ ହୋଇ ଥାଏ। ସବୁ ଭଗବାନ ଙ୍କ ର ଏକ ନିର୍ଦ୍ଧିଷ୍ଟ ମନ୍ଦିର ଥାଏ ସେହି ମନ୍ଦିର ରେ ଭଗବାନ ଙ୍କ ପୂଜା କରାଯାଏ । ପୂଜା କରୁଥିବା ସମୟରେ ମା କାଳୀ ଙ୍କ ର ଏକ ଅଦ୍ଭୁଦ ଦୃଶ୍ୟ କଏଦେ ହୋଇଛି କ୍ୟାମେରା ରେ ଯାହାକୁ ଶୁଣିଲେ ବିଶ୍ୱାସ କରି ପାରିବେ ନାହିଁ ।

ଆରତୀ ସମୟ ରେ ମୋବାଇଲ ରେ କଏଦ ହେଲା ମା କାଳୀ ଙ୍କର ଏମିତି ଏକ ଅଦ୍ଭୂଦ ଦୃଶ୍ୟ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଆରତୀ ବେଳେ ଜୀବନ୍ତ ହେଲା ମା କାଳୀ ଙ୍କର ପ୍ରତି ମୂର୍ତ୍ତି । ଆଉ ମା କାଳୀ ଙ୍କ ର ଏମିତି ରୂପ ମୋବାଇଲ କ୍ୟାମେରା ରେ କ୍ୟପଚର୍ ହେବା ପରେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବା ରେ ଲାଗି ଅଛି ।

ଆଉ ଏହି ଭିଡିଓ ଟି ଆପଣ ବି ଦେଖିଲେ ଆଶ୍ଚର୍ଯ୍ୟ ହୋଇ ଯିବେ ଓ ଚିନ୍ତା ରେ ମଧ୍ୟ ପଡି ଯିବେ ଏହା କିପରି ସମ୍ଭବ ହେଲା । ତେବେ କଣ ରହିଛି ସମ୍ପୂର୍ଣ ଭିଡିଓ ରେ ଆସନ୍ତୁ ଜାଣିବା।

ତେବେ ପୂଜା ହେଉ କିମ୍ବା ଆରତୀ ସମସ୍ତେ ଏହି ସବୁ କୁ କ୍ୟାମେରା ରେ ଭିଡିଓ କରିବା ପାଇଁ ପସନ୍ଦ କରି ଥାଆନ୍ତି । ତେବେ ସେହି ଭିଡିଓ କରୁ କରୁ ମା କାଳୀ ଙ୍କର ଏମିତି ଏକ ଅପୂର୍ବ ଦୃଶ୍ୟ କଏଦ ହେଲା ମୋବାଇଲ ରେ,ଯାହା ସମସ୍ତଙ୍କୁ ହଇରାଣ କରାଇ ଥିଲା । ତେବେ ଏହି ଭିଡିଓ ରେ ଏମିତି ଦୃଶ୍ୟମାନ ଦେଖିବା ପାଇଁ ମିଳୁଛି କି, ଆରତୀ ବେଳେ ବ୍ରାହ୍ମଣ ଆଶୀର୍ବାଦ ପାଇଁ କାଳୀ ମା ଙ୍କ ଆଗରେ ହାତ ମେଲାଉଛନ୍ତି ଓ ମାତା କାଳୀ ମଧ୍ୟ ହାତ ଟେକି ଆଶୀର୍ବାଦ ଦେଉଛନ୍ତି ।

ଆଉ ଏପରି ଲାଗୁଚି ଯେପରି ଜୀବିତ ଅଛନ୍ତି ମାତା କାଳୀ ।ତେବେ ମା କାଳୀ ଙ୍କର ଏହି ଅପୂର୍ବ ଦୃଶ୍ୟ କ୍ୟାମେରା ରେ କଏଦ ହେବା ପରେ ଏହି ମନ୍ଦିର ରେ ମାତା କାଳୀ ଙ୍କୁ ଦର୍ଶନ କରିବା ପାଇଁ ଲୋକ ମାନଙ୍କ ର ଭିଡ଼ ଜମିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।