ଦେଖନ୍ତୁ ଭିଡ଼ିଓ -ବିଚ ରାସ୍ତାରେ ହାତାହାତୀ ହେଲେ ସ୍ୱାମୀ ସ୍ତ୍ରୀ, ‘ସ୍ୱାମୀକୁ ଚପଲରେ ବାଡେଇଲା ସ୍ତ୍ରୀ’ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ

0

ଆଜିର ଲୋକେ ଯେତେ ଶିକ୍ଷିତ ହେଲେ ମଧ୍ୟ, ସମାଜରେ ଅନୀତି ଅତ୍ୟାଚାର ସୀମା ଧୀରେ ଧୀରେ ବଢ଼ିବାରେ ଲାଗିଛି। ପ୍ରତ୍ୟେକ ଦିନ ସମାଜରେ କିଛି କିଛି ଘଟଣା ଦେଖିବା ପାଇଁ ମିଳୁଛି, ମର୍ଡର, ଚୋରି, ଡକାୟତି, ରେପ , ନାରୀ ନିର୍ଯ୍ୟାତନା ଏହା ବ୍ୟତୀତ ପ୍ରେମ ପ୍ରତାରଣା କରି ଦ୍ୱିତୀୟ ବିବାହ କରିବା ଏବଂ ଛାଡପତ୍ର ଭଳି ଘଟଣା ବର୍ତ୍ତମାନ ଅତି ସାଧାରଣ ହୋଇଗଲାଣି। ଲୋକେ ଯେତେ ଶିକ୍ଷିତ ହେଲେ ମଧ୍ୟ ନିଜ ନିଜ ମଧ୍ୟରେ ବୁଝାମଣାର ଅଭାବ ଦେଖା ଦେଉଛି, ଫଳରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡା ମାରପିଟ ହେଉଛି। ଏବେ ଭଲ ପାଇ ବିବାହ କରୁଛନ୍ତି କିନ୍ତୁ ଖୁବ କମ ସମୟ ପର୍ଯ୍ୟନ୍ତ ସେମାନଙ୍କ ସମ୍ପର୍କ ତିଷ୍ଠି ରହୁଛି। ଏହିପରି ଘଟଣା ପ୍ରତ୍ୟେକ ଦିନ ଆମ ସମାଜରେ ଘଟୁଛି।

ତେବେ ଦର୍ଶକବନ୍ଧୁ ଆମେ ଆଜି ଆପଣଂକୁ ଏମିତି ଏକ ଘଟଣା ସମ୍ପର୍କରେ ଜଣେଇବୁ, ଘଟଣାଟି ଏପରି ଜଣେ ସ୍ତ୍ରୀ ନିଜ ସ୍ୱାମୀକୁ ବିଚ ରାସ୍ତାରେ ଚପଲରେ ବାଡ଼େଇବା ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଘଟଣା କ୍ରମ, କଣ ପାଇଁ ଜଣେ ସ୍ତ୍ରୀ ନିଜ ସ୍ୱାମୀକୁ ବିଚ ରାସ୍ତାରେ ଚପଲରେ ବାଡେଇଲେ;

ତେବେ ଦର୍ଶକ ବନ୍ଧୁ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି ସମ୍ବଲପୁର ରେ ଯାହାକି, ତେବେ ମହିଳା ଜଣଙ୍କ କହିବା ଅନୁସାରେ ସେ ଅକ୍ଷୟ କୁମାର ସୁଟାଙ୍କୁ ୨୦୦୬ ମସିହାରେ ବିବାହ କରିଥିଲେ, ସେ ଏକ କୋଲଜରେ ରାଜନୀତି ବିଜ୍ଞାନରେ ଅଧ୍ୟାପକ ଅଛନ୍ତି। ତାଙ୍କୁ ମିଛ ଡାଉରୀ କେଶରେ ହଇରାଣ କରିଥିବା କଥା ସେ କହିଛନ୍ତି। ତେବେ ସେହି ଦିନ ଠାରୁ ମହିଳା ଜଣଙ୍କ ତାଙ୍କ ବାପାଙ୍କ ଘରେ ରୁହନ୍ତି।

ତାଙ୍କର ମଧ୍ୟ ଗୋଟିଏ ପିଲା ଅଛନ୍ତି, କିନ୍ତୁ ତାଙ୍କ ସ୍ୱାମୀ ପିଲାକୁ ପାଠ ପଢେଇବା ପାଇଁ ପଇସା ଦେଉନାହିଁ ଓଲଟା ହୋଇରାଣ କରୁଥିବା କଥା କହିଛନ୍ତି। ଏବଂ ସେ ଅନ୍ୟ ଜଣଙ୍କୁ ବିବାହ କରିଥିଲେ ଏହା ବ୍ୟତୀତ ଟିଉସମ ପଢ଼ୁଥିବା ପିଲାଙ୍କୁ ନିଜ ବେଡ଼ ରୁମ କୁ ଡାକି ଶାରୀରିକ ସମ୍ପର୍କ ରଖିଥାନ୍ତି। ମହିଳାଙ୍କ ଗହଣା ଦେଇନଥିବା ଏବଂ ତାଙ୍କୁ ହଇରାଣ କରୁଥିବା କାରଣରୁ ତାଙ୍କୁ ବିଚ ରାସ୍ତାରେ ଚପଲରେ ବାଡେଇଥିବାର ସ୍ୱୀକାର କରିଛନ୍ତି।

ସ୍ୱାମୀ ଅକ୍ଷୟ କୁମାର ସୁଟା କହିବା ଅନୁସାରେ, ସେହି ମହିଳା ଏକ ମିଛ କେସ ରେ ତାଙ୍କୁ ପସେଇ ବିବାହ କରିଥିଲେ, ବିବାହ ପରେ ତାଙ୍କୁ ଘରେ ଆଣି ରଖିଥିଲେ ତେବେ ଅନ୍ୟ ଜଣେ ପୁରୁଷ ସହିତ ସମ୍ପର୍କ ରଖିଥିବା ଘଟଣା ସେ ନିଜ ଆଖିରେ ଦେଖିଥିଲେ ତା ପରେ ସେ ତାଙ୍କ ତାଗିଦ କରିଥିଲେ , ସେ ପୁନଶ୍ଚ ତାଙ୍କୁ ସେହି ପରି ଅବସ୍ଥାରେ ରଖିବେନି ବୋଲି କହିଥିଲେ, ସେହି ଦିନ ଠାରୁ ମହିଳା ଜଣଙ୍କ ଅଲଗା ରହୁଥିଲେ। ତେବେ ଏଭଳି ଘଟଣା ବର୍ତ୍ତମାନ ବତ୍ତମାନ ସୋସିଆଲ ମିଡିଆରେ ଭାଇଲାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।