ଦେଖନ୍ତୁ ଭିଡିଓ କଲେଜ ଯିବା ରାସ୍ତାରେ ସୋରିଷ କ୍ଷେତ୍ର ରେ ଲୁଚି ଲୁଚି ରୋମାନ୍ସ କରୁଥିଲେ ପ୍ରେମୀ ଯୁଗଳ ଠିକ୍ ସମୟରେ ଗ୍ରାମବାସୀ ଧରିନେଲେ ଆଉ ତା’ପରେ…

0

ବାସ୍ତବିକ ଭାବରେ ପ୍ରେମର ପ୍ରକୃତ ଅର୍ଥ ଜାଣିବା ପୂର୍ବରୁ ଆଜିର ଆଧୁନିକ ସମାଜର ପୁଅ ଝିଅ ପ୍ରେମ କରି ବସୁଛନ୍ତି। ଯେମିତି ପ୍ରେମ ତାଙ୍କ ପାଇଁ ପାଲଟିଛି ଏକ ମଉଜ ମଜଲିସ କରିବା ଏବଂ ଶାରିରୀକ ଆକର୍ଷଣ କୁ ଅନୁଭବ କରିବା ଭଳି ମାମୁଲି ଜିନିଷ। ଯାହାକୁ ଦେଖିବେ ସେମାନେ ପ୍ରେମ କରିଥିବାର ଦେଖିବାକୁ ପାଇବେ। ଅଳ୍ପ ବୟସରୁ ଛୋଟ ପିଲା ମାନେ ବି ବୟ ଫ୍ରେଣ୍ଡ୍, ଗାର୍ଲ୍ ଫ୍ରେଣ୍ଡ୍ କରି ଦେଉଛନ୍ତି ଏବଂ ନିଜକୁ ବହୁତ୍ ଗର୍ବିତ ମନେ କରୁଛନ୍ତି ଏମିତି କରି।

ତେବେ ପ୍ରେମ ସେମାନଙ୍କ ପାଇଁ ପାଲଟିଛି ଖେଳଘର। ଯାହାର କୌଣସି ଭିତ୍ତି ଭୂମି ନାହିଁ କି ସେ ସମ୍ପର୍କର ମୂଳଦୁଆ ବି ନାହିଁ।ତେବେ ପ୍ରଶ୍ନ ଉଠେ ଯେ ଏହିଭଳି ଏକ ଅସାମାଜିକ ଢଙ୍ଗରେ ଭିତ୍ତିଭୂମି ନଥାଇ ଗଢା ଯାଉଥିବା ଅବାସ୍ତବ ସମ୍ପର୍କକୁ କଣ ପ୍ରେମ କୁହା ଯାଇ ପାରେ।

ଆଜିର ଯୁବକ ଯୁବତୀ ଏହି କଥାର ମର୍ମକୁ ବୁଝିବା ଦରକାର।ହୁଏତ ଏହା ବୁଝିବା ପାଇଁ ବି ସେମାନେ ସକ୍ଷମ ହୋଇ ନାହାନ୍ତି।ଆଜିକାଲିର ଯୁବପୀଢ଼ି ମାନେ ଅଧିକାଂଶ କ୍ଷେତ୍ରରେ କେବଳ କାମନା ଓ ବାସନା କୁ ପରିପୂର୍ଣ୍ଣ କରିବା ଅର୍ଥାତ୍ ଦୈହିକ ସମ୍ପର୍କ ଭାବେ ହିଁ ବିବେଚନା କରୁଛନ୍ତି। ଯେଉଁଥିରେ କେବଳ କାମନା, ବାସନା ଭରି ରହିଛି।ଏବଂ ପରସ୍ପରକୁ ଉପଭୋଗ କରିବାର ଇଚ୍ଛା। ଯେଉଁଠି ନା ରହିଛି ସମ୍ମାନ ନା ରହିଛି ତ୍ୟାଗ ଓ ଭଲ ପାଇବାର ଚିହ୍ନ।ଆଜିକାଲିର ଯୁବ ପିଢୀ ପ୍ରେମକୁ ବଜାର ର ଶସ୍ତା ମାଲ୍ ବୋଲି ଭାବି ନେଇଛନ୍ତି।ଯେଉଁଥିପାଇଁ ସେମାନେ ପ୍ରତି ପାହାଚରେ ଅପଦସ୍ଥ ହେଉଛନ୍ତି ଏବଂ ପ୍ରେମ ଭଳି ଏକ ପବିତ୍ର ଶବ୍ଦ କୁ ଦୁନିଆରେ କଳଙ୍କିତ କରୁଛନ୍ତି।

ତେବେ ସେହିଭଳି ଅନେକ ପ୍ରେମକୁ କଳୁଷିତ କଲା ଭଳି ଉଦାହରଣ ଆଜିର ସମାଜରେ ପ୍ରତିଦିନ ଦେଖିବାକୁ ମିଳୁଛି।ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯାହା ଦେଖିଲେ ବହୁତ ଲଜ୍ୟା ବୋଧ ହେଉଛି କାରଣ ଘଟଣାଟି କିଛି ସେହି ପ୍ରକାରର। ଏଠାରେ ଦେଖିବାକୁ ମିଳିଛି ଯେ ଏକ ନିଛାଟିଆ ସ୍ଥାନରେ ସୋରିଷ କ୍ଷେତ ମଝିରେ ଏକ ପ୍ରେମୀ ଯୁଗଳ ରାସଲୀଳା କରିବାରେ ଲାଗିଥିଲେ।

ସେମାନେ ପରସ୍ପର ପ୍ରେମାଲାପ ପାଇଁ ଏହିଭଳି ନିଛାଟିଆ ସ୍ଥାନକୁ ଯାଇଥିବା ବେଳେ ଏହି ସମୟରେ ସେମାନଙ୍କର ଏହି ଅନ୍ତରଙ୍ଗ ମୁହୂର୍ତ୍ତକୁ କିଛି ଯୁବକ ମାନେ କ୍ୟାମେରା ରେ ରେକର୍ଡ କରିଥିଲେ ଏବଂ ସେମାନଙ୍କୁ କିଛି ସମୟ ପଚରା ଉଚରା କରିବା ସହିତ ହଇରାଣ ମଧ୍ୟ କରିଥିଲେ।

ଏଥିରେ ଉଭୟ ପ୍ରେମୀ ଯୁଗଳ ମର୍ମାହତ ହୋଇ ତାଙ୍କର ଭିଡିଓ କରନାହିଁ ବୋଲି ଅନୁରୋଧ କରି କହିଥିଲା। କିନ୍ତୁ ଉକ୍ତ ବ୍ୟକ୍ତି ମାନେ ଏହି ଭିଡିଓ କୁ ସୋସିଆଲ ମିଡିଆରେ ସେୟାର କରିଥିଲେ।ଫଳରେ ଇଣ୍ଟର୍ନେଟ୍ ର ଯୁଗରେ ସୋସିଆଲ ମିଡିଆର ବ୍ୟବହାର ବହୁତ୍ ମାତ୍ରାରେ ହେଉ ଥିବାରୁ ଏହା ଏବେ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।