ଦେଖନ୍ତୁ ଭିଡିଓ – ହଠାତ୍ କ୍ୟାମେରାରେ ରେକର୍ଡ ହୋଇଗଲା ନହେଲେ କେହି ବିଶ୍ବାସ କରି ନଥାନ୍ତେ, ଦେଖିଲେ ଛାତିଥରି ଉଠିବ

0

ପ୍ରତେକ ଲୋକ ଭଗବାନ ଙ୍କୁ ପୂଜା କରନ୍ତି , ଭକ୍ତି କରନ୍ତି ଓ ଭଗବାନ ଙ୍କ ଉପରେ ବିଶ୍ୱାସ କରନ୍ତି । ଦେବୀ ଦେବତା ଙ୍କୁ ପ୍ରସନ୍ନ କରିବା ପାଇଁ ପୂଜା ପାଠ ଆଦି କରା ଜାଏ।ମନ୍ଦିର ଯାଇ ଭଗବାନ ଙ୍କ ଦର୍ଶନ କଲେ ଆମର ସମସ୍ତ ବିପଦ ଦୂର ହୋଇଥାଏ।ମନ୍ଦିର ରେ ପୂଜା କଲେ ଆମର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ।

ଭଗବାନ ନିଜ ଭକ୍ତ ମାନଙ୍କୁ ମଧ୍ୟ ଖୁବ୍ ଶ୍ରଦ୍ଧା କରନ୍ତି ଓ ଯିଏ ତାଙ୍କୁ ହୃଦୟ ରୁ ପୂଜା କରେ ଭଗବାନ ତାଙ୍କୁ ସବୁବେଳେ ଘଣ୍ଟ ଘୋଡେ଼ଇ ରଖନ୍ତି ବୋଲି ମଧ୍ୟ କୁହାଯାଏ । ତେବେ ଆଜି ଏମିତି କେତେକ ଘଟଣା ବିଷୟ ରେ ଜାଣିବା ଯେଉଁଠି ଭଗବାନ ନିଜ ଭକ୍ତ ମାନଙ୍କୁ ବଡ଼ ବଡ଼ ବିପଦ ରୁ ମଧ୍ୟ ଘଣ୍ଟ ଘୋଡେ଼ଇ ରଖିଛନ୍ତି ।ତେବେ ଆସନ୍ତୁ ଜାଣିବା ;

୧- ସିରିଆ ର ଏଲ୍ଲୋପା ନାମକ ଏକ ସ୍ଥାନ ରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା ଯେଉଁ ବିସ୍ପୋରଣ ରେ ବହୁତ୍ କ୍ଷୟ କ୍ଷତି ହୋଇଥିଲା ଅନେକ ବଡ଼ ବଡ଼ ବିଲ୍ଡିଂ ଭୁଶୁଡ଼ି ପଡ଼ିଥିଲା ।ତେବେ ଉଦ୍ଧାରକାରୀ ଟିମ୍ ଯେତେବେଳେ ସେହି ସ୍ଥାନ ରେ ପହଞ୍ଚି ଥିଲେ ତାଙ୍କୁ ଏକ ପଥର ତଳୁ ଏକ ଛୋଟ ଛୁଆ ର କାନ୍ଦିବା ଶବ୍ଦ ଶୁଣିବାକୁ ପାଇଲେ । ତାହା ଏକ ଛୋଟ ଛୁଆ ର କାନ୍ଦ ଥିଲା ଓ ଦୁର୍ଘଟଣା ୨୪ ଘଣ୍ଟା ଜାଏ ସେ ସେହି ପଥର ତଳେ ଚାପି ହୋଇ ରହିଥିଲା ।

୨- ହରିୟାଣା ର କେଇଥାଲ୍ ର ଦୁଙ୍ଗୁରା ଗେଟ୍ ନିକଟ ରେ ଜଣେ ମହିଳା ଏକ ଛୋଟ ଛୁଆ କୁ ପଲଥିନି ରେ ବାନ୍ଧି ଏକ ନାଳ କୁ ଫୋପାଡି ଦେଇଥିଲେ ।ସେ ଫୋପାଡି ଦେବାର କିଛି ସମୟ ପରେ ଏକ କୁକୁର ସେହି ପଲିଥିନ କୁ ନାଳ ରୁ ବାହାର କରିଥିଲା ଓ ଜୋର୍ ଭୁକିବା ଯୋଗୁ ସ୍ଥାନୀୟ ଲୋକ ମାନେ ସେହି ଛୁଆ କୁ ଉଦ୍ଧାର କରିଥିଲେ।ତେବେ ପଲିଥିନ ରେ ମୁହ ବାନ୍ଧି ହୋଇଥିବା ସତ୍ୱେ ମଧ୍ୟ ଛୁଆ ଟି ଜୀବିତ ଥିଲା।

୩- ଅଷ୍ଟ୍ରେଲିଆ ର ଦୁଇଟି ଟ୍ରକ ମୁହାଁ ମୁହିଁ ସଡ଼କ ଦୁର୍ଘଟଣା ରେ ମହିଳା ଜଣଙ୍କ ଟ୍ରକ ବନେଟ ରେ ଆସିଥିଲେ ଓ ତାଙ୍କ ଦେହ ଏଥିରେ ବାଜିଥିଲା ମଧ୍ୟ । ଆଶ୍ଚର୍ଯ୍ୟଜନକ ଭାବେ ମହିଳା ଜଣଙ୍କ ସୁରକ୍ଷିତ ଥିଲେ ।ଏତେ ବଡ଼ ଦୁର୍ଘଟଣା ରେ ଡ୍ରାଇଭର ଙ୍କର ମଧ୍ୟ କୌଣସି କ୍ଷତି ହୋଇ ନଥିଲା।

୪- ଭାରତ ର ଏକ ଗ୍ରାମ ରେ କୃଷକ ମାନେ ବିଲ ରେ କାମ କରୁଥିବା ସମୟ ରେ ସେମାନଙ୍କୁ ମାଟି ତଳୁ ଏକ ଛୋଟ ଛୁଆ କାନ୍ଦିବା ଶବ୍ଦ ଶୁଣିବାକୁ ମିଳିଥିଲା । ମାଟି ଖୋଲିବା ପରେ ସେଠାରୁ ଏକ ନବଜାତ ଶିଶୁ ବାହାରି ଥିଲା ଓ ଶିଶୁଟି ଜୀବିତ ମଧ୍ୟ ଥିଲା।

୫- ପ୍ରହଲ୍ଲାଦ ଜାନି ନାମଙ୍କ ଜଣେ ବ୍ୟକ୍ତି ମୃତୁ ର ୭୬ ବର୍ଷ ଜାଏ ବିନା ଖାଦ୍ୟ ଓ ପାଣି ଦ୍ଵାରା ଜୀବନ ଅତିବାହିତ କରିଥିଲେ ଏବଂ ସେ ସୁସ୍ଥ ଓ ଜୀବିତ ଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।