ଦେଖନ୍ତୁ ଭିଡ଼ିଓ – ଜଙ୍ଗଲରେ ରୋମାନ୍ସ ସମୟରେ ଧରା ପଡ଼ିଲେ ପ୍ରେମି ଯୁଗଳ । ଆଉ ତାପରେ ସେମାନଙ୍କ ସହ ଗ୍ରାମବାସୀ କଲେ……

0

ସୋସିଆଲ ମିଡ଼ିଆ ରେ ଅଶ୍ଳୀଳ ଫଟୋ ଓ ଭିଡ଼ିଓ ରୋକିବା ପାଇଁ ପୋଲିସ ପ୍ରଶାସନ କଡ଼ା ଆଭିମୁଖ୍ୟ ଦେଖାଉଛନ୍ତି।ହେଲେ ଖାତିର କରୁ ନାହାନ୍ତି ଅପରାଧୀ। ପ୍ରତ୍ୟେକ ଦିନ ମୋବାଇଲ ରୁ ମୋବାଇଲ ଏପରି କିଛି ଫଟୋ ଭାଇରାଲ ହେଉଛି ଯାହା ସଭ୍ୟ ସମାଜ ର ମୁଣ୍ଡ ତଳକୁ କରି ଦେଉଛି।

ଏହି ଅସାମାଜିକ ବ୍ୟକ୍ତି ମାନେ ବାରମ୍ବାର ଏମିତି ନିରୀହ ଝିଅ ଙ୍କ ଫଟୋ ଭାଇରାଲ କରି ସେମାନଙ୍କୁ ଆତ୍ମହତ୍ୟା କରିବା କୁ ବାଧ୍ୟ କରୁଛନ୍ତି।ତେବେ ନିକଟରେ ଏହି ପରି ଏକ ଅପମାନ ଜନକ ଘଟଣା ଘଟିଛି ଯାହା ସୋସିଆଲ ମିଡିଆରେ ବହୁତ୍ ଭାଇରାଲ ହେବାରେ ଲାଗିଛି।

ଆଜିର ସମାଜ ରେ ହେଉ ଥିବା ଅପରାଧ ରେ ଅପରାଧି ମାନଙ୍କର ଯେତିକି ଭୁଲ ,ପ୍ରେମି ଯୁଗଳ ମାନଙ୍କର ମଧ୍ୟ ସେତିକି ଭୁଲ।କାରଣ ଆଜିର ପ୍ରେମି ଯୁଗଳ ମାନେ ପ୍ରେମ କୁ କଳଙ୍କିତ କରି ସାରିଲେଣି।ସେମାନେ ପ୍ରେମ ର ପ୍ରକୃତ ଅର୍ଥ କୁ ଭୁଲି ଗଲେଣି।ଭଗବାନ ଶ୍ରୀକୃଷ୍ଣ ଯେଉଁ ପ୍ରେମର ବ୍ୟାଖ୍ୟା କରି ଥିଲେ ତାହା ଏମାନେ ଭୁଲି ଗଲେଣି।ପ୍ରେମ ହେଉଛି ସବୁଠାରୁ ପବିତ୍ର କାର୍ଯ୍ୟ।ପ୍ରେମ ଶାଶ୍ୱତ ଓ ପ୍ରେମ ଆମର।

କିନ୍ତୁ ଆଜିର ଏହି ପ୍ରେମି ଯୁଗଳ ମାନେ ପ୍ରେମ କୁ ଶାରିରୀକ ଆକର୍ଷଣର କେନ୍ଦ୍ରବିନ୍ଦୁ କରି ସାରିଲେଣି।ଯାହା ବାସ୍ତବରେ ଏକ ଭୁଲ ମାନସିକତା।ଦୁଇଟି ଆତ୍ମାର ମିଳନକୁ ପ୍ରେମ କୁହାଯାଏ କିନ୍ତୁ ଏମାନେ ଦୁଇ ଦେହର ମିଳନକୁ ପ୍ରେମ ଭାବୁଛନ୍ତି।

ବାରମ୍ବାର ଏପରି ନିନ୍ଦନୀୟ କାର୍ଯ୍ୟ କରି ଏମାନେ ପ୍ରେମ ପରି ଏକ ପବିତ୍ର ସମ୍ପର୍କରେ କଳଙ୍କର ଟୀକା ଲଗାଉଛନ୍ତି।ଟିକେ ଫାଙ୍କା ବା ନିଛାଟିଆ ସ୍ଥାନ ଦେଖିବା ମାତ୍ରେ ଆରମ୍ଭ କରି ଦେଉଛନ୍ତି ରୋମାନ୍ସ ଯାହାର ଫାଇଦା ଉଠାଉଛନ୍ତି କିଛି ଅସାଧୁ ବ୍ୟକ୍ତି।ଏବେ ସୋସିଆଲ ମିଡ଼ିଆ ରେ ମଧ୍ୟ ଏମିତି କିଛି ଘଟଣା ର ଭିଡ଼ିଓ ଭାଇରାଲ ହୋଇଛି।

ଏହି ଭିଡ଼ିଓ ରେ ଦେଖିବା ପାଇଁ ମିଳିଛି କି ଏକ ନିଛାଟିଆ ସ୍ଥାନରେ ଏକ ପ୍ରେମି ଯୁଗଳ ବସି ରୋମାନ୍ସ କରୁ ଥିଲେ।ଏହି ସମୟରେ କିଛି ଦୁର୍ବୁତ୍ତ ଚୁପଚାପ ଆସି ସେମାନଙ୍କ ର ଭିଡ଼ିଓ କଏଦ କଲେ ଏବଂ ତାଙ୍କ ପାଖକୁ ଯାଇ ସେମାନଙ୍କୁ ଗାଳି ଗୁଲଜ ସହିତ ଧମକ ଚମକ ଦେଲେ।

ସେମାନଙ୍କ ଭିଡ଼ିଓ ଭାଇରାଲ କରିବାର ବ୍ଲକମେଲିଂ ମଧ୍ୟ କଲେ।ସେହି ଯୁବକ ଯୁବତୀ ହାତ ଧରି ଯେତେ କାକୁତି ମିନତୀ ହେଲେ ମଧ୍ୟ ସେମାନେ ଶୁଣିଲେ ନାହିଁ।ସେହି ଯୁବତୀ ଜଣଙ୍କ କଲେଜ ୟୁନିଫର୍ମ ପିନ୍ଧିଥିବା ରୁ ସେ ଜଣେ କଲେଜ ଛାତ୍ରୀ ବୋଲି ଜଣା ପଡୁଛନ୍ତି।କଲେଜ କୁ ଆସି ତାଙ୍କ ପ୍ରେମିକ ଙ୍କ ସହିତ ଜଙ୍ଗଲ ଭିତରେ ରୋମାନ୍ସ କରୁ ଥିବାରୁ ସେହି ଲୋକମାନେ ସେ ଦୁହିଁଙ୍କୁ ବହୁତ ଗାଳି ଗୁଲଜ କରି ଥିଲେ।

ସେମାନଙ୍କ ଘର କେଉଁଠି ପଚାରିବା ସହ ସେମାନଙ୍କ ପିତା ମାତା ଙ୍କ ନାମ ପଚାରି ଥିଲେ ଏବଂ ସେମାନଙ୍କ ପରିବାର ଲୋକଙ୍କୁ ଫୋନ କରି ଜଣେଇବେ ବୋଲି ଧମକ ମଧ୍ୟ ଦେଇ ଥିଲେ।

ଏହାପରେ ସେମାନେ ଏହି ପ୍ରେମି ଯୁଗଳଙ୍କ ଭିଡ଼ିଓ ଭାଇରାଲ କରି ଥିଲେ।ଏହି ଘଟଣା ଟି ଅଳ୍ପ ବୟସର ପ୍ରେମି ଯୁଗଳଙ୍କୁ ଏକ ଶିକ୍ଷା ଦେଇଛି।ସେମାନେ ନିଜର ତରୁଣ ବୟସ ରେ ପରସ୍ପର ପ୍ରତି ଆକର୍ଷିତ ହୋଇ ଏମିତି କିଛି ଖରାପ କାମ ନକରନ୍ତୁ ଯାହା ସେମାନଙ୍କ ପରିବାର ର ଇଜତ କୁ ତଳେ ପକାଇ ଦେବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।