ଦେଖନ୍ତୁ ଭିଡ଼ିଓ ! କଣ ପାଇଁ ରାତାରାତି ଓଡିଶା ଛାଡିଲେ ଓଡ଼ିଆ ସିରିଏଲ ଅଭିନେତ୍ରୀ ଛନ୍ଦିତା ,ଜାଣନ୍ତୁ ସମ୍ପୂର୍ଣ ରହସ୍ୟ

0

ବର୍ତ୍ତମାନ ଟିଭି ରେ ଅନେକ ପ୍ରକାରର ଧାରାବାହିକ ପ୍ରସାରିତ ହେଉଛି । ସେଥିରେ ଦେଶର ଯେତିକି ଭାଷା ଅଛି ସବୁ ଭାଷାରେ ଅନେକ ଧାରାବାହିକ ବର୍ତ୍ତମାନ ଟିଭି ଚ୍ୟାନେଲ ରେ ପ୍ରସାରିତ ହେଉଥିବାର ଆପଣ ମାନେ ଦେଖିଥିବେ ।

ତେବେ ଆଜିକାର ଏହି ଲେଖାରେ ଆମେ ଜଣେ ଓଡ଼ିଆ ଅଭିନେତ୍ରୀ ଙ୍କ ବିଷୟରେ ଆଲୋଚନା କରିବାକୁ ଯାଉଛୁ ଯିଏକି ସମସ୍ତ ଓଡ଼ିଶାବାସୀ ଙ୍କର ଅତି ପସନ୍ଦର ଅଟନ୍ତି । ତେଣୁ ସେହି ଅଭିନେତ୍ରୀ ଙ୍କ କ୍ୟାରିଅର ଏବଂ ତାଙ୍କ ବିଷୟରେ କିଛି ଖାସ କଥା ଜାଣିବା ପାଇଁ ଆଜିକାର ଆମର ଏହି ଲେଖାଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ।ତେବେ ଆମେ ଯେଉଁ ଲୋକପ୍ରିୟ ଅଭିନେତ୍ରୀଙ୍କ ବିଷୟରେ ଆପଣଙ୍କୁ କହିବୁ ସେ ଆଉ କେହି ନୁହଁନ୍ତି ବରଂ ଓଡ଼ିଆ ଟିଭି ଅଭିନେତ୍ରୀ ଛନ୍ଦିତା ପାଢ଼ୀ ।

ସମଗ୍ର ଓଡ଼ିଶାରେ ତାଙ୍କର ଫ୍ୟାନ ଫୋଲୋଇଂ ଖୁବ ଅଧିକ । ସେ ନିଜ କ୍ୟାରିଅର ର ଏବେ ସୁଦ୍ଧା ତିନି ରୁ ଅଧିକ ଧାରାବାହିକ ରେ କାମ କରି ସାରିଛନ୍ତି । ପୁଣି ସବୁ ଧାରାବାହିକ ରେ ସେ ଖଳନାୟିକା ଭାବରେ ହିଁ ଅଭିନୟ କରିଛନ୍ତି ।

ଏପରି ଆପଣ ମାନେ ଶୁଣିଥିବେ ଯେ ଜଣେ ମଣିଷ ବାସ୍ତବରେ ଭଲ ପ୍ରକୃତିର ହେଲେ ବି ଯଦି ସେ ଟିଭି ପରଦାରେ ଖଳନାୟକ ଭାବରେ ଅଭିନୟ କରୁଛି ତେବେ ଦର୍ଶକ ସବୁବେଳେ ତାକୁ ବାସ୍ତବରେ ସୁଦ୍ଧା ସେହି ରୂପରେ ଦେଖିଥାନ୍ତି । କିନ୍ତୁ ଏହି ମାମଲା ଛନ୍ଦିତା ପାଢ଼ୀ ଙ୍କ କ୍ଷେତ୍ରରେ ସମ୍ପୂର୍ଣ୍ଣ ଅଲଗା ଅଟେ । ତାଙ୍କ ପ୍ରଶଂସକ ଖୁବ ଅଧିକ ଏବଂ ସେ ବାସ୍ତବରେ ଖୁବ ନମ୍ର ଏବଂ ତାଙ୍କ ଚରିତ୍ର ରେ ମଧ୍ୟ କୌଣସି ପ୍ରକାରର ଉଣା ନାହିଁ ।

ତେବେ ତାଙ୍କ କ୍ୟାରିଅର କଥା କହିବାକୁ ଗଲେ ବର୍ତ୍ତମାନ ସେ ଓଡ଼ିଆ ଲୋକପ୍ରିୟ ଚ୍ୟାନେଲ ତରଙ୍ଗ ରେ ପ୍ରସାରିତ ହେଉଥିବା ତାରାତାରିଣୀ ଧାରାବାହିକ ରେ ସେ ମୁଖ୍ୟ ଭୂମିକା ଅର୍ଥାତ ଖଳନାୟିକା ଭାବରେ ଅଭିନୟ କରିଛନ୍ତି । ଏହି ଧାରାବାହିକ ରେ ସେ ମୋହନା ନାମରେ ଅଭିନୟ କରୁଛନ୍ତି ।

ତେବେ ଏହି ଧାରାବାହିକ ରେ ତାଙ୍କର ଅଭିନୟ ପ୍ରଶଂସକ ଙ୍କୁ ଖୁବ ପସନ୍ଦ ଆସିଛି । କିନ୍ତୁ ବର୍ତ୍ତମାନ ଏହି ଖବର ଶୁଣାଯାଇଛି ଯେ ଛନ୍ଦିତା ଆଉ ଏହି ସିରିଏଲ ରେ ନଜର ଆସିବେ ନାହିଁ ।ତେବେ ସୂଚନା ଅନୁଯାୟୀ ଏହା ଜଣାପଡିଛି ଯେ ଛନ୍ଦିତା ଦୁଇ ମାସ ପାଇଁ ଏହି ଧାରାବାହିକ ରେ ନଜର ଆସିବେ ନାହିଁ ।

କିନ୍ତୁ ଏହାର ଅର୍ଥ ଏହା ନୁହେଁ ଯେ ସେ ସବୁଦିନ ପାଇଁ ଏହି ଶୋ ଛାଡ଼ୁଛନ୍ତି । ସେ କେବଳ ଦୁଇ ମାସ ପାଇଁ ଏହି ଧାରାବାହିକ ରେ ନଜର ଆସିବେ ନାହିଁ କାରଣ ସେ ଲଣ୍ଡନ ଟୁର ରେ ଯାଉଛନ୍ତି । ଟୁର ରୁ ଫେରିବା ପରେ ସେ ପୂର୍ବ ଭଳି ତାରାତାରିଣୀ ଧାରାବାହିକ ରେ କାମ କରିବେ ଏବଂ ନିଜ ପ୍ରଶଂସକ ମାନଙ୍କୁ ଏଣ୍ଟରଟେନମେଣ୍ଟ କରାଇବେ ବୋଲି କହିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।