ଦେଖନ୍ତୁ ଭିଡ଼ିଓ ! ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଅଭିନେତା ରାଜା ଏବଂ ଅଭିନେତ୍ରୀ ସ୍ମୃତି

0

ଓଲିଉଡ ହେଉ କିମ୍ବା ବୋଲିଉଡ଼ ହେଉ ଯେକୌଣସି ଇଣ୍ଡଷ୍ଟ୍ରି ରେ ଅଭିନେତା ଏବଂ ଅଭିନେତ୍ରୀଙ୍କ ଅଫେୟାର ର ଚର୍ଚ୍ଚା ହେବା ଏକ ସାଧାରଣ କଥା ଅଟେ । ଜଣେ ଅଭିନେତ୍ରୀଙ୍କ ଅନେକ ଅଭିନେତା କିମ୍ବା ଜଣେ ଅଭିନେତାଙ୍କର ଅନେକ ଅଭିନେତ୍ରୀଙ୍କ ନାମ ସହିତ ନାମ ଯୋଡ଼ି ହୋଇଯାଏ ଯାହା ସୋସିଆଲ ମିଡିଆରେ ଭାଇରଲ ହୋଇଥାଏ । ତେବେ ଓଲିଉଡ ଇଣ୍ଡଷ୍ଟ୍ରି ରେ ମଧ୍ୟ ଦୁଇ ଅଭିନେତା ଅଭିନେତ୍ରୀଙ୍କ ନାମ ଯୋଡ଼ି ହୋଇଛି ଯାହା ଦର୍ଶକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି ।

ଏବେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ରେ ଚର୍ଚ୍ଚା ହେଉଛି ଓଡ଼ିଆ ସିରିଏଲ ଦୁନିଆର ଲୋକପ୍ରିୟ ଅଭିନେତା ମହାପ୍ରସାଦ ଏବଂ ଓଡ଼ିଆ ସିରିଏଲ ଦୁନିଆର ଲୋକପ୍ରିୟ ଅଭିନେତ୍ରୀ ହୀତିଶା ଙ୍କ ବିଷୟରେ । ତେବେ ଏହି କଥା ଶୁଣା ଯାଉଛି ଯେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।

ତେବେ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଏହି ଦୁଇ ଅଭିନେତା ଏବଂ ଅଭିନେତ୍ରୀଙ୍କ ସମ୍ପର୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ବିଷୟରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ।ତେବେ ଏହି କିଛି ଦିନ ହେବ ଏହି ସୂଚନା ଆସିଥିଲା ଯେ ଓଡ଼ିଆ ସିରିଏଲ ଅଭିନେତା ମହାପ୍ରସାଦ ଏବଂ ହୀତିଶା ଲୋଭ ରିଲେସନଶିପ ରେ ଅଛନ୍ତି ବୋଲି ।

ତେବେ ଆପଣ ମହାପ୍ରସାଦ ଙ୍କୁ ଖୁବ ଭଲ ଭାବରେ ଜାଣିଥିବେ କାରଣ ସେ ତରଙ୍ଗ ଟିଭିର ନୂଆ ଓଡ଼ିଆ ଧାରାବାହିକ ରାନୀ ରେ ମହାପ୍ରସାଦ ରାଜା ଚରିତ୍ର ରେ ଅଭିନୟ କରୁଥିଲେ । ତେବେ ଏହି ସିରିଏଲ ଯୋଗୁଁ ତାଙ୍କୁ ଅନେକ ଲୋକପ୍ରିୟତା ମଧ୍ୟ ମିଳିଥିଲା ।

ତାଙ୍କର ଅଭିନୟ କୁ ଦର୍ଶକ ବହୁତ ମାତ୍ରାରେ ପସନ୍ଦ ମଧ୍ୟ କରିଥିଲେ ।କିନ୍ତୁ ସେହି ଧାରାବାହିକ ପରେ ମହାପ୍ରସାଦ ଆଉ କୌଣସି ଧାରାବାହିକ ରେ କାମ କରି ନାହାଁନ୍ତି । କିନ୍ତୁ ଏବେ ଏବେ ଏହି ସୂଚନା ମଧ୍ୟ ଶୁଣା ଯାଉଛି ଯେ ମହାପ୍ରସାଦ ଙ୍କର ଆଉ ଏକ ନୂଆ ଓଡ଼ିଆ ମେଗା ସିରିଏଲ ଆସିବାକୁ ଯାଉଛି ଯେଉଁଥିରେ ମଧ୍ୟ ସେ ମୁଖ୍ୟ ଚରିତ୍ର ରେ ନଜର ଆସିବେ ।

ତେବେ ଯଦି ଆମେ ଅଭିନେତ୍ରୀ ହୀତିଶା ଙ୍କ ବିଷୟରେ କହିବୁ ତେବେ ସେ ତରଙ୍ଗ ଟିଭିର ନୂଆ ଓଡ଼ିଆ ମେଗା ସିରିଏଲ ରେ ଅଭିନେତ୍ରୀ ହୀତିଶା ସୃତି ଚରିତ୍ରରେ ଅଭିନୟ କରୁଥିଲେ ।ତେବେ ସେହି ସିରିଏଲ ରେ ହୀତିଶା ଙ୍କ ଅଭିନୟକୁ ଦର୍ଶକ ମାନେ ଖୁବ ପସନ୍ଦ ମଧ୍ୟ କରୁଥିଲେ ।

ତେବେ ଦୁର୍ଗା ସିରିଏଲ ପରେ ହୀତିଶା ଅନ୍ୟ ଏକ ନୂଆ ଓଡ଼ିଆ ଧାରାବାହିକ ରେ ଅଭିନୟ କରିବାକୁ ଯାଉଛନ୍ତି । ପୁଣି ଆଉ ଏକ ସୂଚନା ଶୁଣା ଯାଇଛି ଯେ ହୀତିଶା ଦୁଇଟି ଆଲବମ ରେ ମଧ୍ୟ କାମ କରିଛନ୍ତି । ସୂଚନା ଅନୁଯାୟୀ ଏହି ଦୁଇଟି ଆଲବମ ସାରା ଓଡ଼ିଶାରେ ହିଟ ମଧ୍ୟ ହୋଇଛି । କିନ୍ତୁ ବର୍ତ୍ତମାନ ଏହି ଖବର ଶୁଣା ଯାଇଛି ଯେ ମହାପ୍ରସାଦ ଏବଂ ହୀତିଶା ପରସ୍ପରର ପ୍ରେମରେ ପଡ଼ି ଯାଇଛନ୍ତି । ପୁଣି ସେମାନଙ୍କ ବିବାହ ଖବର ମଧ୍ୟ ଶୁଣା ଯାଉଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।