ଦେଖନ୍ତୁ ଭିଡ଼ିଓ – ମାଟି ଭିତରୁ ମିଳିଲା ଜୀବନ୍ତ ଶିଶୁ କନ୍ନ୍ୟା, ମରି ଯାଇଥିବା ମଣିଷ କ’ଣ ଉଠିପାରେ, ସମ୍ପୁର୍ଣ୍ଣ ଘଟଣା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

0

ରଖେ ଯଦି ତ ମାରେ କିଏ । ଭଗବାନ ଯାହା ଉପରେ ଟିକିଏ ହାତ ପକେଇ ଦେବେ ନା ତାକୁ ପୃଥିବୀର କୌଣସି ଶକ୍ତି କିଛି କରି ପାରିବ ନାହିଁ । ତେଣୁ କୁହାଯାଏ ସବୁ ପରେଅଧ୍ୟ ଭଗବାନ ବଡ଼ ଲୋକ ।

ଏତେ କଥା କହିବାର ମାନେ ଆଜି ଆମେ ଏକ ଏଭଳି ବାସ୍ତବ କଥା କହିବାକୁ ଯାଉଛୁ ଯାହା ଆପଣ ଶୁଣିଲେ , ଆପଣ ମଧ୍ୟ କହିବେ ରଖେ ଯଦି ତ ମାରେ କିଏ ।ମାଟି ତଳୁ ମିଳିଲା ଜୀବନ୍ତ ଶିଶୁ କନ୍ୟା । ଶୁଣିଲା ବେଳକୁ ଆଶ୍ଚର୍ଯ୍ୟ ଲାଗୁଚି କିନ୍ତୁ ଏହି ଘଟଣା ବାସ୍ତବ ରେ ସତ, ଯାହା ଏବେ ଆମେ ଆପଣଙ୍କ ପାଖରେ କହିବାକୁ ଯାଉଛୁ । ତେବେ ବନ୍ଧୁ ମାନେ ଆସନ୍ତୁ ଜାଣିବା ଘଟଣା କଣ କେମିତି ମିଳିଲା ମାଟି ତଳୁ ଶିଶୁ କନ୍ୟା ।

ତେବେ ଉତର ପ୍ରଦେଶ ର ଜଣେ ଲୋକ ତାଙ୍କ ନାମ ରିତେଶ ଓ ତାଙ୍କ ସ୍ତ୍ରୀ ଙ୍କ ନାମ ଲଷ୍ମୀ । ରିତେଶ ଜଣେ ପୋଲିସ ଅଫିସର । କିନ୍ତୁ ଏହି କିଛି ଦିନ ହେଲା ତାଙ୍କର ସ୍ତ୍ରୀ ପ୍ରେଗେନେଟ ଥିଲେ ।

ଗତ ଗୁରୁବାର ଦିନ ରାତିରେ ତାଙ୍କର ଗୋଟେ ଝିଅ ହୋଇ ଥିଲା । ଓ ଦୁଃଖର ବିଷୟ ଏହା କି ତାଙ୍କର ପିଲାଟି ଜନ୍ମ ହେବା ମାତ୍ରେ ତାଙ୍କର ଶିଶୁ କନ୍ୟା ମରି ଯାଇଥିଲା । ରିତେଶ ବହୁତ ଦୁଃଖିତ ଥିଲେ । ହେଲେ କଣ ହେବ ଗୋଟେ ବୋଲି ଝିଅ ହେଲେ ସେ ମଧ୍ୟ ମରି ଗୋଲା । ଏହି ଦୁଃଖରେ ସେ ଗୋଟିଏ ମଶାଣି କୁ ନେଇ ଥିଲେ ପିଲା ଟିକୁ ପୋତିବା ପାଇଁ । ମଶାଣି ଯାଇ ତାଙ୍କ ପିଲାକୁ ପୋତିବା ପାଇଁ ଗୋଟିଏ ବଡ଼ ଗାତ ଖଳିଲେ ।

କିନ୍ତୁ ଠିକ ସେତିକି ସମୟରେ ଆଶ୍ଚର୍ଯ୍ୟ ର ଘଟଣା ତିନି ପୁଟ ଗାତ ତାଡି ସାରିବା ପରେ ସେ ଗୋଟିଏ କଳସି ପାଇଲେ । ସେହି କଳସି ଟିକୁ ଖାଳିବା ବେଳକୁ ସେଠାରେ ଗୋଟିଏ ସେହି କଳସି ଭିତରେ ଗୋଟିଏ ପିଲା ପାଇଲେ ।

ସେହି ପିଲାଟି ମଧ୍ୟ ବଂଚି ଥିଲା । ସେ ହସ୍ପିଟାଲ ନେଇ ଯାଇ ଥିଲେ । ଡାକ୍ତର କହିଲେ ସେହି ପିଲାଟି ବଂଚିଛି । କିଛି ସମୟ ପରେ ତାକୁ କ୍ଷୀର ପିଆଇଲେ । ତେଣୁ କୁହାଯାଏ ତ୍ରେତୟା ରେ ମହାରଥୀ ବାଟରେ ଯାଉ ଯାଉ ଗୋଟେ ପିଲା ପାଇ ଥିଲେ କିନ୍ତୁ ଏ କଳିଯୁଗରେ ଏମିତି ମଧ୍ୟ କଳସି ଭିତରେ ପିଲା ପାଇଲେ , ତେଣୁ ସେହି ପିଲା ଟିର ନାମ ସୀତା ରଖା ଯାଇଛି । ତେବେ ଏବେ ସେ ପିଲାର ବାପା ଖୋଜା ଚାଲିଛି ।

କଣ ପାଇଁ କିଏ ରଖି ଥିଲା ସେ ପିଲା ଟିକୁ ହାଣ୍ଡି ଭିତରେ ପୋତି । ଏବେ ପୋଲିସ ଏହାକୁ ଯାଞ୍ଚ କରୁଛି । ତେବେ ବନ୍ଧୁ ମାନେ ରଖେ ଯଦି ସେ ମାରେ କିଏ । ତେବେ ବନ୍ଧୁ ମାନେ ଭଗବାନ ଉପରେ ସବୁ ସମୟରେ ଭରସା ରଖନ୍ତୁ । ଜୀବନରେ ଆପଣ କେବେ ହେଲେ ହରିବେ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।