ଦେଖନ୍ତୁ ଭିଡ଼ିଓ ! ନୂଆ ବାହା ହୋଇଥିବା ସିନ୍ଦୁରବିନ୍ଦୁ ସିରିଏଲ ର ଅଭିନେତ୍ରୀ ନିଲୁ ତାଙ୍କ ଶାଶୂ ଘରେ କେମିତି ରହୁଛନ୍ତି

0

ବର୍ତ୍ତମାନ ର ଦୁନିଆ ହେଉଛି ଇଣ୍ଟରନେଟ ର ଦୁନିଆ।ସମସ୍ତେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ।ତେଣୁ ଏବେ କୌଣସି ଏକ ଘଟଣା ଘଟିଲେ ତାହା ସୋସିଆଲ ମିଡ଼ିଆ ରେ ଖୁବ ଶୀଘ୍ର ଭାଇରାଲ ହୋଇ ଯାଏ।ମାତ୍ର ଏହି ଘଟଣା ଯଦି କୌଣସି ସେଲିବ୍ରେଟି ଙ୍କ ହୋଇ ଥାଏ ତାହେଲେ ତାହା ନିଆଁ ପରି ଭାଇରାଲ ହୋଇ ଥାଏ।

ଓଲିଉଡ,ବଲିଉଡ ଓ ଟିଭି ସୀରିଏଲ ଅଭିନେତ୍ରୀ ଓ ଅଭିନେତା ମାନେ ସବୁ ବେଳେ ନିଜର କାର୍ଯ୍ୟ ପାଇଁ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ରେ ଥାଆନ୍ତି।ସେମାନେ କେତେ ବେଳେ ନିଜର ଲଭ୍ ଲାଇଫ ପାଇଁ ତ କେତେ ବେଳେ ନିଜର ନାଚ ଗୀତ ପାଇଁ ।ପୁଣି କେତେବେଳେ ନିଜର ଚଳଚ୍ଚିତ୍ର ପାଇଁ ତ କେତେବେଳେ ନିଜର ଲାଇଫ ଷ୍ଟାଇଲ ଓ ବ୍ୟକ୍ତିଗତ ଜୀବନ ପାଇଁ।ସବୁ ବେଳେ ସେମାନେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚିତ ହୋଇ ଥାନ୍ତି।

କାରଣ ଲକ ଡାଉନ ପରେ ଓଡ଼ିଶାର ସମସ୍ତ ଦର୍ଶକ ସିରିଏଲ ଦେଖିବାରେ ଅଭ୍ୟସ୍ତ ହୋଇ ସାରିଲେଣି।ବିଶେଷ କରି ମହିଳା ମାନେ ସନ୍ଧ୍ୟା ସମୟରେ ସମସ୍ତ କାମ ସାରି ସିରିଏଲ ଦେଖିବା ପାଇଁ ଟିଭି ଆଗରେ ବସି ଯାଆନ୍ତି।

ତେବେ ନିକଟ ଅତୀତ ରେ ଏକ ଓଡ଼ିଆ ସିରିଏଲ ଅଭିନେତ୍ରୀ ଙ୍କ ର ବାହାଘର ର ଭିଡିଓ ସୋସିଆଲ ମିଡିଆ ରେ ପ୍ରବଳ ମାତ୍ରା ରେ ଭାଇରାଲ ହେବା ରେ ଲାଗିଛି ।ତେବେ ଅଭିନେତ୍ରୀ ଜଣଙ୍କ ଆଉ କେହି ନୁହନ୍ତି ଆପଣଙ୍କ ‘ସିନ୍ଦୂର ବିନ୍ଦୁ’ ସିରିଏଲ ର ନିଲୁ।

ନିଲୁ ଙ୍କ ପ୍ରକୃତ ନାମ ବିନିଜା ପଣ୍ଡା।ବିନିଜା ପଣ୍ଡା ନିଜର ଚମତ୍କାର ଅଭିନୟ ଦ୍ୱାରା ଓଡ଼ିଆ ସିରିଏଲ ଜଗତରେ ନିଜର ଏକ ସ୍ଵତନ୍ତ୍ର ସ୍ଥାନ ବନେଇ ପାରିଛନ୍ତି।ସେ ପୂର୍ବରୁ ମଧ୍ୟ ଅନେକ ରିଏଲିଟି ଶୋ ରେ କାର୍ଯ୍ୟ କରି ସାରିଛନ୍ତି।କେବଳ ଧାରାବାହିକ ନୁହେଁ ବରଂ ସେ କେତେକ ରିଏଲିଟି ଶୋ ରେ ମଧ୍ୟ କାର୍ଯ୍ୟ କରିଛନ୍ତି।ତାଙ୍କର ଅଭିନୟ ପ୍ରତି ନିଷ୍ଠା ଓ ଭଲ ପାଇବା ଦ୍ୱାରା ସେ ଆଜି ଅନେକ ଦର୍ଶକଙ୍କ ପ୍ରିୟ ହୋଇ ପାରିଛନ୍ତି।

ତେବେ କିଛି ମାସ ପୂର୍ବରୁ ବିନିଜା ବିବାହ ବନ୍ଧନରେ ବାନ୍ଧି ହୋଇ ଥିଲେ।ଆଉ ବିବାହ କଲା ପରେ ସେ ଆଉ କୌଣସି ସିରିଏଲ କିମ୍ବା ଫିଲ୍ମରେ କାମ କରି ନାହାଁନ୍ତି।ସେ ବିବାହ ପରେ ସମ୍ପୂର୍ଣ୍ଣ ରୂପେ ତାଙ୍କ ସ୍ୱାମୀ ଓ ତାଙ୍କ ପରିବାର ଲୋକଙ୍କ ସହିତ ସମୟ ଅତିବାହିତ କରୁ ଥିଲେ।ମାତ୍ର ଅନେକ ଦିନ ପରେ ସେ ପୁଣିଥରେ ଏକ ନୂତନ ସିରିଏଲ ରେ କାର୍ଯ୍ୟ କରିବା ପାଇଁ ଯାଉଛନ୍ତି।ଏହି ସିରିଏଲ ର ନାମ ରହିଛି “ମଙ୍ଗଳ ଚରଣମ” ।

ଏହି ସିରିଏଲ ଟି ତରଙ୍ଗ ଚ୍ୟାନେଲ ରେ ପ୍ରସାରିତ ହେବ।ଏହି ସିରିଏଲ ଟିରେ ବିନିଜା ମାଆ ଭୂମିକାରେ ଅଭିନୟ କରିବେ।ଏବେ ଏହି ସିରିଏଲ ଟିର ସୁଟିଂ ଖୁବ ଜୋରସୋରରେ ଚାଲିଛି।ବାହାଘର ର କିଛି ମାସ ପରେ ବିନିଜା ପୁଣିଥରେ ସିରିଏଲ ରେ ଅଭିନୟ କରୁ ଥିବାରୁ ତାଙ୍କ ଫ୍ୟାନ୍ସ ମାନେ ବହୁତ ଖୁସି ଅଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।