ଦେଖନ୍ତୁ ଭିଡ଼ିଓ – ନୂଆ ବାହା ହୋଇଥିବା ଅଭିନେତ୍ରୀ ଝିଲିକ ହେଲେ ହଟହଟା, ଭିଡ଼ିଓ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ….

0

ଓଡ଼ିଶାର ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତ୍ରୀ ଝିଲୀକ୍ ଭଟ୍ଟାଚାର୍ଯ୍ୟ ଙ୍କୁ କିଏ ବା ନଜାଣେ। ବିଗତ କିଛି ବର୍ଷ ଧରି ଓଡ଼ିଆ ସିନେମା ଜଗତକୁ ସେ ସୁନ୍ଦର ସୁନ୍ଦର ସିନେମା ସବୁ ଦେଇ ଆସୁଛନ୍ତି। ତାଙ୍କର ଅଭିନୟ ର ଢାଞ୍ଚା ବେଶ୍ ନିଆରା ଏବଂ ଆକର୍ଷଣୀୟ ଅଟେ। ସୁନ୍ଦର ଚେହେରା ସାଙ୍ଗକୁ ତାଙ୍କର ମନୋଲଭା ଆଖି ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଅନେକ ସୁପର୍ ହିଟ୍ ଫିଲ୍ମ୍ ଦର୍ଶକ ମାନଙ୍କୁ ଭେଟି ଦେଇଛନ୍ତି ଏହି ଅଭିନେତ୍ରୀ।ଓଲିଉଡ ର ସୁଇଟ ଆଣ୍ଡ ହଟ କୁହା ଯାଉଥିବା ଚୁଲବୁଲି, ସୁନ୍ଦରୀ ନାୟିକା ହେଉଛନ୍ତି ଝିଲୀକ୍ ଭଟ୍ଟାଚାର୍ଯ୍ୟ। ଯିଏକି ନିଜର ଗ୍ଲାମର ପାଇଁ ବେଶ୍ ଚର୍ଚ୍ଚିତ ରହିଥାନ୍ତି ଅଭିନୟ ଜଗତରେ।

ଏହି ବଙ୍ଗୀୟ ଅଭିନେତ୍ରୀ ଜଣଙ୍କ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ରେ ପାଦ ରଖିବା ପରେ ତାଙ୍କର ପ୍ରଶଂସକ ମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେ ତାଙ୍କର ସୌନ୍ଦର୍ଯ୍ୟ ଏବଂ ଅଭିନୟ ପାଇଁ ଦର୍ଶକ ଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି। ଓଡ଼ିଆ ସିନେମା ଜଗତରେ ସେ ପାଦ ଦେବା ପାଖରୁ ଓଡ଼ିଶାର ଦର୍ଶକ ମାନଙ୍କର ସେ ପାଲଟି ଯାଇଛନ୍ତି ପ୍ରଥମ ପସନ୍ଦର ଅଭିନେତ୍ରୀ।

ତାଙ୍କର ଅନେକ ପ୍ରଶଂସକ ମଧ୍ୟ ରହିଛନ୍ତି।ତେବେ କିଏ ବା ତାଙ୍କୁ ଭଲ ନପାଏ। ସମସ୍ତେ ତାଙ୍କ ପାଇଁ ଦିୱାନା ଅଟନ୍ତି। ଦୀର୍ଘ ଦିନ ଧରି ଓଡ଼ିଶାରେ ଏକ ସ୍ବତନ୍ତ୍ର ଅଭିନୟର ଛାପ ଛାଡ଼ିବାରେ ଲାଗିଛନ୍ତି ଏହି ଅଭିନେତ୍ରୀ ଜଣଙ୍କ।ସେ ତାଙ୍କର ଅଭିନୟ ସାଙ୍ଗକୁ ମାନୋଲୋଭା ହସ ଏବଂ ଆକର୍ଷଣୀୟ ଚେହେରା ପାଇଁ ଅଧିକ ଆକର୍ଷିତ ଲାଗନ୍ତି।

ସେ କିଛିଦିନ ଧରି ବୈବାହିକ ଜୀବନରେ ଆବଦ୍ଧ ହେବା ପରେ ଏବଂ ସର୍ବୋପରି କରନା ମହାମାରୀ କାରଣରୁ ସମସ୍ତଙ୍କ ଭଳି ଫିଲ୍ମ୍ ଦୁନିଆରୁ ଟିକେ ଦୂରରେ ରହିଛନ୍ତି। ବିବାହ ପରେ ବଧୂ ବେଶରେ ସେ ବହୁତ ସୁନ୍ଦର୍ ଦେଖା ଯାଉଛନ୍ତି।ତେବେ ଏହି ବଧୂ ବେଶରେ ଶାଶୁ ଘରେ ଅନେକ କାର୍ଯ୍ୟ କଲାପ ର ଫଟୋ କୁ ସେ ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।

ତେବେ ଆପଣ ମାନଙ୍କୁ କହି ରଖୁଛୁ ଯେ ଝିଲିକ୍ ଙ୍କ ଅଭିନୀତ ନୂଆ ଫିଲ୍ମ୍ ବିଷୟରେ ଦର୍ଶକ ଜାଣିବାକୁ ଚାହୁଁଥିବା ବେଳେ ତାହା ଏବେ ପର୍ଯ୍ୟନ୍ତ ନିଶ୍ଚିତ ହୋଇ ନାହିଁ। କିନ୍ତୁ ସେ ଚଳିଚିତ୍ର ଦୁନିଆ ବାହାରେ ମଧ୍ୟ ଅନ୍ୟ ଘଟଣାବଳୀ କୁ ନେଇ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚାରେ ରହିଥାନ୍ତି।

ଯେଉଁ ଭଳି ନିକଟରେ ତାଙ୍କର ଯେଉଁ ଏକ ଭିଡିଓ ଭାଇରାଲ୍ ହୋଇଛି ସେଥିରେ ଜଣେ ଆଇସକ୍ରିମ୍ ବିକାଳୀ ତାଙ୍କ ସହିତ କିପରି ମଜା କରୁଛନ୍ତି ଏବଂ ତାଙ୍କୁ ଖେଳ ଦେଖାଉଛନ୍ତି ତାହା ଆପଣ ଦେଖିବାକୁ ପାଇବେ। ଅନେକ ସମୟ ପରେ ସେ ଆଇସକ୍ରିମ୍ ପାଉଛନ୍ତି ଏବଂ ଆଇସକ୍ରିମ୍ ବିକାଳୀଙ୍କ ସେହି ଖେଳକୁ ସେ ବହୁତ୍ ଉପଭୋଗ ମଧ୍ୟ କରୁଛନ୍ତି। ତାଙ୍କ ସହିତ ଆଉ ଜଣେ ଓଡ଼ିଆ ଟେଲି ଅଭିନେତ୍ରୀ ଙ୍କୁ ମଧ୍ୟ ଏହା କରୁଥିବାର ଏହି ଭିଡିଓ ରେ ଦେଖିବାକୁ ମିଳିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।