ଦେଖନ୍ତୁ ଭିଡ଼ିଓ । ପ୍ରଥମ ଦିନ ଶାଶୁ ଘରେ କେମିତି କାଟିଲେ ଓଡ଼ିଆ ହିରୋଇନ ” ଏଲିନା ” କଣ ସତରେ ଏତେ……

0

ଅନେକ ପିଲା ମାନଙ୍କ ର ଛୋଟ ବେଳୁ ଅଭିନୟ କରିବା ପାଇଁ ଖୁବ୍ ଇଛା ଥାଏ । ଇଛା ଥିଲେ ମଧ୍ୟ ତାଙ୍କୁ ବେଳେ ବେଳେ ସ୍କୋପ ମିଳି ପାରେ ନାହିଁ। କିନ୍ତୁ ଏମିତି କିଛି ଜଣ ଅଛନ୍ତି ଯେଉଁ ମାନେ ଯେତେ ବାଧା ବିଘ୍ନ ଆସିଲେ ମଧ୍ୟ ତାକୁ ଏଡାଇ ନିଜ ସ୍ବପ୍ନ କୁ ସାକାର କରିଛନ୍ତି। ସେମିତି ଜଣେ ହିରୋଇନ୍ ଅଟନ୍ତି ଏଲିନା ସାମନ୍ତରାୟ ।ତେବେ ସେ ତରଙ୍ଗ ଟିଭି ର ଗୋଟିଏ ଅଡିଶନ,’କିଏ ହେବ ମୋ ହିରୋଇନ୍ ‘ ଯେଉଁ ସୋ ରେ ସୁପରଷ୍ଟାର ଅରିନ୍ଦମ ଙ୍କ ପାଇଁ ହିରୋଇନ୍ ଖୋଜା ଯାଉଥିଲେ ।

ସେହି ସୋ ମାଧ୍ୟମ ରେ ଏଲିନା ସାମନ୍ତରାୟ ଫିଲ୍ମ୍ ଇଣ୍ଡଷ୍ଟ୍ରି କୁ ପାଦ ଦେଇଥିଲେ ଆଉ ସେବେଠାରୁ ସେ କେବେ ଅଟକି ନାହାନ୍ତି। ନିଜ ଅଭିନୟ ଜରିଆ ରେ ଆଗକୁ ଆଗକୁ ବଢ଼ି ଚାଲିଛନ୍ତି । ବର୍ତ୍ତମାନ ସେ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ।

ତେବେ ବର୍ତ୍ତମାନ ଏଲିନା ଓଲିଉଡ୍ ଫିଲ୍ମ ଜଗତରେ ଏକ ଏପରି ସ୍ଥାନ ରେ ପହଁଞ୍ଚିଯାଇଛନ୍ତି କି ତାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରି ର ଏକ ନମ୍ବର ହିରୋଇନ୍ ବୋଲି କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ। ଆପଣଙ୍କୁ ଜଣାଇ ଦେଉଚୁ ସେ କେବଳ ଓଡିଆ ନୁହେଁ ବେଙ୍ଗଲି ଫିଲ୍ମ ରେ ମଧ୍ୟ ନିଜର ଜବରଦସ୍ତ ଅଭିନୟ ର ଜଲୱା ଦେଖାଇ ସାରିଛନ୍ତି ।

ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ତାଙ୍କ ର ଏକ ଏମିତି ଭିଡ଼ିଓ ଭାଇରାଲ ହେଉଛି ଯାହା କୁ ଦେଖିବା ପରେ ତାଙ୍କ ପ୍ରଶଂସକ ମାନେ ମଧ୍ୟ ସୋସିଆଲ ମିଡ଼ିଆ ରେ ଆହୁରି ଅଧିକ ହୋଇ ଯାଇ ଅଛନ୍ତି।ଏହା ସହିତ ତାଙ୍କ ଭିଡିଓ କୁ ବର୍ତ୍ତମାନ ଲାଇକ୍ ସେୟାର ଓ କମେଣ୍ଟ ରେ ଲୋକ ମାନେ ଭରି ଦେଉ ଅଛନ୍ତି।

ଏହି ଭାଇରାଲ ହୋଇ ଥିବା ଭିଡ଼ିଓ ରେ ଦେଖିବା ପାଇଁ ମିଳିଛି କି ଏଲିନା ବୋହୁ ବେଷ ହୋଇ ତାଙ୍କ ଶାଶୂ ଘରକୁ ଯାଉଛନ୍ତି। ଶାଶୂ ଘରେ ପ୍ରଥମ ଦିନ କିପରି ରହିଲା ତାହା ବଖାଣିଛନ୍ତି।କଥାଟି ଅବଶ୍ୟ ଆପଣଙ୍କୁ ଟିକିଏ ଆଶ୍ଚର୍ଯ୍ୟ ପରି ଲାଗି ପାରେ।କାରଣ ଏଲିନା କେବେ ବିବାହ କରିଲେ,କେବେ ଶାଶୂ ଘରକୁ ଗଲେ ତାହା ଆପଣ ଜାଣି ପାରିଲେନି।

କଥାଟି ହେଉଛି ଏଲିନା ନୂଆ ଫିଲ୍ମ ‘ଅରୁନ୍ଧତୀ’ ର ଏବେ ସୁଟିଂ ଚାଲିଛି।ଏହି ଫିଲ୍ମ ରେ ସେ ବୋହୂ ବେଶ ହୋଇଛନ୍ତି ଏବଂ ଏଥିରେ ତାଙ୍କର ବିବାହର ଏକ ଦୃଶ୍ୟ ମଧ୍ୟ ରହିଛି।ତେଣୁ ଯେତେବେଳେ ଏଲିନା ଏହି ବିବାହର ଫଟୋ ଓ ଭିଡ଼ିଓ କୁ ସୋସିଆଲ ମିଡ଼ିଆରେ ଅପଲୋଡ଼ କରିଥିଲେ ସେତେବେଳେ ହୋଇଚାଇ ସୃଷ୍ଟି ହୋଇଗଲା।ଏହି ଫିଲ୍ମରେ ଏଲିନା ଙ୍କ ବିପକ୍ଷରେ ଏକ ନବାଗତ ନାୟକଙ୍କୁ ନିଆ ଯାଇଛି।

ତେଣୁ ଏହି ନାୟକଙ୍କ ସହିତ ଏଲିନା ଏକ ବିବାହିତା ମହିଳା ଭଳି ନଜର ଆସୁଛନ୍ତି।ତେଣୁ ଏହି ଭିଡ଼ିଓ ଟି କୁ ଲୋକମାନେ ଏଲିନାଙ୍କ ପ୍ରକୃତ ବିବାହ ବୋଲି ଭାବିନେଇଛନ୍ତି।ଏହି ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ବେସ୍ ଭାଇରାଲ ହେବାରେ ଲାଗିଛି।ତେବେ ଅରୁନ୍ଧତୀ ଖୁବ ଶୀଘ୍ର ସିନେମା ହଲ ରେ ମୁକ୍ତିଲାଭ କରିବ ବୋଲି ଏଲିନା କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।