ଦେଖନ୍ତୁ ଭିଡ଼ିଓ ! ଟିଉସନ ସାରଙ୍କ କଳା କାରନାମା । ଛାତ୍ରୀଙ୍କୁ ଜ୍ଞାନ ବଦଳରେ ଗର୍ଭବତୀ କରାଇ ପିଲା ଦେଲେ ଟିଉସନ ସାର

ଯୁଗ ଯେତେ ଆଗକୁ ଯାଉଛି ମଣିଷ ସେତେ ତଳକୁ ଖସି ଯାଉଛି।ଆଜିର ଏହି ବିଜ୍ଞାନ ର ଯୁଗ ରେ ମଣିଷ ଜୀବନ ର ପ୍ରକୃତ ଜ୍ଞାନ କୁ ଭୁଲି ଯାଉଛି।ମଣିଷ ନିଜ ର ମଣିଷ ପଣିଆ,ମାନବିକତା କୁ ସତେ ଯେମିତି ଭୁଲି ଗଲାଣି।ଆଜିର ଏହି ପାଶ୍ଚାତ୍ୟ ସଭ୍ୟତା ଭିତରେ ମଣିଷ ନିଜର ସଂସ୍କୃତି ଓ ସଭ୍ୟତା କୁ ଭୁଲି ଯାଇଛି।

ଆଜି ମଣିଷ ନିଜର ସମ୍ପର୍କ ର ଡୋରି କୁ ମଧ୍ୟ ଭୁଲି ଯାଇଛି।ପ୍ରତି ମୁହୂର୍ତ୍ତରେ ଆମ ସାମ୍ନା କୁ ଆସୁଛି ଅନେକ ନୂଆ ନୂଆ ଘଟଣା,ଯାହା ଆଜି ର ଏହି ମଣିଷର ଅମାନୁଷିକତା କୁ ଦର୍ଶାଉଛି।ଭାରତୀୟ ସଂସ୍କୃତିରେ ଶିକ୍ଷକ ଓ ଛାତ୍ର ଛାତ୍ରୀ ର ସମ୍ପର୍କ କୁ ସବୁଠୁ ପବିତ୍ର ସମ୍ପର୍କ ବୋଲି କୁହାଯାଏ ।ଆଜି ବି” ଆମେ ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ୍ ପରମ ବ୍ରହ୍ମ ତତ୍ସମେଶ୍ରୀ ଗୁରବେ ନମଃ ” ପାର୍ଥନା କୁ ଗାଇ ଥାଉ ।

କିନ୍ତୁ ଆଜି ଆମେ ଆପଣ ଙ୍କୁ ଏମିତି ଏକ ଘଟଣା ବିଷୟ ରେ କହିବାକୁ ଯାଉଛୁ ଯେଉଁ ଘଟଣା ଶୁଣିଲେ ଆପଣ ଏହି ପର୍ଥାନା ର ମାନେ ହିଁ ବଦଳି ଯାଇଛି ବୋଲି ଲାଗିବ । ତେବେ ନିକଟରେ ଏହି ପରି ଏକ ଅପମାନ ଜନକ ଘଟଣା ଘଟିଛି ଯାହା ସୋସିଆଲ ମିଡିଆରେ ବହୁତ୍ ଭାଇରାଲ ହେବାରେ ଲାଗିଛି।ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର।

ଘଟଣା ଟି ଆସିଛି ଜଗତସିଂପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମ ରୁ । ଯେଉଁଠି ଏକ ଶିକ୍ଷଣ ଓ ଛାତ୍ରୀ ଙ୍କ କଲ୍ ରେକର୍ଡ ଭାଇରାଲ ହେବାରେ ଲାଗିଛି ଯାହା ଏହି ପବିତ୍ର ସମ୍ପର୍କ ରେ କଳା ଦାଗ ଲଗାଇ ଦେଇଛି। ଆହୁରି ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଛାତ୍ରୀ ଜଣଙ୍କ ଗର୍ଭ ରେ ଧାରଣ କରିଛି ଶିକ୍ଷକ ଙ୍କ ପିଲା କୁ ।

ଝିଅ ଟିର ନାମ ମୋନାଲିଶା ମଲ୍ଲିକ, ଯାହାଙ୍କ ବୟସ ମାତ୍ର ୧୪ ବର୍ଷ । ଆଉ ଏମିତି ଭୟଙ୍କର କାଣ୍ଡ ଘଟାଇ ଥିବା ଶିକ୍ଷକ ର ନାମ ରଞ୍ଜନ ରାଉତରାୟ ଯିଏକି ମୋନାଲିସା ର ସରଳତା ର ସୁଯୋଗ ନେଇ ତାଙ୍କ ସହିତ ଶାରିରୀକ ସମ୍ପର୍କ ରଖିଛନ୍ତି ।

ତେବେ ଶିକ୍ଷକ ଜଣଙ୍କ ଥରେ କି ଦୁଇଥର ନୁହେଁ ବାରମ୍ବାର ଛାତ୍ରୀ ସହିତ ଦୁଷ୍କର୍ମ କରିଛନ୍ତି ଏହାପରେ ସେ ଗର୍ଭବତୀ ହୋଇଛନ୍ତି ତେବେ ଘରେ ଏହି ବିଷୟ ରେ ଜାଣିଲେ ଗାଳି କରିବେ କି ମାଡ ମାରିବେ ଯୋଗୁଁ କାହାକୁ କିଛି ନକହି ସେ ଆତ୍ମହତ୍ୟା କରିବା ପାଇଁ ନଈ କୁ ଡେଇଁ ଥିଲେ କିନ୍ତୁ ସେଥିରେ ବଞ୍ଚି ଯାଇଥିଲେ ଓ ବର୍ତ୍ତମାନ ଏକ ସନ୍ତାନ ଜନ୍ମ କରିଛନ୍ତି। ତେବେ ମୋନାଲିସା ଙ୍କ ଘରେ ଏହି ବିଷୟ ରେ ଜାଣିବା ପରେ ତାଙ୍କ ମା ପୋଲିସ୍ ରେ ଅଭିଯୋଗ କରିଛନ୍ତି ।

ପୋଲିସ ଶିକ୍ଷକ କୁ ଅଟକ ରଖି ପଚରାଉଚରା କରି ବର୍ତ୍ତମାନ କୋର୍ଟ ଚାଲାଣ କରିଛନ୍ତି। ଆଜି କାଲି ସୋସିଆଲ ମିଡ଼ିଆ ଜରିଆ ରେ ଆମେ ଅନେକ ପ୍ରକାର ଭିଡିଓ ପ୍ରତିଦିନ ଭାଇରାଲ ହେବାର ଦେଖି ଥାଉ । ଅନେକ ଘଟଣାବଳୀ ର ଭିଡିଓ ପ୍ରତିଦିନ ଆମେ ଦେଖିବାକୁ ଏହି ସବୁ ଘଟଣା ବେଳେ ବେଳେ ଏତେ ଆଶ୍ଚଜ୍ୟଜନକ ହୋଇଥାଏ ଯେ ଆମେ ଏହାକୁ ବିଶ୍ୱାସ ମଧ୍ୟ କରି ପାରି ନଥାଉ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment