ଓଃ କି ଡ୍ୟାନ୍ସ ! ଭିଡ଼ିଓ ଛାଡିବା ମାତ୍ରେ ଭାଇରାଲ ହେଉଥିବା ଏହି ଶାଳୀ ଭିଣେଇ ଙ୍କ ଜବରଦସ୍ତ ଡ୍ୟାନ୍ସ ଭିଡିଓ

0

ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଶୁଣିବାକୁ ମିଳିଥାଏ। ବର୍ତ୍ତମାନର ସୋସିଆଲ ମିଡିଆ ଯୁଗରେ ବେଳେ ବେଳେ ଏଭଳି କିଛି ଭିଡିଓ ଦେଖିବା ପାଇଁ ମିଳିଥାଏ, ଯାହାକି ଦେଖିବା ମାତ୍ର ଖୁସି ଲାଗିବା ସହିତ ବହୁ ଆନନ୍ଦ ମଧ୍ୟ ଲାଗି ଥାଏ। ବର୍ତ୍ତମାନର ଛୋଟ ପିଲା ଠାରୁ ବଡ଼ ପିଲା ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ବହୁତ କିଛି କଳା ଓ ପ୍ରତିଭା ରହିଛି, ଯେ କେହି ବି ଦେଖିଲେ ଚକିତ ହୋଇଯିବେ। ସେମାନେ ଏଭଳି କିଛି ପ୍ରତିଭା ପରିବେଷଣ କରି ଥାଆନ୍ତି, ଏଥି ପାଇଁ ସେମାନେ ସବୁବେଳ ପାଇଁ ଚର୍ଚ୍ଚାରେ ରହି ଆସି ଥାଆନ୍ତି। ତେବେ ନିକଟରେ ଏଭଳି କିଛି ଦୃଶ୍ୟ ଦେଖିବା ପାଇଁ ମିଳିଛି। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ଯାହା ଆପଣ ମାନେ ଜାଣିଲେ ଚକିତ ହୋଇଯିବେ। ତାହା ହେଉଛି ଶାଳୀ ଓ ଭିଣୋଇ ଦୁଇ ଜଣ ମିଶି ଜବରଦସ୍ତ ନାଚୁ ଥିବାର ଭିଡ଼ିଓରେ ଦେଖିବା ପାଇଁ ମିଳିଛି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା;

ସୂଚନା ଅନୁସାରେ, ବର୍ତ୍ତମାନ ସମୟରେ ପିଲା ମାନଙ୍କ ଠାରୁ ଆରମ୍ଭ କରି ବଡ଼ ଲୋକ ମାନଙ୍କ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡିଆରେ ଅଙ୍ଗା ଅଙ୍ଗୀ ଭାବରେ ଜଡିତ ରହୁଛନ୍ତି। ସୋସିଆଲ ମିଡିଆରେ ଅନେକ ଜିନିଷ ମଧ୍ୟ ସେମାନେ ଶିଖିବାକୁ ପାଉଛନ୍ତି। ଆଜିକାଲି ସମସ୍ତେ ନାଚିବାର ଦେଖିବା ପାଇଁ ମିଳୁଛି। ଯଦି କେହି ନାଚ ଶିଖି ନଥାଏ, ତାହେଲେ ସେ ମଧ୍ୟ ସୋସିଆଲ ମିଡିଆରୁ ଶିଖି ନାଚିବାକୁ ଆରମ୍ଭ କରିଥାଏ। ତେବେ ନିକଟରେ ଭିଣୋଇ ଓ ଶାଳୀ ଦୁଇ ଜଣ ମିଶି ନାଚୁ ଥିବାର ଦେଖିବା ପାଇଁ ମିଳିଛି।

ତେବେ ଶାଳୀ ଜଣଙ୍କ ଶାଢ଼ୀ ପିନ୍ଧି ନିଜକୁ ଖୁବ ସୁନ୍ଦର ଭାବରେ ସଜାଇ ତାଙ୍କ ଭିଣୋଇଙ୍କ ସହିତ ଖୁବ ସୁନ୍ଦର ଭାବରେ ନାଚୁଛନ୍ତି। ସେଥିରେ ଶାଳୀ ଜଣଙ୍କ ବହୁତ ସୁନ୍ଦର ମଧ୍ୟ ଦିଶୁଛନ୍ତି। ସେ ଗୀତର ତାଳେ ତାଳେ ଓ ଗୀତକୁ ଉପଭୋଗ କରି ନାଚି ବହୁତ ଖୁସି ହୋଇ ଯାଉଛନ୍ତି। ସେମାନେ ନାଚୁ ଥିବା ସମୟରେ ନିଜ ନାଚକୁ ସେମାନେ ମୋବାଇଲରେ ରେକର୍ଡ଼ କରିଥିଲେ। ଏହା ପରେ ସେହି ଭିଡ଼ିଓକୁ ସେମାନେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ବର୍ତ୍ତମାନ ସେହି ଭିଡ଼ିଓଟି ସୋସିଆଲ ମିଡିଆରେ ଖୁବ ଜୋର ସୋର ଭାବରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି।

ତେବେ ତାଙ୍କର ଏହି ଭିଡ଼ିଓକୁ ଲୋକ ମାନେ ଦେଖି ବହୁତ ଖୁସି ହୋଇ ଯାଇଛନ୍ତି। ଲୋକ ମାନେ ମଧ୍ୟ ତାଙ୍କ ଭିଡ଼ିଓକୁ ବହୁତ ସେୟାର କରୁଛନ୍ତି। ତାଙ୍କର ସେହି ଭିଡ଼ିଓକୁ ଯେ କୌଣସି ବ୍ୟକ୍ତି ଦେଖିଲେ ବି ଖୁସି ହୋଇ ଯିବା ସହିତ ଆନନ୍ଦ ମଧ୍ୟ ହୋଇ ଯାଉଛନ୍ତି। ସେହି ଶାଳୀ ଓ ଭିଣୋଇଙ୍କୁ ବହୁତ ଲୋକ ମାନେ ପ୍ରଶଂସା ମଧ୍ୟ କରୁଛନ୍ତି। ବର୍ତ୍ତମାନ ଏହି ଭିଡ଼ିଓଟି ତାଙ୍କର ସବୁ ଠାରୁ ଚର୍ଚ୍ଚାର ବିଷୟ ପାଲଟି ଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।