ଓଃ କି ଡ୍ୟାନ୍ସ ! ଦେଖନ୍ତୁ ଭାଇରାଲ ହେଉଥିବା ଏହି School ଛାତ୍ରୀଙ୍କ ଜବରଦସ୍ତ ଡ୍ୟାନ୍ସ ଭିଡିଓ

0

ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଶୁଣିବାକୁ ମିଳିଥାଏ। ବର୍ତ୍ତମାନର ସୋସିଆଲ ମିଡିଆରେ ଯୁଗରେ ବେଳେ ବେଳେ ଏଭଳି କିଛି ଭିଡିଓ ଦେଖିବା ପାଇଁ ମିଳିଥାଏ, ଯାହାକି ଦେଖିବା ମାତ୍ର ଖୁସି ଲାଗିବା ସହିତ ବହୁ ଆନନ୍ଦ ମଧ୍ୟ ଲାଗି ଥାଏ। ବର୍ତ୍ତମାନର ପିଲା ମାନଙ୍କ ନିକଟରେ ଏଭଳି କିଛି ପ୍ରତିଭା ରହିଛି, ଯେ କେହି ବି ଦେଖିଲେ ଚକିତ ହୋଇ ଯିବେ। ସେମାନ ଏଭଳି କିଛି ପ୍ରତିଭା ପରିବେଷଣ କରି ଥାଆନ୍ତି, ଏଥି ପାଇଁ ସେମାନେ ରାତା ରାତି ଷ୍ଟାର ମଧ୍ୟ ହୋଇ ଯାଇ ଥାଆନ୍ତି। ଯାହା ଫଳରେ କି ସେମାନେ ସବୁବେଳ ପାଇଁ ଚର୍ଚ୍ଚାରେ ରହି ଥାଆନ୍ତି। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ଯାହା ଆପଣ ମାନେ ଜାଣିଲେ ଚକିତ ହୋଇ ଯିବେ। ତାହା ହେଉଛି ସ୍କୁଲ ଛାତ୍ରୀ ଜଣେ ସୁନ୍ଦର ଭାବରେ ନାଚୁ ଥିବାର ଦେଖିବାକୁ ମିଳିଛି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, ଜଣେ ସ୍କୁଲ ଛାତ୍ରୀଟି ଏଭଳି ଭାବରେ ନାଚୁଛି ଯେ, ଆପଣ ମାନେ ଦେଖିଲେ ନିଜକୁ କେବେ ହେଲେ ବି ବିଶ୍ୱାସ କରି ପାରିବେ ନାହିଁ। ସେହି ଛାତ୍ରୀ ଜଣଙ୍କ ସ୍କୁଲ ୟନିଫର୍ମ ପିନ୍ଧି ଓଡ଼ିଆ ସମ୍ବଲପୁରୀ ସଙ୍ଗୀତର ମିକ୍ସ ଗୀତରେ ନାଚୁ ଥିବାର ଦେଖିବାକୁ ମିଳିଛି। ସେହି ସ୍କୁଲ ଛାତ୍ରୀଙ୍କର ନାଚ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋର ସୋର ଭାବରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି।

ସେହି ଝିଅଟିର ନାଚ ସୋସିଆଲ ମିଡିଆରେ ଭାଇରଲ ହେବା ପରେ ଲୋକ ମାନେ ସେହି ଭିଡ଼ିଓକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯିବା ସହିତ ବହୁତ ଖୁସି ମଧ୍ୟ ହୋଇ ଯାଇଛନ୍ତି। ଏଥି ସହିତ ସେହି ନାଚକୁ ଦେଖି ଲୋକ ମାନେ ସୁନ୍ଦର ସୁନ୍ଦର କଥା ମଧ୍ୟ କହିଛନ୍ତି। ପିଲାଟିର ଏଭଳି ଭାବରେ ନାଚୁ ଥିବାର ଶୈଳୀ ଦେଖି ଲୋକ ମାନେ ତାକୁ ବହୁତ ପ୍ରଶଂସା କରିଛନ୍ତି। ସେହି ଝିଅଟି ଗୀତରେ ତାଳେ ତାଳେ ନାଚୁଛି ଓ ଏଥି ସହିତ ସେ ନାଚରେ ନିଜକୁ ହଜାଇ ଦେଇଛି।

ସେହି ଝିଅଟିର ନାଚକୁ ତାର ସାଙ୍ଗ ମାନେ ମଧ୍ୟ ଦେଖି ପସନ୍ଦ କରିବା ସହିତ ସ୍କୁଲ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ମଧ୍ୟ ବହୁତ ପସନ୍ଦ କରିଛନ୍ତି। ତାଙ୍କ ପରିବାର ଲୋକ ମାନେ ମଧ୍ୟ ଝିଅଟିର ଏଭଳି ଭାବରେ ନାଚୁ ଥିବାର ଦେଖି ଖୁସି ହୋଇ ଯାଇଛନ୍ତି। ଏହି ନାଚକୁ ଦେଖି ଲୋକ ମାନେ କହୁଛନ୍ତି ଯେ, ଝିଅଟି ଏଭଳି ସୁନ୍ଦର ଭାବରେ ନାଚି ସମସ୍ତଙ୍କ ମନ ଓ ହୃଦୟକୁ ମଧ୍ୟ ଛୁଇଁ ଯାଉଛି। ଏଥି ସହିତ ତାକୁ ବହୁତ ଭଲ ପାଇବା ମିଳିବା ସହିତ ବହୁତ ପ୍ରଶଂସା ମଧ୍ୟ ମିଳିଛି। ଏହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ସେ ବଡ଼ ହେଲେ ଆହୁରି ସୁନ୍ଦର ଭାବରେ ନାଚିବ ବୋଲି ଜଣା ଯାଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।