ଆପଣମାନେ ଅବଗତ ଯେ ବର୍ତ୍ତମାନ ସମାଜରେ ଅନ୍ୟାୟ, ଅନୀତି ଓ ଅତ୍ୟାଚାର ଭଳି ଅପରାଧିକ ଘଟଣା କିପରି ଭାବେ କାୟା ବିସ୍ତାର କରୁଛି। ପ୍ରତ୍ୟେକ ଦିନ କିଛି ନା କିଛି ଅପରାଧିକ ଘଟଣା ସମାଜରେ ଚୋରି, ଡକାୟତ, ଦୁଷ୍କମ ଓ ହତ୍ୟା ଭଳି ଘଟଣା ଦେଖିବା ପାଇଁ ମିଳୁଛି। ଏହି ସବୁ ଅପରାଧ ବ୍ୟତୀତ ପାରିବାରିକ ସମସ୍ୟା ଏକ ମୁଖ୍ୟ ସମସ୍ୟା ଭାବରେ ସମାଜରେ ଦେଖିବା ପାଇଁ ମିଳୁଛି। ତେବେ ଲୋକମାନେ ବର୍ତ୍ତମାନ ଚାପ ଆଡ଼କୁ ଧୀରେ ଧୀରେ ଗତି କରୁଛି। ଏହାକୁ କେନ୍ଦ୍ରକରି ସମାଜରେ ବିଭିନ୍ନ ପ୍ରକାର ଅପରାଧ ଘଟୁଛି। ଅପରାଧ ଏଭଳି ଭାବରେ ହେଉଛି, ପୋଲିସ ମଧ୍ୟ ଅପରାଧିକୁ ଧରିବାରେ ସକ୍ଷମ ହୋଇ ପାରୁନାହାନ୍ତି।
ତେବେ ବନ୍ଧୁଗଣ ଗତ କିଛି ଦିନ ଧରି ସାରା ଓଡ଼ିଶାରେ କେବଳ ACF ମୃତ୍ୟୁ ଘଟଣା ଚର୍ଚ୍ଚାର ବିଷୟ ସୃଷ୍ଟି କରିଥିଲା। ତେବେ ପ୍ରତ୍ୟେକ ଦିନ କିଛିନା କିଛି ତଥ୍ୟ ବିଷୟରେ ସୂଚନା ମିଳୁଛି, ସାରା ଓଡ଼ିଶା ବାସୀଙ୍କ ମନରେ କେବଳ ପ୍ରଶ୍ନ ଯେ, ACF ମୃତ୍ୟୁ ରହସ୍ୟ କେବେ ସାମ୍ନାକୁ ଆସିବ, ତେବେ ବର୍ତ୍ତମାନ ସମୟରେ DFOଙ୍କର ଏକ ଭିଡ଼ିଓ ବର୍ତ୍ତମାନ ଦେଖିବା ପାଇଁ ମିଳିଛି, ଯାହା ଆପଣ ମାନେ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ, ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;
ACF ସ୍ୱମ୍ୟରଂଜନଙ୍କ ନିଆଁରେ ପୋଡି ମୃତ୍ୟୁ ଘଟଣାକୁ, ସହଜରେ କେହି ଗ୍ରହଣ କରିପାରୁନାହାନ୍ତି, ଅନେକ ସମୟରେ ଅନେକ ପ୍ରକାର ତଥ୍ୟ ସାମ୍ନାକୁ ଆସିଛି। ACFଙ୍କ ସ୍ତ୍ରୀର ବିବାହ ପୂର୍ବରୁ ଅନ୍ୟ ପୁରୁଷ ସହିତ ସମ୍ପର୍କ ଥିଲା। ଯାହା ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ। ଏବଂ ବିବାହ ପରେ DFOଙ୍କ ସହିତ ସମ୍ପର୍କ ରହିଥିଲା। ମୃତ ସ୍ୱମ୍ୟଙ୍କ ସହିତ ତାଙ୍କର ସମ୍ପର୍କ ଭଲ ନଥିଲା। ଏପରିକି ଦିନେ, ନିଜ ହାତରେ ସଙ୍ଖା ସିନ୍ଦୁର ପୋଛି, DFO ଘରକୁ ପଳେଇ ଯାଇଥିଲା। ମୋଟ ଉପରେ କହିବା ପାଇଁ ଗଲେ ତାଙ୍କ ସ୍ୱାମୀ ପ୍ରତି ବହୁତ ଘୃଣା ଭରି ରହିଥିଲା। ଯାହା ତାଙ୍କ ନିଜ ହସ୍ତରେ ଲେଖା ଦେଖିବା ପାଇଁ ମିଳିଥିଲା। ACF ସ୍ୱମ୍ୟଙ୍କ କହିବା କଥା ପୁଅକୁ ପୂର୍ବ ଯୋଜନା ଅନୁସାରେ ମାରି ଦିଆଯାଇଛି।
ତେବେ ପୋଲିସ ଘୋଟଣାର ତଦନ୍ତ କରିଥିଲେ, ଏହା ପରେ ସୂଚନା ଦେଇଥିଲେ ଯେ ତାଙ୍କ ମରିବା ସହିତ ତାଙ୍କ ସ୍ତ୍ରୀ ଏବଂ DFOଙ୍କ ପାଖରେ କୌଣସି ମିଳିନାହିଁ। ଯାହା ବର୍ତ୍ତମାନ ପୋଲସ ପ୍ରଶାସନ ସୂଚନା ଦେଇଛନ୍ତି। ତେବେ ବର୍ତ୍ତମାନ ସମୟରେ ଏକ ଭିଡ଼ିଓ ଦେଖିବା ପାଇଁ ମିଳିଛି, ପୋଲିସ ତଦନ୍ତ ପାଇଁ ଯାଇଥିବା ସମୟରେ DFO ସହିତ ଯୁକ୍ତି ତର୍କ କରୁଥିବାର ସୂଚନା ମିଳିଛି। ଏପରି ପୋଲିସ ସେହି ଭିଡ଼ିଓରେ କହିଛନ୍ତି କି ତାଙ୍କୁ ଠେଲି ଦେଇଥିବାର ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।