ଦେଖନ୍ତୁ Viral ଭିଡ଼ିଓ : ସିଂହ ମୁହଁରେ ପର୍ଯ୍ୟଟକ, ଦୃଶ୍ୟ ଦେଖିଲେ ଆପଣଙ୍କ ହୋସ ଉଡ଼ିଯିବ…

ସୋସିଆଲ ମିଡିଆରେ ଯୁଗରେ ବର୍ତ୍ତମାନ ସମସ୍ତେ ଅଙ୍ଗାଅଙ୍ଗୀ ଭାବରେ ଜଡ଼ିତ ରହୁଛନ୍ତି। ସୋସିଆଲ ମିଡିଆରେ ବେଳେ ବେଳେ ଏଭଳି କିଛି ଦୃଶ୍ୟ ଦେଖିବା ପାଇଁ ମିଳିଥାଏ, ଯାହାକି ଦେଖିବା ମାତ୍ର ଆଶ୍ଚର୍ଯ୍ୟ ଲାଗିବା ସହିତ ବହୁତ ଭୟ ଭୀତ ମଧ୍ୟ ଲାଗିଥାଏ। ବଡ଼ ବଡ଼ ପଶୁ ଓ ଜନ୍ତୁ ମାନଙ୍କୁ ଦେଖିଲେ ଅତ୍ୟନ୍ତ ଭାବରେ ଡର ଲାଗିଥାଏ। ସେମାନେ ଅତ୍ୟନ୍ତ ଭାବରେ ମାରାତ୍ମକ ହୋଇ ଥାଆନ୍ତି। ସେମାନେ ମଣିଷଙ୍କୁ ଦେଖିବା ମାତ୍ରେ ଶିକାର କରିବା ଉଦ୍ଦେଶ୍ୟରେ ରହି ଥାଆନ୍ତି। ତେବେ ନିକଟରେ ଏଭଳି କିଛି ଦୃଶ୍ୟ ସମ୍ନାକୁ ଆସିଛି। ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକା ଆଦିରେ ଦେଖିବା ପାଇଁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଖବର ଶୁଣିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏଭଳି ଖବର ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସହିତ ବହୁତ ଭୟ ଭୀତ ଅନୁଭବ କରିବେ। ତାହା ହେଉଛି, ସିଂହ ମୁହଁରେ ଜଣେ ପର୍ଯ୍ୟଟକ ପଡି ଗଲେ ବୋଲି ଶୁଣିବା ପାଇଁ ମିଳିଛି। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ଏଭଳି ଏକ ଘଟଣା ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦ କୁଲଜିକାଲ ପାର୍କରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ଜଣେ ପର୍ଯ୍ୟଟକ କୁଲଜିକାଲ ପାର୍କରେ ବୁଲା ବୁଲି କରୁଥିଲେ। ସେହି ପାର୍କରେ ବୁଲି ସେ ବହୁତ ଖୁସି ଅନୁଭବ କରୁଥିଲେ। ସେ ବୁଲା ବୁଲି କରୁଥିବା ସମୟରେ ହଠାଥ ସେଠାରେ ଥିବା ଆଫ୍ରିକାନ ସିଂହର ଏନକ୍ଲୋସ ଭିତରକୁ ପ୍ରବେଶ କରି ଯାଇ ଥିଲେ। ତେବେ ପର୍ଯ୍ୟଟକ ସେହି ଏନକ୍ଲୋସ ଭିତରେ ଗୋଟିଏ ସିଂହକୁ ଦେଖିବାକୁ ପାଇଥିଲେ। ସେ ସିଂହକୁ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସହିତ ବହୁତ ଭୟ ଭୀତ ମଧ୍ୟ ହୋଇ ଯାଇଥିଲେ।

ତେବେ ପର୍ଯ୍ୟଟକ ସିଂହ କବଳରୁ ନିଜକୁ କେଉଁ ଭଳି ରକ୍ଷା କରିବେ, ସେହି ବିଷୟରେ ଭାବୁ ଥାଆନ୍ତି। ସେଥିପାଇଁ ସେ ଭଗବାନଙ୍କୁ ପାର୍ଥନା କରି ଏକ ଉପାୟ ଚିନ୍ତା କରିଥିଲେ। ପର୍ଯ୍ୟଟକ ନିଜ ଚତୁରତାର ସହିତ ମୁଣ୍ଡରେ ବୁଦ୍ଧି ଖଟାଇ ସେଠାରେ ଥିବା ଏକ ପଥର ଉପରକୁ ଚଢି ଯାଇ ଥିଲେ। ସିଂହଟି ପର୍ଯ୍ୟଟକଙ୍କୁ ଦେଖି ଆହାର କରିବା ଉଦ୍ଧେଶ୍ୟରେ ରହିଥାଏ। କିନ୍ତୁ ସିଂହଟି ବହୁ ସମୟ ଧରି ତଳେ ଅପେକ୍ଷା କରି ରହିଥିଲା। କିନ୍ତୁ ପର୍ଯ୍ୟଟକ ଏହା ଜାଣି ପାରି ପଥର ଉପରୁ ତଳକୁ ଓଲ୍ହାଇ ଆସି ନଥିଲେ। ବର୍ତ୍ତମାନ ଏହି ଭିଡ଼ିଓଟି ସୋସିଆଲ ମିଡିଆରେ ଖୁବ ଜୋର ସୋର ଭାବରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି। ତେବେ ବନ୍ଧୁଗଣ କଥାରେ ଅଛି ରଖେ ହରି ତ ମାରେ କିଏ, ପର୍ଯ୍ୟଟକ ଜଣଙ୍କ ଅତି ଚାଲାଖର ସହିତ ଏଭଳି କାର୍ଯ୍ୟ କରି ତକକୁ ଆସି ନଥିଲେ, ଯାହା ଫଳରେ କି ସିଂହ କବଳରୁ ନିଜକୁ ବଞ୍ଚାଇ ପାରିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment