ଦେଖନ୍ତୁ ଭାଇରାଲ ଭିଡ଼ିଓ – femous ହିରୋଇନ ନୋରା ଫତେ ଙ୍କ ରୋମାନ୍ସ ଭିଡିଓ ହେଲା ଭାଇରାଲ……

0

ବନ୍ଧୁଗଣ ଆପଣ ମାନେ ବଲିଉଡ୍ ଜଗତର ଅନେକ ଆକର୍ଷଣୀୟ ଖବର ବିଷୟରେ ପ୍ରତିଦିନ ଜାଣିବାକୁ ପାଉଥିବେ। କାରଣ ବଲିଉଡ୍ ର ଅଭିନୟ ଜଗତରେ ସବୁବେଳେ କିଛି ନା କିଛି ରହସ୍ୟ ଭରି ରହିଥାଏ ଅଭିନେତା, ଅଭିନେତ୍ରୀ ଏବଂ ଡାନ୍ସର ଏବଂ ସୀଙ୍ଗୀର ଆଦିଙ୍କୁ ନେଇ।ତେଣୁ ସିନେ ଜଗତର ତାରକା ମାନଙ୍କର ଜୀବନ ଶୈଳୀ ଟିକେ ଅଲଗା ଧରଣର।

ଆଉ ସେମାନଙ୍କୁ ନେଇ ବିଭିନ୍ନ ଢଙ୍ଗରେ ଖବର ମଧ୍ୟ ପ୍ରସାରିତ ହୋଇଥାଏ।ଅଭିନୟ କଥା ହଉ କି ପ୍ରେମ କାହାଣୀ ହେଉ କିମ୍ବା କାହାକୁ ଡେଟ୍ କରିବା ସବୁଥିରେ ଏକ ନିଆରା କାହାଣୀ ଦେଖିବାକୁ ମିଳିଥାଏ ବଲିଉଡ୍ ଇଣ୍ଡଷ୍ଟ୍ରି ରେ।

ତେଣୁ ଯେତେବେଳେ ବଲିଉଡ୍ ଇଣ୍ଡଷ୍ଟ୍ରିର କଥା ଆସେ ସେତେବେଳେ ସମସ୍ତେ ଆଗ୍ରହର ସହିତ ଏହି ସମ୍ବନ୍ଧୀୟ ଖବର କୁ ନଜର ରଖିଥାନ୍ତି। କାରଣ ଆପଣ ତ ଏହି କଥା ଜାଣିଥିବେ ଯେ କିଭଳି ଭାବରେ ସେମାନଙ୍କ ଜୀବନଶୈଳୀ କୁ ନେଇ ଅନେକ ସମୟରେ ଚର୍ଚ୍ଚା ଜୋର୍ ଧରିଥାଏ।

ସମସ୍ତ ପ୍ରକାରର ପ୍ରେମ କାହାଣୀ ହେଉ କି ଅଭିନୟ ଓ ସୁନ୍ଦରତା ର କଥା ହେଉ,ଏଠାରେ ପ୍ରତିଟି କଥା କିଛି ନିଆରା ଢଙ୍ଗ ରେ ଦେଖିବାକୁ ଓ ଶୁଣିବାକୁ ମିଳେ। ସେହିଭଳି ଆମେ ଆଜି ଆପଣଙ୍କୁ କହୁଛୁ ବଲିଉଡ୍ ର ଜଣେ ପ୍ରତିଷ୍ଠିତ ଡାନ୍ସର ନୋରା ଫତେହି ଙ୍କ ସହ ଘଟିଥବା ଘଟଣା ବିଷୟରେ ଯାହା ବହୁତ୍ ଚର୍ଚ୍ଚା ହେବାରେ ଲାଗିଥିଲା।

କୋରିୟଗ୍ରାଫର୍ ଟେରେନ୍ସ ଲୁଇସ ଙ୍କ ବିଷୟରେ ଆପଣ ଜାଣିଥିବେ ଏବଂ ତାଙ୍କ ସହିତ ନୋରା ଫତେହିଙ୍କ ଯୋଡି ଖୁବ୍ ଆକର୍ଷଣୀୟ ଲାଗିଥାଏ ଦର୍ଶକ ମାନଙ୍କୁ। ଯେଉଁଥି ପାଇଁ ସେମାନଙ୍କ ପ୍ରତି ଦର୍ଶକ ମାନଙ୍କର ଏକ ଭିନ୍ନ କ୍ରେଜ୍ ରହିଥାଏ।ତେବେ ଏବେ ସେମାନେ ଚର୍ଚ୍ଚାର ପରିସରକୁ ଆସିବାର କାରଣ ହେଉଛି ଏକ ଭିଡିଓ କ୍ଲିପ୍।

ଯେଉଁଥିରେ ଟେରେନ୍ସ ନୋରା ଙ୍କ ସହ ଡାନ୍ସ କରୁଥିବା ସମୟରେ ଭିନ୍ନ ଭାବରେ ତାଙ୍କୁ ଛୁଇଁ ଛନ୍ତି ଯାହାକୁ ନେଇ ତାଙ୍କୁ ଅନେକ କମେଣ୍ଟ ଏବଂ ଟ୍ରୋଲ ମଧ୍ୟ କରିଛନ୍ତି।ଏହାପରେ ପୁଣି କିଛିଦିନ ପରେ ସେମାନଙ୍କ ଅନ୍ୟ ଏକ ଭିଡିଓ ସାମ୍ନାକୁ ଆସିଥିଲା ଯାହା ଏକ ଷ୍ଟେଜ ଶୋ ଥିଲା।

ଏଥିରେ ଯେତେବେଳେ ଟେରେନ୍ସ ଲୁଇସ୍ ଦର୍ଶକଙ୍କୁ ଅଭିବାଦନ ଜଣାଉ ଥିଲେ ସେତେବେଳେ ସେ ନୋରା ଫତେହି ଙ୍କ ପଛ ପାର୍ଶ୍ୱକୁ ଆପତ୍ତିଜନକ ଭାବରେ ସ୍ପର୍ଶ କରିଥିବାର ଦେଖିବାକୁ ମିଳିଥିଲା। ଯାହାକୁ ନେଇ ଅନେକ କମେଣ୍ଟ ଦେଖିବାକୁ ମିଳିଥିଲା ଏବଂ ଏହାକୁ ନେଇ ଟେରେନ୍ସ ଲୁଇସ୍ ଙ୍କୁ ପୁଣି ଟ୍ରଲ କରିଥିଲେ କିଛି ସୋସିଆଲ ମିଡ଼ିଆ ବ୍ୟବହାରକାରୀ ।

ପରେ ନୋରା ଏହି ଟ୍ରଲର ମାନଙ୍କୁ ସମାଲୋଚନା କରିଥିଲେ ଏବଂ ଟେରେନ୍ସ ଲୁଇସ ଏହାକୁ ଏକ ମୋର୍ଫେର୍ଡ ଭିଡିଓ ବୋଲି କହିଥିଲେ। ସେମାନଙ୍କ ଭିତରେ ଏକ ଭଲ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଅଛି ବୋଲି ଉଭୟ କହିଥିଲେ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।