ଓଲିଉଡ଼ ଇଣ୍ଡଷ୍ଟ୍ରିର କଳା ଗୁମର ଖୋଲିଦେଲେ ଅଭିନେତା ଅର୍ପଣ… ଏ ନେଇ କଣ କହିଲେ, ଦେଖନ୍ତୁ Video

ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆ ଦିନକୁ ଦିନ ବହୁତ ଆଗକୁ ଯିବାକୁ ଲାଗିଛି | ତେବେ ଆଜି କାଲି ଗୋଟିଏ କଥା ବେଶ ଭାଇରାଲ ହେବାରେ ଲାଗିଛି ତାହା ହେଉଛି କି ଅଲିଉଡ ସବୁବେଳେ କପି କରୁଛି | ଆଉ ଯାହା ପାଇଁ ଲୋକ ମାନଙ୍କର ଓଡ଼ିଆ ଫ୍ଲିମ ପ୍ରତି ଥିବା ଭଲ ପାଇବା ଦିନକୁ ଦିନ କମିବାରେ ଲାଗିଛି | ତେବେ ସେହି ଓଡ଼ିଆ ଫ୍ଲିମ ବିଷୟରେ କିଛି କହିବାକୁ ଲାଗିଛନ୍ତି ଓଲିଉଡ଼ ଇଣ୍ଡୋଷ୍ଟ୍ରି ର ଜଣେ ବେଶ ଜଣା ଶୁଣା କଳାକାର ସମସ୍ତ ଙ୍କର ପ୍ରିୟ ଏକ୍ଟର ଅର୍ପଣ | ତାହା ବ୍ୟତିତ ତାଙ୍କର ବ୍ୟକ୍ତିଗତ କଥା ମଧ୍ୟ କିଛି କହିଛନ୍ତି ସେ | ତାହେଲେ ଆସନ୍ତି ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା କଣ ସବୁ କହିଛନ୍ତି ଅର୍ପଣ ଅଲିଉଡ ଇଣ୍ଡୋଷ୍ଟ୍ରି ବିଷୟରେ ତାହା ଉପରେ ଟିକିଏ ନଜର ପକାଇବା |

ତେବେ ଅର୍ପଣ ଙ୍କର କହିବା କଥା କି ପିଲା ଦିନରୁ ତାଙ୍କର ଗୋଟିଏ ଇଛା ଥିଲା କି ସେ ଗୋଟିଏ ଏକ୍ଟର ହେବେ ବୋଲି ଆଉ ସେହି ଇଛା କୁ ପୂରଣ କରିବା ପାଇଁ ତାଙ୍କର ପାଠ ମଧ୍ୟ ବ୍ୟାଘାତ ସୃଷ୍ଟି ହୋଇଥିଲା | ଆଉ ଯେଉଁଥିପାଇଁ କୁହାଯାଉଛି କି ଅର୍ପଣ 2013 ରେ ତାଙ୍କର ଇଞ୍ଜିନିଅର ପଡୁଥିବା ସମୟରେ ଏହି ଅଭିନୟ ପାଇଁ ତାଙ୍କର ପରୀକ୍ଷା ରେ ଖରାପ ଆସିଥିଲା ବୋଲି ମଧ୍ୟ ପ୍ରକାଶ କରିକି କହିଛନ୍ତି ସେ | ତେବେ ତାଙ୍କର ଅଭିନୟ ପାଇଁ ଏତେ ଇଛା ଥିଲା କି ସେ ତାହା ପାଇଁ କିଛି ବି କରିବା ପାଇଁ ପ୍ରସ୍ତୁତ ଥିଲେ |

ଆଉ ତାଙ୍କୁ ଅଭିନୟ ପାଇଁ ଥରେ ଅଫର ଆସିଥିଲା ତାହା ହେଉଛି ଗୋଟିଏ ମ୍ୟୁଜିକାଲ ଭିଡିଓ ଆଉ ଯେଉଁଠି ଜଣେ ହିରୋ ଙ୍କୁ ବାଦ କରିବା ପରେ ତାଙ୍କୁ ସୁଯୋଗ ମିଳିଥିଲା | ଆଉ ସେତେବେଳେ ଇୟୁଟୁବ ର ସୁବିଧା ନ ଥିଲା ଆଉ ସେଥିପାଇଁ ତାଙ୍କର ମ୍ୟୁଜିକାଲ ଭିଡିଓ କୁ ଫେସବୁକ ରେ ଛାଡ଼ିବା ଫଳରେ ବହୁତ ଲାଇକ ଆସିଥିଲା ଆଉ ଯାହାକୁ ଦର୍ଶକ ମାନେ ପସନ୍ଦ କିରିଥିଲେ | ଆଉ ତାହା ଫଳରେ ଗଣେଶ ସାର ଙ୍କ ଦ୍ୱାରା ତାଙ୍କର ଦ୍ଵିତୀୟ ମ୍ୟୁଜିକାଲ ଭିଡ଼ିଓ ର ଅଫର ଆସିଥିଲା | ତେବେ ତାହା ପରେ ସେ କ୍ରୀଷ୍ଣା ଗୋବିନ୍ଦ ଫ୍ଲିମ ମଧ୍ୟ କକରିଥିଲେ |

ତେବେ ଯେହେତୁ ସେ ବିଜନେସ କରନ୍ତି ଆଉ ଏକ୍ଟିଂ ତାଙ୍କର ଇଚ୍ଛା ତେଣୁ ଦୁଇଟାକୁ ମେନେଜ କରିବା କଥା କହିଛନ୍ତି | ଆଉ ଆହୁରି ମଧ୍ୟ କହିଛନ୍ତି କି ଆମ ଓଡ଼ିଆ ଇଣ୍ଡୋଷ୍ଟ୍ରି ତଳକୁ ଯିବା ପଛର କାରଣ ହେଉଛି କି ଆଜି କାଲି କପି ତ ହେଉଛି କିନ୍ତୁ ପ୍ରଡୁସର ମାନଙ୍କର ଟେକ୍ନିକ ର କମି ରହିଛି | ଏହା ବ୍ୟତୀତ ଟଙ୍କା ଦେଇ ଫ୍ଲିମ ଯାଉଛନ୍ତି ଯେଉଁ ମାନଙ୍କର କି ଟେଲେଣ୍ଟ ନାହିଁ | ରିଲେଟିଭ ବାପା ଭାଇ କେହି ପ୍ରଡୁସର ଥିଲେ ଫ୍ଲିମ ରେ ସେମାନେ କାମ କରିବାର ସୁଯୋଗ ପାଉଛନ୍ତି ଯାହା ଫଳରେ ଏମିତି ହେଉଛି ବୋଲି କହିଛନ୍ତି ଅର୍ପଣ | ଯାହା ଏବେ ଭାଇରାଲ ହେବାକୁ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment