ଦେଖନ୍ତୁ ଭାଇରାଲ ଭିଡ଼ିଓ – ଛିଃ ଛିଃ ଲଜ୍ୟା ! କଲେଜ ରେ ଏଭଳି କାମ କରି ଧରା ପଡିଲେ କଲେଜ ଛାତ୍ରୀ, ଭିଡ଼ିଓ ହେଲା ଭାଇରାଲ…

0

ମଣିଷ ଧୀରେ ଧୀରେ ତାର ଭଦ୍ରାମି ଏବଂ ସଭ୍ୟତା କୁ ଭୁଲି ଅସଭ୍ୟ ଆଚରଣ କରିବାକୁ ଲାଗିଲାଣି। ଆଜିକାଲି ଆମେ ବିଭିନ୍ନ ସମୟରେ ଅନେକ କିଛି ଭିଡିଓ ଭାଇରାଲ ହେଉ ଥିବାର ଦେଖିବାକୁ ପାଇଥାଉ ଏବଂ ତା ମଧ୍ୟରୁ ଏମିତି କିଛି ଭିଡିଓ ରହିଥାଏ ଯାହା ବହୁତ୍ ସମ୍ବେଦନଶିଲ ଅଟେ ଏବଂ ଆମକୁ ବିଚଳିତ କରି ଦେଇଥାଏ।ପ୍ରତି ମୁହୂର୍ତ୍ତରେ ସାମ୍ନା କୁ ଆସୁଛି ଅନେକ ନୂଆ ନୂଆ ଘଟଣା। ବେଳେବେଳେ ଏମିତି ଅଜିବ ଘଟଣା ସବୁ ଆମ ସାମ୍ନା କୁ ଆସିଥାଏ ତାହା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଦୁନିଆରେ ମାନସିକତା, ମାନବିକତା, ଭାବ ପ୍ରବଣତା, ସଂସ୍କାର ଏବଂ ସମ୍ପର୍କର ମୂଲ୍ୟବୋଧ ର ଗୁରୁତ୍ଵ କେତେ ମାତ୍ରାରେ ରହିଛି।

ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ। ବହୁତ୍ ଏହି ଭଳି ଘଟଣା ଅଛି ଯାହାକୁ ଆମେ ଯଦି ଭଲ ଭାବରେ ଅନୁଧ୍ୟାନ କରିବା ତେବେ ଜାଣି ପାରିବା ସମାଜ ର ଲୋକମାନେ ବିଶେଷ କରି ଆଜିର ଯୁବ ପିଢ଼ି କେତେ ନିମ୍ନ ସ୍ତରକୁ ଗଲେଣି। ବେଳେବେଳେ ଆମେ ଏଥିପାଇଁ ଅନେକ ସ୍ତରରେ ଅପଦସ୍ତ ମଧ୍ୟ ହୋଇଥାଉ।

ଆଜିକାଲି ଅନେକ ଯୁବପିଢି ପଥଭ୍ରଷ୍ଟ୍ ହୋଇ ଅନେକ ଅସାମାଜିକ କାର୍ଯ୍ୟ କଲାପ ଆଦି କରୁଥିବାର ଦେଖିବାକୁ ମିଳୁଛି। ଯାହା ସାଧାରଣରେ ଚର୍ଚ୍ଚାର ପରିସରକୁ ମଧ୍ୟ ଆସୁଛି।ତେବେ ଅଳ୍ପ ବୟସରୁ ଯୁବକ ଯୁବତୀ ମାନଙ୍କ ର ଏହିଭଳି ଦୌରାତ୍ମ୍ୟ ପଛରେ କାରଣ ହେଉଛି ସେମାନଙ୍କ ର ବେପରୁଆ ଜୀବନ ଧାରଣ ପ୍ରକ୍ରିୟା ଏବଂ କୁସଙ୍ଗ ସହିତ ମିଶିବା।

ଅଳ୍ପ ବୟସରୁ ଏମାନେ ଅନେକ ଖରାପ୍ ଜିନିଷ ର ସେବନ କରି ଏମାନେ ସମୟ ସମୟରେ ସେମାନଙ୍କର ମାନସିକ ଭାରସାମ୍ୟ ହରାଇ ଏମିତି କିଛି କାଣ୍ଡ ଘଟାଉଛନ୍ତି ଯାହା ସମାଜରେ ସେମାନଙ୍କୁ ଲଜ୍ଜିତ କରିବା ସହିତ ସେମାନଙ୍କ ଅଭିଭାବକ ମାନଙ୍କୁ ବି ଅପମାନିତ କରୁଛି। ଏଥିପ୍ରତି ଟିକେ ହେଲେ ଏମାନଙ୍କର ଦୃଷ୍ଟି ନାହିଁ।ସେହିଭଳି ଏକ ଘଟଣା ଘଟିଛି ନିକଟରେ ଏକ କଲେଜ୍ ରେ।

ଏଠାରେ କଲେଜ୍ ପଢୁଆ ଛାତ୍ର ଛାତ୍ରୀ ମାନଙ୍କର ଅପ୍ରୀତିକର କାର୍ଯ୍ୟର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ଆପଣ ଙ୍କ ମୁଣ୍ଡ ମଧ୍ୟ ତଳକୁ ନଇଁ ଯିବ। ଏଠାରେ ଯାହା ଦେଖିବାକୁ ମିଳିଛି ଏକ କଲେଜ୍ ଭିତରେ କ୍ଲାସ୍ ରୁମ୍ ରେ ଛାତ୍ରୀ ମାନେ ମଦ ପିଉଛନ୍ତି।

ଆଉ ସେମାନଙ୍କର ଏହି କାରନାମା ସମୟର ଦୃଶ୍ୟ କୁ କେହି ଜଣେ କ୍ୟାମେରା ରେ ରେକର୍ଡ କରିଛନ୍ତି।ପରେ ଏହି ଘଟଣା ଟି ସୋସିଆଲ ମିଡ଼ିଆ ରେ ଭାଇରାଲ ହେବା ପରେ କଲେଜ କର୍ତ୍ତୁପକ୍ଷ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।ତେବେ ଶିକ୍ଷାନୁଷ୍ଠାନ ଭିତରେ ଏଭଳି କାର୍ଯ୍ୟ କରିବା ଯେ କେତେ ଗ୍ରହଣୀୟ ତାହାକୁ ଥରେ ଯୁବପିଢି ଭାବିବା ଦରକାର୍।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।