ହଁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଅନେକ ଭିଡ଼ିଓ ମଧ୍ୟରୁ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା ହେଉଛି ଅଲିଉଡ ର ଜଣେ ବେଶ ଫେମସ ଜଣା ଶୁଣା ଏକ୍ଟର ସ୍ୱରାଜ ବାରିକ ଙ୍କ ବିଷୟରେ | ତେବେ ପିଲା ଟି ଦିନ ରୁ ନିଜର ଅଭିନୟ ର ଯାଦୁ ରେ ଦର୍ଶକ ମାନଙ୍କର ମନକୁ କିଣି ନେଇଥିବା ସ୍ୱରାଜ ବାରିକ ଙ୍କ ବିଷୟରେ କିଏ ନ ଜାଣିଛି | ତେବେ ସ୍ୱରାଜ ବାରିକ ନିଜର ଅଭିନୟ ମାଧ୍ୟମରେ ଛୋଟ ବେଳରୁ କୁନି କଳାକାର ହିସାବରେ ଅଲିଉଡ ରେ ତାଙ୍କର ପାଦ ରଖିଥିଲେ ଆଉ ତାହା ପରଠୁ ଆଗକୁ ମାଡ଼ି ଚାଲିଥିଲେ ତାଙ୍କର ଅଭିନୟ କେରିୟର କୁ ନେଇକି | ତେବେ ସେହି ଏକ୍ଟର ସ୍ୱରାଜ ବାରିକ ଙ୍କର ଲାଇଫ ଷ୍ଟାଇଲ ଓ ଏକ୍ଟିଂ କ୍ୟାରିୟର ଵିଷୟରେ ଆସନ୍ତୁ ଜାଣିବା |
କୁହାଯାଏ କି ଅନେକ କଳାକାର ଅଛନ୍ତି ଆମ ଅଲିଉଡ ଫ୍ଲିମ ଇଣ୍ଡୋଷ୍ଟ୍ରି ରେ କିନ୍ତୁ ସେମାନଙ୍କ ଭିତରୁ ସ୍ୱରାଜ ବାରିକ ଟିକିଏ ଅଲଗା ଅଟନ୍ତି | ଆଉ ଯିଏ କି ଶିଶୁ କଳାକାର ଭାବରେ ତାଙ୍କର ଅଭିନୟ ଦୁନିଆ କୁ ଆରମ୍ଭ କରିଥିଲେ ଆଉ ଦର୍ଶକ ମାନଙ୍କ ପାଖରୁ ଭଲ ପାଇବା ଆଉ ତାହା ସହିତ ଅନେକ ପ୍ରସଂଶା ମଧ୍ୟ ସାଉଁଟିଥିଲେ ସ୍ୱରାଜ | ଆଉ ଏବେ ବଡ଼ ହୋଇ ମଧ୍ୟ ଅନେକ ଓଡ଼ିଆ ଫ୍ଲିମ ରେ ତାଙ୍କର ଅଭିନୟ ର ଝଲକ ଦେଖାଇ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ସ୍ୱରାଜ ବୋଲି କୁହାଯାଉଛି |
ସ୍ୱରାଜ ବାରିକ ଙ୍କର ଜନ୍ମ ଆଉ ଫେମିଲି :-ଯାହା କୁହାଯାଉଛି କି ସ୍ୱରାଜ ବାରିକ ଙ୍କର ଡାକ ନାଁ ହେଉଛି ଯୁମୁଲ | ତେବେ ସ୍ୱରାଜ ବାରିକ 24 ଜାନୁଆରୀ 1997 ରେ ଜନ୍ମ ହୋଇଥିଲେ ବୋଲି କୁହାଯାଉଛି |ଆଉ ତାଙ୍କର ଘର ବାରିପଦା ରେ କିନ୍ତୁ ଭୁବନେଶ୍ୱର ରେ ମଧ୍ୟ ତାଙ୍କର ଘର ରହିଛି ଆଉ ସେଠାରେ ସେ ଏବେ ରହୁଛନ୍ତି ତାଙ୍କର ଫେମିଲି ଙ୍କ ସହିତ |ତାହା ଛଡା ସ୍ୱରାଜ ଙ୍କର ହାଇଟ 5 ଫୁଟ 7 ଇଞ୍ଚ ହୋଇଥିବା ବେଳେ ତାଙ୍କର ୱେଟ 62 ବୋଲି କୁହାଯାଉଛି | ତେବେ ସ୍ୱରାଜ ତାଙ୍କର ସ୍କୁଲ ଲାଇଫ mkg ସ୍କୁଲ ରେ କଟାଇଥିବା ବେଳେ ତାଙ୍କର କଲେଜ ଲାଇକ mpc କଲେଜ ରେ ବୋଲି କୁହାଯାଉଛି |
ତେବେ ତାଙ୍କର ପିଲା ଦିନରୁ ଅଭିନୟ ପ୍ରତି ପ୍ରବଳ ଇଚ୍ଛା ଥିଲା ଆଉ ଯେଉଁଥିପାଇଁ 2007 ମସିହାରେ ସେ ଶିଶୁ କଳାକାର ଭାବେ ପାଗଳ ପ୍ରେମୀ ଫ୍ଲିମ ରେ ଅଭିନୟ କରିଥିଲେ ଆଉ ତାହା ପରେ ଶିଶୁ କଳାକାର ଭାବରେ ଅନେକ ଫ୍ଲିମ ରେ କାମ କରିବା ପରେ 2017 ରେ ସେ ତୁ ମୋ ଲଭ ଷ୍ଟୋରି ଫ୍ଲିମ କରିଥିଲେ | ଆଉ ସେ ଦର୍ଶକ ମାନଙ୍କର ପ୍ରିୟ ମଧ୍ୟ ହୋଇ ପାରିଥିଲେ, ସେ ଷ୍ଟେଟ ଫ୍ଲିମ ଆୱାର୍ଡ ମଧ୍ୟ ପାଇଛନ୍ତି |
ତେବେ ଏହା ଥିଲା ସ୍ୱରାଜ ବାରିକ ଙ୍କ ବିଷୟରେ କିଛି ସୂଚନା |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।