ତୁଳା ରାଶି ( Tula RASHI ) ବାର୍ଷିକ ରାଶିଫଳ 2023 ଉଭୟ ପୁରୁଷ ଏବଂ ମହିଳା ନିଶ୍ଚୟ ଦେଖନ୍ତୁ….

ବନ୍ଧୁଗଣ ଆପଣ ଜାଣିଥିବେ ନିଶ୍ଚିତ ଯେ ଏହି ଦୁନିଆରେ ପ୍ରତ୍ୟେକ ବ୍ୟକ୍ତି ରାଶି ନେଇ ଜନ୍ମ ହୋଇଥାନ୍ତି, ରାଶି ଅନୁଯାଇ ସେହି ସମସ୍ତ ବ୍ୟକ୍ତିଙ୍କ ଭାଗ୍ୟ ବିଷୟରେ ସମସ୍ତ କଥା ଜାଣିହୁଏ |ଆମ ରାଶି ଚକ୍ରର ବାର ଗୋଟି ରାଶି ଉପରେ ଆମର ଗ୍ରହ ନକ୍ଷତ୍ର ମାନଙ୍କ ପ୍ରଭାବ ପଡିଥାଏ, ଯାହା ଦ୍ଵାରା ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ସୁଖ ଦୁଃଖ ଲାଗି ରହିଥାଏ |ମୁଁ ଆଜି ଆପଣକୁ ଆପଣଙ୍କ ରାଶି ଚକ୍ର ମୁଖ୍ୟ ରାଶି ତୁଳା ରାଶିର ବ୍ୟକ୍ତିମାନଙ୍କ ବିଷୟରେ କହିବି |ଏହି ତୁଳା ରାଶିର ବ୍ୟକ୍ତିମାନଙ୍କ ଉପରେ ଏହି ମାସର ଗ୍ରହ ମାନଙ୍କ ପ୍ରଭାବ କିପରି ରହିଛି ତାହା ସହିତ ଏମାନଙ୍କ ଜୀବନରେ କଣ ପରିବର୍ତନ ଆସିବାକୁ ଯାଉଛି ସେ ବିଷୟରେ ସମ୍ପୂର୍ଣ କଥା ଜାଣିବା |

ଏହି ମାସରେ ତୁଳା ରାଶିର ବ୍ୟକ୍ତିମାନେ ସାମାନ୍ୟ ଶାରୀରିକ ପୀଡା ଅନୁଭବ କରିପାରନ୍ତି ତାହା ସହିତ ଏହି ରାଶିର ବ୍ୟକ୍ତିମାନେ ଏହି ସମୟରେ କୌଣସି ଏକ ନୂଆ ସ୍ଥାନକୁ ବୁଲିବାକୁ ଯାଇ ବହୁତ ଖୁସି ହେବେ |ଏହି ରାଶିର ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଜିର ସମୟ ବହୁତ ଶୁଭ ହୋଇଥାଏ, ଯେଉଁମାନଙ୍କର ନିଜର ପଠା ଓ ପରୀକ୍ଷାର ଫଳକୁ ନେଇ ବହୁତ ଚିନ୍ତାରେ ଥାନ୍ତି ସେମାନେ ସବୁ କ୍ଷେତ୍ରରେ ସଫଳତା ନିଶ୍ଚିତ ପାଇବେ |ବିଦ୍ୟାର୍ଥୀମାନଙ୍କୁ ନିଜର ଲକ୍ଷ୍ୟ ପୂରଣ ପାଇଁ ଏହି ସମୟ ବହୁତ ଭଲ ହୋଇଥାଏ |

ଏହି ସମୟରେ ଆପଣଙ୍କ ପାରିବାରିକ ଜୀବନ ସହିତ ଆପଣଙ୍କ ଦାମ୍ପତ୍ୟ ଜୀବନ ମଧ୍ୟ ବହୁତ ଭଲ ରହିବ, ସ୍ୱାମୀ ସ୍ତ୍ରୀ ମାନଙ୍କ ମଧ୍ୟରେ ଭୁଲ ବୁଝାମାନଙ୍କୁ ନେଇ ମତାନ୍ତର ଦେଖା ଯାଇପାରେ |ମାତ୍ର ଉଭୟ ଦମ୍ପତି ଅଧିକ ସମୟ ଅଭିମାନ କରିବେ ନାହଁ,ଏହା ସହିତ ଆପଣଙ୍କ ପ୍ରେମିକାଙ୍କ ଶରୀର ଏହି ସମୟରେ ସାମାନ୍ୟ ଅସୁସ୍ଥ ହେବାର ଦେଖା ଦେଇପାରେ |ଆପଣଙ୍କ ଯଦି ଏହି ସମୟରେ କୌଣସି ବେପାର କିମ୍ବା କିଛି ନୂଆ କାର୍ଯ୍ୟ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଏହି ମାସଟି ବହୁତ ଶୁଭ ହୋଇଥାଏ, ଏହି ସମୟରେ ଆପଣଙ୍କ ସମସ୍ତ କାର୍ଯ୍ୟ ଆରମ୍ଭ କଲେ ସେଥିରେ ଆପଣ ନିଶ୍ଚୟ ଉନ୍ନତି କରିବେ |

ଏହି ରାଶିର ବ୍ୟକ୍ତିମାନେ ଅଳସୁଆ ପ୍ରକୃତିର ହୋଇଥାନ୍ତି ତେଣୁ ଆପଣ ଯଦି ଏହି ସମୟରେ ନିଜର ଅଳସୁଆ ପଣ ଛାଡି ଯଦି ନିଜର ଲକ୍ଷ୍ୟ ପଥରେ ଆଗେଇ ଯିବେ ତେବେ ସେଥିରେ ଆପଣ ନିଶ୍ଚିତ ସଫଳତା ପାଇବେ |ଚାକିରୀ କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ପ୍ରୋମସନ ହେବା ସହିତ ବହୁତ ଦିନରୁ ଚାକିରୀ ଅପେକ୍ଷାରେ ରହିଥିବା ବ୍ୟକ୍ତି ନିଶ୍ଚୟ ଚାକିରୀ ପାଇବେ |ଏହି ସମୟରେ ଏହି ରାଶିର ବ୍ୟକ୍ତିମାନେ ବହୁତ ଖୁସିରେ ରହିବା ସହିତ ନିଜର ପରିବାର ଲୋକଙ୍କୁ ମଧ୍ୟ ଖୁସିରେ ରଖିବେ |

ଆପଣ ବର୍ତମାନ ସମୟରେ କାହା ସହିତ ଝଗଡା କିମ୍ବା ଶତ୍ରୁତା କରନ୍ତୁ ନାହିଁ ଯାହାକି ଆପଣଙ୍କ ପାଇଁ ଆଦୌ ଭଲ ହୋଇନଥାଏ, ଏହିସବୁ ଠାରୁ ଆପଣ ସର୍ବଦା ଦୁରେଇ ରୁହନ୍ତୁ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment