ଓଡ଼ିଶାର ଚୁଲବୁଲି ହିରୋଇନ Archita Sahu ଙ୍କର ଏମିତି କିଛି ଫୋଟୋ, ଆଗରୁ ଦେଖି ନଥିବେ..

ହଁ ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ କି ଅନେକ ସମୟରେ ସୋସିଆଲ ମିଡ଼ିଆରେ ଅଭିନେତା ଆଉ ଅଭିନେତ୍ରୀ ମାନଙ୍କୁ ନେଇକି ଅନେକ କିଛି କଥା ଭାଇରାଲ ହେଉଥିବାର ଆପଣ ମାନେ ଶୁଣିବାକୁ ପାଉଥିବେ ଭାଇରାଲ ହେଉଥିବାର |ତେବେ ଆଜି ଆମେ ଯାହାଙ୍କ ବିଷୟରେ ଆଲୋଚନା କରିବା ପାଇଁ ଯାଉଛି ତାଙ୍କର ଲାଇଫ ଷ୍ଟାଇଲ ସହିତ ବାୟଗ୍ରାଫି ବିଷୟରେ ମଧ୍ୟ ଜାଣିବାକୁ ଚାହୁଁଛୁ ସେ ହେଉଛନ୍ତି ଅଲିଉଡ ର ମଷ୍ଟ ଟେଲେଣ୍ଟେଡ ଚୁଲବୁଲି ନାୟିକା ଅର୍ଚ୍ଚିତା ସାହୁ ଙ୍କ ବିଷୟରେ | ଆଉ ଯେଉଁଠି ଓଡ଼ିଆ ଫ୍ଲିମ ଇଣ୍ଡୋଷ୍ଟ୍ରି ରେ ନିଜର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ଅର୍ଚ୍ଚିତା | ଆସନ୍ତୁ ତାହେଲେ ବନ୍ଧୁଗଣ ସେହି ଅର୍ଚ୍ଚିତା ସାହୁ ଙ୍କ ବିଷୟରେ ଅଧିକ ଜାଣିବା |

କୁହାଯାଉଛି କି ଅଲିଉଡ ଇଣ୍ଡୋଷ୍ଟ୍ରି ରେ ବହୁତ ଦିନରୁ କାମ କରିଛନ୍ତି ଅର୍ଚ୍ଚିତା | ଆଉ ତାଙ୍କର ଅଭିନୟ କୁ ଓଡିଶା ର ସମସ୍ତେ ବେଶ ପସନ୍ଦ କରିବା ସହିତ ଭଲ ପାଇବା ମଧ୍ୟ ଦେଇଥାନ୍ତି ବୋଲି କୁହାଯାଉଛି | ଓଡିଶା ର ଘରେ ଘରେ ପ୍ରତେକ ଙ୍କ ହୃଦୟରେ ଘର କରିଛନ୍ତି ସେହି ଚୁଲବୁଲି ନାୟିକା ଅର୍ଚ୍ଚିତା | ଆଉ ତାହା ସହିତ ଡାନ୍ସ ହେଉ ଵା ଅଭିନୟ ସବୁ ରେ ସେ ଉପରେ ରହି ଦର୍ଶକ ମାନଙ୍କର ଭଲ ପାଇବା ମଧ୍ୟ ସାଉଁଟିଛନ୍ତି ଅର୍ଚ୍ଚିତା ସାହୁ |

ଅର୍ଚ୍ଚିତା ଙ୍କର ଜନ୍ମ ସ୍ଥାନ ଆଉ ଜନ୍ମ ତାରିଖ :-କୁହାଯାଉଛି କି ଅର୍ଚିତା ଙ୍କର ପୁରା ନାମ ହେଉଛି ଅର୍ଚ୍ଚିତା ସାହୁ | ସେ 29 ଜୁନ 1990 ମସିହା ରେ ଜନ୍ମ ଗ୍ରହଣ କରିଥିଲେ,ଭୁବନେଶ୍ୱର ରେ ହୋଇଥିଲା ଆଉ ବର୍ତ୍ତମାନ ତାଙ୍କର ବୟସ ହେଉଛି 33 ବର୍ଷ |

ଅର୍ଚ୍ଚିତା ଙ୍କର ଶାରୀରିକ ଗଠନ :-ଯାହା କୁହାଯାଉଛି କି ଅଲିଉଡ ଏକ୍ଟର ଅର୍ଚ୍ଚିତା ଙ୍କର ଉଚ୍ଚତା ହେଉଛି 5 ଫୁଟ 4 ଇଞ୍ଚ ଆଉ ତାହା ସହିତ ଅର୍ଚ୍ଚିତା ଙ୍କର ଓଜନ ହେଉଛି 54 କିଲୋଗ୍ରାମ ବୋଲି କୁହାଯାଉଛି | ତାହା ସହିତ ଅର୍ଚ୍ଚିତା ଙ୍କର ଆଖି ଓ ଛୁଟି ର ରଙ୍ଗ କଳା ଅଟେ |

ଶିକ୍ଷାଗତ ଯୋଗ୍ୟତା :-ଅର୍ଚ୍ଚିତା ଜଣେ ଭାରତୀୟ ଓ ହିନ୍ଦୁ ଧର୍ମ ସମ୍ପ୍ରଦାୟ ର ଅଟନ୍ତି | ତେବେ ଅର୍ଚ୍ଚିତା ଭୁବନେଶ୍ୱର ର କିଟ ଇନଭୋର ସିଟି ରୁ ବିଟେକ କମ୍ପ୍ଲିଟ କରିଛନ୍ତି,ତାହା ସହିତ ଭୁବନେଶ୍ୱର ର ମୋଲ୍ଟି କଂପ୍ଲେକ୍ସ ସ୍କୁଲ ଓ ଡେମୋଷ୍ଟ୍ରେସନ ରେ ତାଙ୍କର ସ୍କୁଲ ଲାଇଫ ବିତିଛି |

ଅର୍ଚ୍ଚିତା ଙ୍କର କେରିୟର ଓ ଫେମିଲି :-ଅର୍ଚ୍ଚିତା 2005 ମସିହା ରେ ପ୍ରଥମେ ଅଭିନୟ ଜଗତରେ ପାଦ ଦେଇଥିଲେ |ଓ ମାଇ ଲଭ ରୁ ତାଙ୍କର ଫ୍ଲିମ ଆରମ୍ଭ ହୋଇଥିଲା | ତାଙ୍କର ଫେମିଲି ରେ ତାଙ୍କର ମା ଧାରଶ୍ରୀ ମହାପାତ୍ର ଓ ଭଉଣୀ ଅର୍ପିତା ଅଛନ୍ତି, ତେବେ ବର୍ତ୍ତମାନ ସେ ସବ୍ୟସାଚୀ ଙ୍କୁ ବିବାହ କରିଛନ୍ତି | ଏହା ସହିତ ଅର୍ଚ୍ଚିତା ଙ୍କର ଗ୍ରେ ଓ ହଳଦିଆ ହେଉଛି ଫେଫୋରାଇଟ ରଙ୍ଗ ଓ ତାଙ୍କୁ ଛେନାପୋଡ଼ ଖାଇବାକୁ ଭଲ ଲାଗିଥାଏ ତାଙ୍କର ପ୍ରିୟ ଅଭିନେତା ହେଉଛନ୍ତି ସାରୁ ଖାନ |

ତେବେ ଏହା ଥିଲା ଅର୍ଚ୍ଚିତା ଙ୍କ ବିଷୟରେ ସମସ୍ତ କଥା |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment