ଓଃ କି ଡ୍ୟାନ୍ସ ! ସମସ୍ତଙ୍କ ଆଗରେ ପ୍ରେମିକ ,ପ୍ରେମିକା ମିଶି କଲେ ଏମିତି ରୋମାଣ୍ଟିକ ହଟ ଡ୍ୟାନ୍ସ…

ବନ୍ଧୁଗଣ ଆପଣ ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ଅନେକ ଭିଡିଓ ଭାଇରାଲ ହେବାର ଦେଖିବାକୁ ପାଉଥିବେ ନିଶ୍ଚିତ ହେଲେ ମୁଁ ଆଜି ଆପଣଙ୍କୁ ଏକ ସୁନ୍ଦର ଡ୍ୟାନ୍ସ ଭିଡିଓ ବିଷୟରେ କହିବି |ଅନେକ ବ୍ୟକ୍ତି ଡ୍ୟାନ୍ସ ଦେଖିବାକୁ କିମ୍ବା ଡ୍ୟାନ୍ସ କରିବା ପାଇଁ ବହୁତ ଭଲ ପାଇଥାନ୍ତି ମାତ୍ର ଆଜିର ଏହି ଡ୍ୟାନ୍ସ ଭିଡିଓରେ ଆଇଟମ ଡ୍ୟାନ୍ସ ଅନେକ ବ୍ୟକ୍ତିଙ୍କୁ ବହୁତ ଭଲ ଲାଗିଛି |ମୁଁ ଆଜି ଆପଣକୁ ଭାଲେଟାଇନ ଡେରେ ଅନେକ ଆଇଟମ ସଙ୍ଗରେ ଡ୍ୟାନ୍ସ କରି ପ୍ରିୟ କିପରି ଅନେକ ପୁଅଙ୍କୁ ଖୁସି କରାଉ ଥିଲେ ସେ ବିଷୟରେ ଜଣେଇବି |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ଡ୍ୟାନ୍ସ ବିଷୟରେ ସମ୍ପୂର୍ଣ କଥା ଜାଣିବା |

ବର୍ତମାନ ଆମର ଏହି ଯୁବକ ପିଢ଼ିରେ ଭଲ ପାଇବା ଏକ ସାଧାରଣ ହୋଇଗଲାଣି, ନିଜ ପସନ୍ଦରେ ଭଲ ପାଇବା ସହିତ ସେମାନେ ନିଜର ଗାର୍ଲ ଫ୍ରେଣ୍ଡ ମାନଙ୍କୁ ନେଇ ଅନେକ ପାର୍ଟି ରେ ବହୁତ ଏନଜୟ କରିବା ସହିତ ସେମାନଙ୍କ ସହିତ ଡ୍ୟାନ୍ସ କରୁଥିବାର ଆପଣ ଦେଖିବାକୁ ପାଉଥିବେ |ଅନେକ କପୋଲ ମାନେ ମଧ୍ୟ ଡ଼ିସ୍କୋ ଡ୍ୟାନ୍ସ କରି ନିଜ ଗାର୍ଲ ଫ୍ରେଣ୍ଡକୁ ବହୁତ ଖୁସି କରିଥାନ୍ତି, ବେଳେ ବେଳେ ଅନେକ ପୁଅ ମାନେ ହୋଟେଲ ଯିବା ସହିତ ସେଠାରେ ଆଇଟମ ସାଙ୍ଗରେ ଡ୍ୟାନ୍ସ କରୁଥିବା ଆଇଟମ ଗାର୍ଲ ମାନଙ୍କ ସହିତ ମଧ୍ୟ ଡ୍ୟାନ୍ସ କରିଥାନ୍ତି |

ଆଇଟମ ସଙ୍ଗ ମାନଙ୍କରେ ଅନେକ ବ୍ୟକ୍ତି ସୁନ୍ଦର ଡ୍ୟାନ୍ସ ଦେଖିବା ପାଇଁ ହୋଟେଲ ମାନଙ୍କୁ ଯାଇଥାନ୍ତି, ଆମ ଦୁନିଆରେ ଅନେକ ବ୍ୟକ୍ତି ବିଭିନ୍ନ ପ୍ରକାର ଡ୍ୟାନ୍ସ ଦେଖି ବହୁତ ଖୁସି ହୁଅନ୍ତି ସତ ମାତ୍ର ଦୁନିଆରେ ସମସ୍ତ ବ୍ୟକ୍ତିଙ୍କୁ ଏହି ଆଇଟମ ଡ୍ୟାନ୍ସ ପସନ୍ଦ ହୋଇନଥାଏ |ମାତ୍ର ଯେଉଁ ମାନଙ୍କୁ ଏହି ଡ୍ୟାନ୍ସ ପସନ୍ଦ ହୋଇଥାଏ ସେମାନେ ଏହାର ବହୁତ ମଜା ନେଇ ଥାନ୍ତି, ବର୍ତମାନ ଭେଲେଟାଇନ ଡେ ରେ ଭାଇରାଲ ହେଉଥିବା ଆଇଟମ ଡ୍ୟାନ୍ସରେ ଦେଖିବାକୁ ମିଳିଛି ଯେ ଏଥିରେ ଆଇଟମ ଗାର୍ଲ ପ୍ରିୟ ବହୁତ ସୁନ୍ଦର ଭାବରେ ଡ୍ୟାନ୍ସ କରୁଥିଲେ

ସେ ଷ୍ଟେଜ ଉପରେ ଡ୍ୟାନ୍ସ କରୁଥିବା ସମୟରେ ସେ ତାଙ୍କ ସହିତ ଜଣେ ଜଣେ ପୁଅଙ୍କୁ ଡାକି ନିଯେ ପାର୍ଟନର ଭାବରେ ସୁନ୍ଦର ଡ୍ୟାନ୍ସ କରୁଥିଲେ, ପ୍ରିୟଙ୍କ ଆଇଟମ କଷ୍ଟ୍ୟୁମ ସମସ୍ତଙ୍କୁ ବହୁତ ଭଲ ଲାଗୁଥିବା ସମୟରେ ତାଙ୍କର ସୁନ୍ଦର ଏକ ଆଇଟମ ସଙ୍ଗ “ଟିପିଟିପି ବର୍ଷା ପାଣି “ରେ ସୁନ୍ଦର ଡ୍ୟାନ୍ସ ମଧ୍ୟ ଅନେକ ବ୍ୟକ୍ତିଙ୍କ ମନ କିଣିଥିଲା |ପ୍ରିୟ ଷ୍ଟେଜ ଉପରୁ ଉହ୍ଲାଇ ଆସି ପୁଅ ମାନଙ୍କୁ ଷ୍ଟେଜ ଉପରକୁ ସେମାନଙ୍କ ସହିତ ଡ୍ୟାନ୍ସ ସୁନ୍ଦର ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି |ପ୍ରିୟଙ୍କ ଭାଲେଟାଇନ ଡେରେ ଏହି ସୁନ୍ଦର ଆଇଟମ ଡ୍ୟାନ୍ସରେ ସୁନ୍ଦର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment