ହଁ ବନ୍ଧୁଗଣ ସବୁବେଳେ ସୋସିଆଲ ମିଡ଼ିଆରେ କିଛି ନୂଆ ନୂଆ ଘଟଣା ମାନ ଭାଇରାଲ ହେବାରେ ଲାଗିଥାଏ |ତେବେ ଅନେକ ସମୟରେ ଆପଣ ମାନେ ଅଲିଉଡ ରେ କାମ କରୁଥିବା ଅଭିନେତା ଆଉ ଅଭିନେତ୍ରୀ ମାନଙ୍କର ଲାଇଫ ଷ୍ଟାଇଲ ସହିତ ସେମାନଙ୍କର ଫ୍ଲୁମ କେରିୟର କୁ ନେଇକି ଅନେକ ଭିଡ଼ିଓ ମାନ ଭାଇରାଲ ହେଉଥିବାର ଦେଖିବାକୁ ପାଉଥିବେ ସୋସିଆଲ ମିଡ଼ିଆରେ |ତେବେ ବର୍ତ୍ତମାନ ସେହିଭଳି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଅଲିଉଡ ର ଚକଲେଟ ହିରୋ ଭାବରେ ଯାହାଙ୍କ ଆପଣ ମାନେ ଜାଣିଛନ୍ତି ସେହି ବାବୁସାନ ଙ୍କ ବିଷୟରେ ଭାଇରାଲ ହେବାରେ ଲାଗିଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଆଜି ଆମେ ଅଲିଉଡ ଏକ୍ଟର ବାବୁସାନ ମହାନ୍ତି ଙ୍କ ବିଷୟରେ ଆଲୋଚନା କରିବା |
ଆପଣ ମାନେ ଅଲିଉଡ ର ଅନେକ ଏକ୍ଟର ଙ୍କ ବିଷୟରେ ଜାଣିଥିବେ, କିନ୍ତୁ ବାବୁସାନ ମହାନ୍ତି ହେଉଛନ୍ତି ଏଭଳି ଜଣେ ଏକ୍ଟର ଯିଏକି ତାଙ୍କର ଅଭିନୟ ଜରିଆରେ ସବୁବେଳେ ଦର୍ଶକ ମାନଙ୍କ ପ୍ରିୟ ଆଉ ପ୍ରସଂଶା ର ପାତ୍ର ହୋଇ ପାରିଛନ୍ତି | ଅଲିଉଡ ର ହ୍ୟାଣ୍ଡ ସମ ଓ ଚକଲେଟ ହିରୋ ଭାବରେ ଆପଣ ମାନେ ବାବୁସାନ ମହାନ୍ତି ଙ୍କୁ ଜାଣିଥିବେ | ତାହା ସହିତ ନିଜର ଅଭିନୟ ର କମାଲ ରେ ବାବୁସାନ ଦର୍ଶକ ମାନଙ୍କର ହୃଦୟ କୁ ଛୁଇଁ ପାରିଛନ୍ତି ବୋଲି କୁହାଯାଉଛି |
ବାବୁସାନ ଙ୍କର ଜନ୍ମ ଓ ଫେମିଲି :-ଯାହା କୁହାଯାଉଛି କି ବାବୁସାନ ମହାନ୍ତି ଙ୍କର ଫୁଲ ନେମ ହେଉଛି ତନ୍ମୟ ମହାନ୍ତି | ଆଉ ତାଙ୍କର ଡାକ ନାଁ ହେଉଛି ବାବୁ | ଆଉ ବାବୁସାନ ମହାନ୍ତି 1989 ମସିହା ଜୁଲାଇ 30 ତାରିଖ ରେ ଜନ୍ମ ଗ୍ରହଣ କରିଛନ୍ତି ବୋଲି କୁହାଯାଉଛି | ତେବେ ବାବୁସାନ ଙ୍କର ଘର ବାରିପଦା ରେ ହୋଇଥିବା ବେଳେ ସେ ଭୁବନେଶ୍ୱର ରେ ବାସ କରିଥାନ୍ତି ବୋଲି ମଧ୍ୟ କୁହାଯାଉଛି | ତାହା ସହିତ ବାବୁସାନ ମହାନ୍ତି ଙ୍କର ବାପା ଙ୍କର ନାଁ ଉତ୍ତମ ମହାନ୍ତି ହୋଇଥିବା ବେଳେ ନାଁ ଙ୍କର ନାଁ ଅପରାଜିତା ମହାନ୍ତି |
ଆଉ ସେ ବିବାହ କରିଛନ୍ତି ତୃପ୍ତି ଶତପଥି ଙ୍କୁ ତାଙ୍କର ପୁଅ ଟିଏ ମଧ୍ୟ ରହିଛି ଯାହାର ନାଁ ହେଉଛି ଗାୟନ |ତାଙ୍କର ହାଇଟ 5 ଫୁଟ 5 ଇଞ୍ଚ ବେଳେ ୱେଟ 60 ବୋଲି କୁହାଯାଉଛି | ତେବେ ବାବୁସାନ ମହାନ୍ତି ଭୁବନେଶ୍ୱର ରେ DAV ପବ୍ଲିକ ସ୍କୁଲ ରେ ପାଠ ପଢିବା ସହିତ KIIT କଲେଜ ରେ ପଢ଼ିଥିଲେ |ତାହା ସହିତ ବାବୁସାନ ମହାନ୍ତି 2005 ମସିହା ରେ ” ରୋମୀୟ ଦା ଲଭର ବୟ “ଫ୍ଲିମ ମାଧ୍ୟମରେ ଅଲିଉଡ ଇଣ୍ଡୋଷ୍ଟ୍ରି କୁ ଏଣ୍ଟ୍ରି କକରିଥିଲେ | ଆଉ ତାହା ପରେ 2009 ରେ ସେ ଓଡ଼ିଆ ଫ୍ଲିମ ଆୱାର୍ଡ ମଧ୍ୟ ପାଇଥିଲେ | ଏହି ଭଳି ଭାବରେ ଫ୍ଲିମ ଜଗତର ତାଙ୍କର ପରିଚୟ ସୃଷ୍ଟି କରିଥିଲେ ବାବୁସାନ ମହାନ୍ତି |
ତେବେ ଏହା ଥିଲା ବାବୁସାନ ମହାନ୍ତି ଙ୍କ ବିଷୟରେ କିଛି ସୂଚନା |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।