ବର୍ତ୍ତମାନ ସମୟରେ ଏମିତି ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଆଜିର ଦିନରେ ଲୋକେ ଅନଲାଇନ୍ ଟ୍ରାଞ୍ଜାକ୍ସନ୍ ଉପରେ ବେଶ ଗୁରୁତ୍ଵ ହେଉଛନ୍ତି। ଦୋକାନ ହେଉ କି ବଜାର ସବୁଠି ଏବେ ଚାଲିଚି ୟୁପିଆଇ ପେମେଣ୍ଟ। ଆଉ ମନ ଇଚ୍ଛା ଲୋକେ ଟ୍ରାଞ୍ଜାକ୍ସନ୍ କରି ଚାଲିଛନ୍ତି। ତେବେ ବର୍ତ୍ତମାନ ସମୟରେ ଅନଲାଇନ୍ ଟ୍ରାଞ୍ଜାକ୍ସନ୍ କୁ ନେଇ ଆସିଛି ଏକ ବଡ ଗୁରୁତ୍ବପୂର୍ଣ୍ଣ ଖବର। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ଆସନ୍ତୁ ଜାଣିବା କନ୍ ରହିଛି ସଂପୂର୍ଣ୍ଣ ଖବର ଯାହା ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ।
ତେବେ ଆପଣ ମାନେ ଅନଲାଇନ୍ ଟ୍ରାଞ୍ଜାକ୍ସନ୍ କରୁଛନ୍ତି କି ତେବେ ଯାଆନ୍ତୁ ସାବଧାନ ଆଉ ଜାଣି ରଖନ୍ତୁ ଏହି ଖବର। ଏଣିକି ଅନଲାଇନ୍ ଟ୍ରାଞ୍ଜାକ୍ସନ୍ କୁ ନେଇ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ଆଉ ମନ ଇଚ୍ଛା ପଠାଇ ପାରିବେ ନାହିଁ ।ଟଙ୍କା ପଠାଇବା ଏବେ ସୀମିତ ରହିବ। ମନଇଚ୍ଛା କେହି ବି ପଠାଇ ପାରିବେ ନାହିଁ ଟଙ୍କା।
ହଁ ଆଜ୍ଞା ଖୁବ୍ ଶୀଘ୍ର ଲାଗୁ ହେବାକୁ ଯାଉଛି ଏହି ନିୟମ ଯାହା ୟୁଜର୍ଶ ଙ୍କ ମୁଣ୍ଡ ବିନ୍ଧାର କାରଣ ସାଜିଛି। ଗୁଗଲ ପେ ଏବଂ ଫୋନ ପେ ରେ ଲାଗୁ ହେବାକୁ ଯାଉଛି ଏହି ନିୟମ। ମନ ଇଚ୍ଛା ଟଙ୍କା ପଠାଇବା ଉପରେ ଲାଗିବ ରୋକ୍। ୟୁପିଆଇ ଡିଜିଟାଲ ଅପେରେଟ୍ କରୁଥିବା ନେସନାଲ୍ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ ନିକଟରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ସହିତ ଏ ବାବଦରେ ଆଲୋଚନା କରିଛି।
ତେବେ ଆମେ ଯଦି ଦେଖିବା ବର୍ତ୍ତମାନ କୈାଣସି ୟୁପିଆଇ ପେମେଣ୍ଟ ଆପ୍ ରେ କୈାଣସି ଟ୍ରାଞ୍ଜାକ୍ସନ୍ ର ଲିମିଟ୍ ନାହିଁ। ଆପଣ ଯେତେ ଟଙ୍କା ଚାହିଁବେ ସେତେ ଟଙ୍କା ପର୍ଯ୍ୟନ୍ତ ୟୁପିଆଇ ରେ ଟ୍ରାଞ୍ଜାକ୍ସନ୍ କରି ପାରିବେ। ଏବେ କିନ୍ତୁ ଆପଣ ସେମିତି କରି ପାରିବେ ନାହିଁ। ଉପଭୋକ୍ତା ମାନଙ୍କ ଆକାଉଣ୍ଟର ସୁରକ୍ଷାକୁ ଦୃଷ୍ଟିରେ ରଖି ଥାର୍ଡ ପାର୍ଟି ଆପ୍ ପାଇଁ ୩୦ ପ୍ରତିଶତ ଭାଲ୍ୟୁମ୍ କ୍ୟାପ ଲାଗି ନେସନାଲ୍ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ ପ୍ରସ୍ତାବ ଦେଇଛି।
ଯଦିଓ ୟୁପିଆଇ ପେମେଣ୍ଟ ଆପ୍ ରେ କୈାଣସି ଟ୍ରାଞ୍ଜାକ୍ସନ୍ ର ଲିମିଟ୍ କୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୈାଣସି ନିଷ୍ପତି ନିଆ ଯାଇ ନାହିଁ ତେବେ ଚଳିତ ମାସ ଶେଷ ସୁଦ୍ଧା ନେସନାଲ୍ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ ନିଷ୍ପତ୍ତି ଶୁଣାଇ ପାରେ ବୋଲି ଅନୁମାନ କରା ଯାଉଛି। ଆଉ ଯେଉଁ ନିଷ୍ପତ୍ତିକୁ ହିଁ କହିବ ଟ୍ରାଞ୍ଜାକ୍ସନ୍ ର ଲିମିଟ୍। ଯାହାକୁ ନେଇ ବର୍ତ୍ତମାନ ସମୟରେ ଚର୍ଚ୍ଚା ଜୋର ଧରିଛି। ଆଉ ଏହି ଖବର ବର୍ତ୍ତମାନ ସମୟରେ ଭାଇରାଲ ହେବାରେ ଲାଗିଛି।