ଦେଖନ୍ତୁ Socking ଭିଡ଼ିଓ – ହଠାତ ଶୁଇଥିବା ଛୁଆ ର ସାର୍ଟ ଭିତରେ ପଶିଗଲା ଭୟଙ୍କର ନଗସାପ… ଆଖି ପିଛୁଳାକେ ୫ ଥର କଲା ଦଂଶନ…. ଦେଖନ୍ତୁ Video

ତେବେ ମଣିଷ କୁ ସର୍ବଶ୍ରେଷ୍ଠ ପ୍ରାଣୀ ଭାଵରେ ଗଢ଼ିଥିଲେ ସତ କି ସେ ଏପରି ଅନେକ ପଶୁପକ୍ଷୀ ଙ୍କୁ ସୃଷ୍ଟି କରିଛନ୍ତି ଯେଉଁମାନ ଙ୍କୁ ମଣିଷ ବହୁତ ଭୟ କରିଥାଏ ।ତେବେ ଏହି ସବୁ ମଧ୍ୟରେ ଭଗବାନ ସାପ ନାମକ ଏକ ସରୀସୃପ କୁ ସୃଷ୍ଟି କରିଛନ୍ତି ଯାହାକି ଅତ୍ୟନ୍ତ ଭୟଙ୍କର ଏବଂ ବିଷଧର ମଧ୍ୟ ।ଏମିତି କି ଏମାନେ ଯାହାକୁ ଦଂଶନ କରନ୍ତି ତାଙ୍କର ମୃତ୍ୟୁ ମଧ୍ୟ ହୋଇଥାଏ ।ମଣିଷ ଜାତି ଏହି ସାପ ଙ୍କୁ ବହୁତ ଭୟ ମଧ୍ୟ କରେ ।ଆଉ ଏହି ସାପ କାମୁଡିଲେ ଜଣେ ବ୍ୟକ୍ତି ମୃତ୍ୟୁ ହୋଇଥାଏ ,ତେବେ ଏହିଭଳି ଏକ ଘଟଣା ର ସ୍ୱୀକାର ହୋଇଛନ୍ତି ଭଦ୍ରକ ଜିଲ୍ଲା ର ଜଣେ କୁନି ଶିଶୁ।

ତେବେ ବର୍ତ୍ତମାନ ଭଦ୍ରକ ଜିଲ୍ଲା ରେ ଅତ୍ୟନ୍ତ ଦୁର୍ଭାଗ୍ୟ ବଶତଃ ତଥା ହୃଦୟ ବିଦାରକ ଘଟଣା ଟି ଦେଖିବାକୁ ମିଳିଥିଲା।ଗୋଟିଏ ନାଗ ସାପ ର ଦଂଶନ ଫଳରେ ଏକ ଦେଢ଼ ବର୍ଷ ର ପିଲା ଟି ତାର ଜୀବନ ହରେଇଛି।ତେବେ ସେହି ବିଷ ଧର ସାପଟି ପୁଣି ସେହି ଘରେ ଦେଖାଯିବାରୁ ସାପ ଧରାଳି ଜଣଙ୍କ ସାପ ଟିକୁ ଉଦ୍ଧାର କରିବାକୁ ଆସିଥିଲେ, ଆଉ ସାପ ଟିକୁ ଧରିବା ପରେ ପରିବାର ଲୋକେ ସବୁ କଥା ଜଣାଇଥିଲେ ଏବଂ ପରେ ସାପ ଧରାଳି ଜଣଙ୍କ ଅତ୍ୟନ୍ତ ସାବଧାନତା ଓ କୌଶଳ ର ସହ ସାପ ଟିକୁ ଉଦ୍ଧାର କରିଥିଲେ।

ତେବେ ଘଟଣା ଟି କିଛି ଏହିପରି ଥିଲା କି ସେହି ବ୍ୟକ୍ତି ଙ୍କ ର ଠାକୁର ଘରେ ଗୋଟିଏ ବଡ଼ ନାଗ ସାପ ଖାଦ୍ୟ ସଂଗ୍ରହ ପାଇଁ ପଶିଥିଲା। ତେବେ ସେହି ପରିବାର ର ଦେଢ଼ ବର୍ଷ ର ଶିଶୁ ଜଣଙ୍କ ସେହି ଘରକୁ ଯିବା ବେଳେ ସାପ ଟି ତାଙ୍କୁ କାମୁଡ଼ି ଦେଇଥିଲା। ତେବେ ପରିବାର ଲୋକେ ଏହା ଜାଣିବା ପରେ ସଂଗେ ସଂଗେ ତାଙ୍କୁ ଭଦ୍ରକ ହସ୍ପିଟାଲ କୁ ନେଇ ଯାଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ଦେଖିବା ପୂର୍ବ ରୁ କୁନି ପୁଅ ଟି ତାର ଜୀବନ ହରାଇ ଦେଉଥିଲା।

ତେବେ କୁନି ପୁଅ ର ଗୋଡ଼ ରେ ସାପ ଟି କାମୁଡି ଦେଇଥିଲେ ,ଯାହାକି ସମସ୍ତ ଙ୍କୁ ଅତ୍ୟନ୍ତ ଦୁଃଖିତ କରେଇ ଦେଉଛି । ତେବେ ସାପ ଧରାଳି ଜଣଙ୍କ ସେହି ଯୁବକ ଙ୍କର ଘର କୁ ଆସି ବିଶାଳକାୟ ବିଷଧର ସାପ ଟିକୁ ଉଦ୍ଧାର କରିଥିଲେ ।ତେବେ ସେ କହିଥିଲେ କି ଏହି ସାପ ଟିର ଦାନ୍ତ ବହୁତ ସରୁ ଓ କ୍ଷୁଦ୍ର ତେଣୁ ଏହି ସାପ କାମୁଡ଼ି ଲେ ହଠାତ ଜଣେ ଜାଣିପାରନ୍ତି ନାହିଁ। ଭାରତ ରେ ଏହି ସାପ କୁ ସାଇଲେଣ୍ଟ କିଲର ମଧ୍ୟ କୁହାଯାଏ। ତେବେ ଆପଣ ମାନେ ମଧ୍ୟ ସାବଧାନ ରୁହନ୍ତୁ ଏବଂ ସତର୍କ ରୁହନ୍ତୁ ।ବର୍ଷା ଦିନ ରେ ଏହିପରି ସାପ ମାନେ ଘର ମାନଙ୍କ ରେ ପଶି ଯାଇଥାନ୍ତି ତେଣୁ ଆବଶ୍ୟକ ଠାରୁ ଟିକେ ଅଧିକ ସତର୍କ ରହିବା ନିହାତି ଆବଶ୍ୟକ।

Leave a Comment