ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ଭିଡ଼ିଅ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ବିଷୟରେ ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ | ଆଉ ଯେଉଁଠି ଦେଖିବାକୁ ମିଳିଛି କି ଭାରତର ରାଷ୍ଟ୍ରପତି ଭାବରେ ସଂମ୍ମାନ ର ଅଧିକାରୀ ହୋଇଥିବା ଆମ ଓଡିଶା ର ଝିଅ ଆମ ଓଡ଼ିଆ ପାଇଁ ଗର୍ବ ଆଣିଥିବା ଝିଅ ଦ୍ରୌପଦୀ ମୂର୍ମୁ ଙ୍କୁ ତାଙ୍କର ଦେହର ରଙ୍ଗ କଳା କୁ ନେଇକି ନିନ୍ଦା କରିଛନ୍ତି ପଶ୍ଚିମବଙ୍ଗ ର ରାଷ୍ଟ୍ରପତି ଜଣଙ୍କ | ଆଉ ଯେଉଁଥିପାଇଁ ବର୍ତ୍ତମାନ ପ୍ରତିକ୍ରିୟା ଦେଖିବାକୁ ମିଳିଛି ସାରା ଦେଶ ରେ | ଆଉ ବର୍ତ୍ତମାନ ଏହି ଘଟଣା କୁ ନେଇକି ମୁହଁ ଖୋଲିଛନ୍ତି ସମାଜସେବୀ ମଧୁମିତା |ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ତେବେ ଆମେ ଜାଣିଛୁ କି ଗୋଟିଏ ଆଦିବାସୀ ଝିଅ ହେଇକି ମୟୁରଭଞ୍ଜ ଅର୍ଥାତ ରାଇରଙ୍ଗପୁର ଭଳି ଗୋଟିଏ ଛୋଟ ଗାଁ ରେ ଜନ୍ମ ଲାଭ କରିକି ନିଜର ଭିତରେ ଥିବା ଟେଲେଣ୍ଟ ଆଉ ଲୋକ ମାନଙ୍କର ଅଜସ୍ର ଭଲ ପାଇବା ଯୋଗୁ ଦ୍ରୌପଦୀ ମୂର୍ମୁ ଆଜି ଆମ ଭାରତର ସର୍ବୋଚ୍ଚ ସ୍ଥାନ ରେ ଅଧିକାର କରି ପାରିଛନ୍ତି | ଆଉ ଯାହା ଖାଲି ଓଡିଶା ପାଇଁ ନୁହଁ ସାରା ଭାରତ ପାଇଁ ଗର୍ବର କଥା ଅଟେ ବୋଲି ସମସ୍ତେ କହୁଛନ୍ତି |ଆଉ ତାଙ୍କର ଚେଷ୍ଟା ଆଉ ଅଧବସାୟ ବଳରେ ସେ ଏଭଳି ଏକ ସ୍ଥାନ ଗ୍ରହଣ କରି ପାରିଛନ୍ତି ବୋଲି କୁହାଯାଇଛି |
ତେବେ ଏଭଳି ହେଲା ପରେ ମଧ୍ୟ ବର୍ତ୍ତମାନ ଭାରତର ରାଷ୍ଟ୍ରପତି ଙ୍କୁ ଶୁଣିବାକୁ ପଡୁଛି ଅନେକ କଥା ଆଉ ଯାହା ଜଣା ପଡିଛି କି ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ ଙ୍କ ଦେହର ରଙ୍ଗ କଳା ହେବା କାରଣରୁ ପଶ୍ଚିମବଙ୍ଗ ର ଜଣେ ନେତା ଶୋଭା ରେ ଦ୍ରୌପଦୀ ଙ୍କର ରଙ୍ଗ କୁ ନେଇକି ମଜାକ ଉଡାଇଛନ୍ତି ବୋଲି ଦେଖିବାକୁ ମିଳିଛି | ଆଉ ଯାହାକୁ ନେଇକି ପ୍ରତିକ୍ରିୟା ରଖିଛନ୍ତି ସମାଜ ସେବୀ ମଧୁମିତା |ଆଉ ଆଜି ବି ଲୋକ ମାନଙ୍କ ମନରେ ଏହି ଭଳି ନୀଚ୍ଚ ମନବୃତି ଅଛି ବୋଲି ଭାବିକି ବହୁତ ଦୁଃଖ ପ୍ରକାଶ କଟୁଛନ୍ତି |
ଆଉ ସେହି ମନ୍ତ୍ରୀ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା କୁ କହିବା ସହିତ ତାଙ୍କର ପଦରୁ ବାହାର କରିବାକୁ କହିଛନ୍ତି | ତେବେ ସେ ଆହୁରି କହିଛନ୍ତି ହାତୀ ପଛରେ କୁକୁର ଯେତେ ଭୋକିଲେ କଣ ହେବ ହାତୀ ସୁନା କଳସ ପାଇବା କଥା ପାଇବ | ମୁଣ୍ଡର ବାଳ କଳା ହେଇକି ମଧ୍ୟ ସେ ଉପରେ ରଖିଥାଏ ଓ ଆମ ପାଦ ତଳ ଧଳା ହୋଇକି ମଧ୍ୟ ତାହା ଆମ ପାଦର ତଳେ ରହିଥାଏ | ଆଉ ଦ୍ରୌପଦୀ ମୁର୍ମୁ ଙ୍କ ଟେଲେଣ୍ଟ କୁ ଦେଖିବା ପାଇଁ କହିଛନ୍ତି ମଧୁମିତା | ଆଉ ଯଦି ଦମ ଅଛି ତାହେଲେ ସେହି ମନ୍ତ୍ରୀ ଙ୍କର ପରିବାରର ମହିଳା ଙ୍କୁ ରାଷ୍ଟ୍ରପତି ହୋଇ ଦେଖାଇବାକୁ କହିଛନ୍ତି ସମାଜ ସେବୀ ମଧୁମିତା | ଯାହା ଏବେ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡ଼ିଆରେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।