Viral Video – ଝୁମୁର ଝୁମୁର ଗୀତରେ ଅଣ୍ଟା ହଲାଇ ଜବରଦସ୍ତ ଡ୍ୟାନ୍ସ କଲେ ଅଙ୍ଗନବାଡି ଦିଦି…. ଦେଖିଲେ ନିଜକୁ ସମ୍ଭାଳି ପାରିବେନି…

ହଁ ଦର୍ଶକ ବନ୍ଧୁ ଆପଣ ମାନେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ସାମ୍ନା କୁ ଆସିଥାଏ ଯାହା ସମସ୍ତଙ୍କୁ ଖୁସି କରେଇ ଦେଇଥାଏ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାକୁ ଲାଗିଛି ତାହା ହେଉଛି ଅଙ୍ଗନବାଡି ଦିଦି ଦୁଇଜଣଙ୍କର ପିଲା ମାନଙ୍କୁ ଗୀତ ଆଉ ନାଚ ମାଧ୍ୟମରେ ପାଠ ପଢାଉଠିବାର କିଛି ଦୃଶ୍ୟ ବର୍ତ୍ତମାନ ସାମ୍ନା କୁ ଆସିଛି | ଆଉ ଯେଉଁଥିରେ ପିଲା ମାନେ ସୁନ୍ଦର ଭାବରେ ପାଠ ପଢା ପ୍ରତି ଆକୃଷ୍ଟ ହେଉଥିବାର ମଧ୍ୟ ଦେଖିବାକୁ ମିଳିଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ଜାଣିଥିବେ ଆଜି କାଲି ସୋସିଆଲ ମିଡ଼ିଆ ଯୁଗରେ ସୋସିଆଲ ମିଡ଼ିଆ ଜରିଆରେ ଆମକୁ ଅନେକ କିଛି କଥା ଶିଖିବାକୁ ମିଳୁଛି | ଆଉ ବର୍ତ୍ତମାନ ଆପଣ ମାନେ ଜାଣିଥିବେ ଓଡିଶା ସରକାର ଙ୍କ ତରଫରୁ ପିଲା ମାନଙ୍କର ପାଠ ପଢା ପ୍ରତି ସରକାର ବିଶେଷ ଧ୍ୟାନ ଦେବାକୁ ଲାଗୁଛନ୍ତି | ଆଉ ପିଲାମାନଙ୍କୁ ପଢିବା ପାଇଁ ବହିଁ ଠାରୁ ଆରମ୍ଭ କରି ଖାଇବା ଓ ପୋଷାକ ପତ୍ର ମଧ୍ୟ ଯୋଗାଇ ଦେଉଛନ୍ତି | ତାହା ବ୍ୟତୀତ ଅଙ୍ଗନବାଡି ପିଲା ମାନଙ୍କର ପାଠ ର ଉନ୍ନତି ପାଇଁକି ପାଠ ପଢା ସହିତ ଖେଳିବା ର ବ୍ୟବସ୍ଥା ମଧ୍ୟ କରାଯାଉଛି | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ଅଙ୍ଗନବାଡି ଦିଦି ମାନଙ୍କର କିଛି କମାଲ ଦେଖିବାକୁ ମିଳିଛି |

ଆଉ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟି ଛତ୍ରପୁର ରେ ବୋଲି କୁହାଯାଉଛି | ସୁଜାତା ଓ ରଶ୍ମିତା ନାମକ ଦୁଇଜଣ ଅଙ୍ଗନବାଡି ଦିଦି ପିଲା ମାନଙ୍କୁ ପିଢାଇବା ପାଇଁ ଏକ ନୂଆ ପ୍ରଣାଳୀ କୁ ଆପଣାଇଛନ୍ତି | ତେବେ ଆପଣ ମାନେ ଜାଣିଥିବେ କି ଛୋଟ ଛୋଟ ପିଲା ମାନେ ନାଚ ଆଉ ଗୀତ ପ୍ରତି ବିଶେଷ ଭାବରେ ଆକୃଷ୍ଟ ହୋଇଥାନ୍ତି | ଆଉ ଭାଇରାଲ ହେଉଥିବା ଭିଡ଼ିଓ ରେ ଦିଦି ଦୁଇଜଣ ପିଲାମାନଙ୍କୁ “ଝୁମୁରୁ ଝାଇଁ ” ଗୀତ ମାଧ୍ୟମରେ ପାଠ ଶିଖାଇବାକୁ ଲାଗିଛନ୍ତି |ତେବେ ଏହି ଗୀତ ଟିକୁ ନିଜେ ଗାଇ ନାଚିବା ସହିତ ପିଲା ମାନଙ୍କୁ ମଧ୍ୟ ତାଙ୍କର ସହିତ ଗୀତ ଗାଇବାକୁ ଆଉ ନାଜିବାକୁ କହୁଛନ୍ତି |

ଆଉ ତାହା ବ୍ୟତୀତ ଭାଇରାଲ ହେଉଥିବା ଏହି ଭିଡ଼ିଓ ରେ ଗୀତ ମାଧ୍ୟମରେ ଗାଈ ଆମକୁ କଣ ଦେଇଥାଏ ଓ ଗାଈ କଣ ଖାଇଥାଏ ସେ ବିଷୟରେ ବୁଝାଇବାକୁ ଲାଗିଥିଲେ ବୋଲି କୁହାଯାଉଛି | ତେବେ ପିଲା ମାନେ ମଧ୍ୟ ଦିଦି ଙ୍କର ଏହିଭଳି ଗୀତ ଆଉ ନାଚ ମାଧ୍ୟମରେ ପାଠ ପଢେଇବା ପ୍ରୋସେସ କୁ ପସନ୍ଦ କରିଛନ୍ତି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment