ହଁ ଦର୍ଶକ ବନ୍ଧୁ ଆପଣ ମାନେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବା ର |ତେବେ ବେଳେ ବେଳେ ଅନେକ ହିରୋ ଆଉ ହିରୋଇନ ମାନଙ୍କୁ ନେଇକି ମଧ୍ୟ ଅନେକ କିଛି କଥା ଦେଖିବାକୁ ମିଳିଥାଏ ଭାଇରାଲ ହେଇଥିବାର | ତେବେ କୁହାଯାଉଛି କି ଗଣ ମାଧ୍ୟମ ଜରିଆରେ ଆମକୁ ଅନେକ ହିରୋ ଆଉ ହିରୋଇନ ମାନଙ୍କର ପର୍ସନାଲ ଲାଇଫ ବିଷୟରେ ଜାଣିବାକୁ ମିଳିଥାଏ ଅନେକ କଥା ବୋଲି କୁହାଯାଉଛି | ତେବେ ଆଜି ଆମେ ଆଲୋଚନା କରିବା ଅଲିଉଡ ଏକ୍ଟ୍ରେସ ଅନୁ ଚୌଧୁରୀ ଙ୍କ ବିଷୟରେ | ତାଙ୍କର ଲାଇଫ ଷ୍ଟାଇଲ ସହିତ ପର୍ସନାଲ ଲାଇଫ ବିଷୟରେ | ତାହେଲେ ଆସନ୍ତୁ ବନ୍ଧୁ ଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ଓଡ଼ିଆ ଫ୍ଲିମ ଇଣ୍ଡୋଷ୍ଟ୍ରି ରେ ଅନେକ ଜଣାଶୁଣା କଳାକାର ମାନଙ୍କ ବିଷୟରେ ଆପଣ ମାନେ ଜାଣିଥିବେ ଯେଉଁ ମାନେ କି ନିଜର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କର ପ୍ରିୟ ର ପାତ୍ର ହୋଇ ପାରିଛନ୍ତି | ତେବେ ଆଜି ଆମେ ଆଲୋଚନା କରିବାକୁ ଯାଉଛୁ ଲୋକ ପ୍ରିୟ ଅଲିଉଡ ଅଭିନେତ୍ରୀ ଅନୁ ଚୌଧୁରୀ ଙ୍କ ବିଷୟରେ | ଅଭିନୟ ମାଧ୍ୟମରେ ଓଡିଶା ର ଘରେ ଘରେ ପ୍ରତେକ ଲୋକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ବନେଇ ପାରିଥିଲେ ସେହି ଜଣାଶୁଣା ଅଭିନେତ୍ରୀ ଜଣଙ୍କ ଆଉ ଅନେକ ପ୍ରସଂଶା ମଧ୍ୟ ସାଉଁଟିଛନ୍ତି ସେହି କଳାକାର ଜଣଙ୍କ |
ଅନୁ ଚୌଧୁରୀ ଙ୍କର ଜନ୍ମ ଓ ଫେମିଲି :-30 ଅଗଷ୍ଟ 1979 ମସିହାରେ ଭୁବନେଶ୍ୱର ରେ ଜନ୍ମଗ୍ରହଣ କରିଥିଲେ ଅନୁ ଚୌଧୁରୀ,ଅନୁ ଚୌଧୁରୀ ଙ୍କର ବାପା ଙ୍କ ନାଁ ରବି ଚୌଧୁରୀ ଓ ତାଙ୍କର ମା ଙ୍କର ନାମ ସୌଦାମିନୀ ଚୌଧୁରୀ ତାହା ସହିତ କୁହାଯାଉଛି କି 2006 ରେ ସନ୍ଦୀପ ମିଶ୍ର ଙ୍କୁ ବିବାହ କରୁଥିବା ବେଳେ 2010 ରେ ଡିଭୋର୍ସ ଦେଇଥିଲେ ଅନୁ ଚୌଧୁରୀ | ତାହା ସହିତ ତାଙ୍କର ହାଇଟ 5 ଫୁଟ 6 ଇଞ୍ଚ ହୋଇଥିବା ବେଳେ ୱେଟ 55 କେଜି, ଆଉ ତାଙ୍କର ସ୍କିନ କଲର ଧଳା ଓ ହେୟାର କଲର କଳା |
ଅନୁ ଚୌଧୁରୀ ଙ୍କ ଏଜୁକେସନ :-ଅନୁ ଚୌଧୁରୀ ରମା ଦେବୁ କଲେଜ ରେ ପଢିଥିଲେ +2 ସାଇନ୍ସ ଓ ପରେ ବିଜୁପଟନାୟକ କଲେଜ ରେ ଗ୍ରାଜୁଏସନ କମ୍ପ୍ଲିଟ କରିଥିଲେ |ଅନୁ ଚୌଧୁରୀ ଙ୍କର କେରିୟର :-ଅନୁ ଚୌଧୁରୀ ଓଡ଼ିଆ ବଙ୍ଗଳା ସହିତ ତେଲଗୁ ରେ ମଧ୍ୟ ଅଭିନୟ କରି ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି | ତେବେ ସେ ଜଣେ ବହୁତ ଭଲ ଏକ୍ଟର ଭାବରେ ନିଜର ପରିଚୟ ସୃଷ୍ଟି କରି ପାରିଛନ୍ତି | 1998 ମସିହା ରେ ମା ଗଜ ବାୟାଣୀ ଫ୍ଲିମ ମାଧ୍ୟମରେ ଅଲିଉଡ ଫ୍ଲିମ ଇଣ୍ଡୋଷ୍ଟ୍ରି କୁ ଏଣ୍ଟ୍ରି ମାରିଥିଲେ |
ତେବେ ଏହା ଥିଲା ଅନୁ ଚୌଧୁରୀ ଙ୍କ ବିଷୟରେ କିଛି ସୂଚନା |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।