ଓଡ଼ିଆ ଅଭିନେତା Anubhav Mohanty ଙ୍କର ଏମିତି କିଛି ଫୋଟୋ, ଜୀବନରେ କେବେ ଦେଖି ନଥିବେ…

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ଅନେକ ସମୟରେ ଆପଣ ମାନେ ହିରୋ ଆଉ ହିରୋଇନ ମାନଙ୍କ ବିଷୟରେ ଅନେକ କଥା ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବାର ଦେଖିବାକୁ ପାଉଥିବେ ଆପଣ ମାନେ | ତେବେ ଆଜି ଆମେ ଯାହାଙ୍କ ବିଷୟରେ ଆଲୋଚନା କରିବା ପାଇଁ ଯାଉଛୁ ସେ ହେଉଛନ୍ତି ଅଲିଉଡ ଇଣ୍ଡୋଷ୍ଟ୍ରି ର ସୁପର ଷ୍ଟାର ଯାହାଙ୍କ ଆମେ ମାନେ ଜଣେ ଫେମସ ଏକ୍ଟର ଭାବରେ ଜାଣିଛୁ ଆମ ସମସ୍ତ ଙ୍କ ପ୍ରିୟ ର କଳାକାର ଅନୁଭବ ମହାନ୍ତି ଙ୍କ ବିଷୟରେ | ତାହେଲେ ଆସନ୍ତୁ ବନ୍ଧୁଗଣ ସେହି ଅନୁଭବ ମହାନ୍ତି ଙ୍କର ଲାଇଫ ଷ୍ଟାଇଲ ବିଷୟରେ ଜାଣିବା |

ଅଲିଉଡ ଜଗତରେ ଅଭିନୟ କରୁଥିବା ଅନେକ କଳାକାର ମାନଙ୍କ ବିଷୟରେ ଆପଣ ମାନେ ଜାଣିଥିବେ ତେବେ ସେମାନଙ୍କ ମଧ୍ୟରୁ ଅନୁଭବ ମହାନ୍ତି ଫେମସ | ଆଉ ଯିଏ କି ନିଜର ଅଭିନୟ ମଧ୍ୟ ମାରେ ଦର୍ଶକ ମାନଙ୍କ ର ହୃଦୟକୁ କିଣି ନେଇଛନ୍ତି | ତାହା ସହିତ ଅନେକ ମନୋଛୁଆଁ ଫ୍ଲିମ ଆମ ଓଡ଼ିଆ ଇଣ୍ଡୋଷ୍ଟ୍ରି ପାଇଁ କରି ଦର୍ଶକ ମାନଙ୍କ ର ପ୍ରିୟ ଆଉ ପ୍ରସଂଶା ର ପାତ୍ର ମଧ୍ୟ ହୋଇ ପାରିଛନ୍ତି ସେହି କଳାକାର ଜଣଙ୍କ |

ଅନୁଭବ ମହାନ୍ତି ଙ୍କର ଜନ୍ମ ଆଉ ଫେମିଲି :-ଅନୁଭବ ମହାନ୍ତି ଙ୍କର ଡାକ ନାଁ ହେଉଛି ଫପୁନ,24 ଡ଼ିସେମ୍ବର 1981 ରେଅନୁଭବ ମହାନ୍ତି ଜନ୍ମଗ୍ରହଣ କରିଥିଲେ| ତାହା ଛଡା ଅନୁଭବ ମହାନ୍ତି ଙ୍କର ବାପା ଙ୍କର ନାଁ ଅଭୟା ମହାନ୍ତି ହୋଇଥିବା ବେଳେ ମା ଙ୍କର ନାଁ ମଧୁସ୍ମିତା ମହାନ୍ତି ବୋଲି ମଧ୍ୟ କୁହାଯାଉଛି | ଅନୁଭବ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ବିବାହ କରିଛନ୍ତି |ତେବେ ଅନୁଭବ କଟାକ ରେ ଜନ୍ମଗ୍ରହଣ କରିଛନ୍ତି | ଆଉ ଅନୁଭବ ଙ୍କର ହାଇଟ 6 ଫୁଟ 2 ଇଞ୍ଚ ହୋଇଥିବା ବେଳେ ୱେଟ 65 ବୋଲି କୁହାଯାଉଛି | ତେବେ ଅନୁଭବ DAV ପବ୍ଲିକ ସ୍କୁଲ ରେ ପାଠ ପଢିବା ସହିତ ଖ୍ରୀଷ୍ଟ କଲେଜ ରେ ତାଙ୍କର ଗ୍ରାଜୁଏସନ କମ୍ପ୍ଲିଟ କରିଥିଲେ |

ତାହା ସହିତ କୁହାଯାଉଛି କି ଆସିକ ହେଉଛି ଅନୁଭବ ଙ୍କ ଫେଭରାଇଟ ଫ୍ଲିମ, ତାହା ବ୍ୟତୀତ ଅନୁଭବ ଙ୍କୁ ଏକ୍ଟି ମଡେଲିଂ ସହିତ ଟ୍ରଭେଇଲିଂ କରିବାକୁ ବହୁତ ଭଲ ଲାଗିଥାଏ ବୋଲି କୁହାଯାଉଛି | ତେବେ ଅନୁଭବ ମହାନ୍ତି 2004 ମସିହାରେ ଆଇ ଲଭ ଇଉ ଫ୍ଲିମ ମାଧ୍ୟମରେ ଓଡ଼ିଆ ଫ୍ଲିମ ଇଣ୍ଡୋଷ୍ଟ୍ରି ରେ ପାଦ ଦେଇଥିଲେ | ଆଉ ତାହା ସହିତ ଓଡ଼ିଆ ଦଫ୍ଲିମ ଆୱାର୍ଡ ମଧ୍ୟ ପାଇଥିଲେ ବୋଲି କୁହାଯାଉଛି | ତାହା ପରେ ଅନୁଭବ ମହାନ୍ତି ଙ୍କର ଅନେକ ହିଟ ମୁଭି କରିଛନ୍ତି ଯାହା ମାଧ୍ୟମରେ ସେ ଦର୍ଶକ ମାନଙ୍କର ପ୍ରିୟ ର ପାତ୍ର ହୋଇ ପାରିଛନ୍ତି |

ତେବେ ଏହା ଥିଲା ଅନୁଭବ ମହାନ୍ତି ଙ୍କ ବିଷୟରେ ଅଳ୍ପ ସୂଚନା |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment