ବୃଷ ରାଶି ( Brusha RASHI ) ମାର୍ଚ୍ଚ ମାସର ସମ୍ପୃଣ ରାଶିଫଳ 2023 ଉଭୟ ପୁରୁଷ ଏବଂ ମହିଳା ନିଶ୍ଚୟ ଦେଖନ୍ତୁ….

ବନ୍ଧୁଗଣ ଆମ ଦୁନିଆରେ ପ୍ରତ୍ୟେକ ବ୍ୟକ୍ତି ଆମର ରାଶି ଚକ୍ରର ବାର ଗୋଟି ରାଶି ସହିତ ଜଡିତ, ଆପଣ ଜାଣିଥିବେ ଯେ ଆମର ରାଶି ମାନଙ୍କ. ଉପରେ ଗ୍ରହ ମାନଙ୍କ ପ୍ରଭାବ ପଡିଥାଏ |ମୁଁ ଆଜି ଆପଣକୁ ଆମ ରାଶି ଚକ୍ରର ବୃଷ ରାଶିର ବ୍ୟକ୍ତି ମାନଙ୍କ ବିଷୟରେ କହିବି ଆମର ଏହି 2023ର ଏପ୍ରିଲ ମାସରେ ଏହି ରାଶିର ବ୍ୟକ୍ତି ଉପରେ ଗ୍ରହ ମାନଙ୍କର କି ପ୍ରଭାବ ପଡ଼ିବାକୁ ଯାଉଛି ସେ ବିଷୟରେ ସମ୍ପୂର୍ଣ କଥା କହିବି |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ବୃଷ ରାଶିର ବ୍ୟକ୍ତି ମାନଙ୍କର ଏହି ଏପ୍ରିଲ ମାସଟି କିପରି କଟିବ ସେ ବିଷୟରେ ସମ୍ପୂର୍ଣ କଥା ଜାଣିବା |

ଏହି ଏପ୍ରିଲ ମାସଟି ବୃଷ ରାଶିର ବ୍ୟକ୍ତି ମାନଙ୍କୁ ମଧ୍ୟମ ଧାରଣର ହେବ, ଏହି ରାଶିର ବ୍ୟକ୍ତିମାନଙ୍କ ରାଶିରେ ଶୁକ୍ରଦେବଙ୍କ ରହିଥିବାରୁ ଆପଣଙ୍କ ସ୍ୱାସ୍ଥ୍ୟରେ ସାମାନ୍ୟ ଅସୁସ୍ଥ ଦେଖାଯାଏ |ଏହା ସହିତ ଏହି ରାଶିର ଛାତ୍ରୀ ଛାତ୍ର ମାନେ ଶିକ୍ଷା କ୍ଷେତ୍ରରେ ମଧ୍ୟ ମଧ୍ୟ୍ୟମ ଧାରଣା ରହିବେ କାରଣ ବୁଧ ଗ୍ରହ ପ୍ରଭାବରୁ ଆପଣଙ୍କ ମାନସିକ ସ୍ଥିରତାରେ ବିଚଳିତତା ଦେଖାଯିବ ତେଣୁ ଆପଣ ଏହି ସମୟରେ ନିଜର ମନକୁ ସ୍ଥିର ରଖି ପଢ଼ା କ୍ଷେତ୍ରରେ ଆଗେଇ ଯିବା ପାଇଁ ଚେଷ୍ଟା କରନ୍ତୁ |ଏହି ମାସଟି ଛାତ୍ରଛାତ୍ରୀମାନଙ୍କୁ ପାଇଁ ସାମାନ୍ୟ କଷ୍ଟ ସାଧ୍ୟ ହୋଇପାରେ ତେଣୁ ଆପଣ ଏହି ସମୟରେ ଜଗି ରଖି ଚଳିବା ପାଇଁ ଚେଷ୍ଟା କରନ୍ତୁ କାରଣ ଆଜି ମାସଟି ଆପଣଙ୍କ ପାଇଁ ଅନୁକୂଳ ହୋଇନଥାଏ |

ଏହା ସହିତ ଯେଉଁ ବ୍ୟକ୍ତିମାନେ ଏହି ସମୟରେ ପ୍ରେମ ସମ୍ପର୍କ ରହିଛନ୍ତି ତେବେ ଆପଣ ସେମାନଙ୍କ ପାଇଁ ଏହି ମାସଟି ଭଲ ରହିବ, ଆପଣଙ୍କ ସମ୍ପର୍କ ଏହି ସମୟରେ ଅଧିକ ମଜବୁତ ମଧ୍ୟ ହୋଇପାରେ |ଏହି ସମୟରେ ଆପଣ ଙ୍କ ମଧ୍ୟରେ ସାମାନ୍ୟ କଥାକୁ ନେଇ ଝଗଡା ହୋଇପାରେ ତେଣୁ ଆପଣ ଏଥିପ୍ରତି ସଜାଗ ରହିବେ |ତାହା ସହିତ ଏହି ରାଶିର ଦମ୍ପତି ମାନଙ୍କ ପାଇଁ ଏହି ମାସଟି ବହୁତ ଭଲ ରହିବା ଏହି ସମୟରେ ଆପଣ ନିଜର ସ୍ତ୍ରୀ କଥାରେ ଯଦି କୌଣସି କାର୍ଯ୍ୟ କରନ୍ତି ତେବେ ତାହା ବହୁତ ଭଲ ହେବ |ଆପଣ ଉଭୟ କୌଣସି ଏକ କଥାକୁ ନେଇ ରାଗ ରୋଷ ହୋଇ ପାରନ୍ତି ତେଣୁ ଆପଣ ସେଥିପାଇଁ ନିଜକୁ ରାଗ ରୋଷ ଠାରୁ ଦୁରେଇ ରଖନ୍ତୁ |

ଏହି ମାସରେ ଆପଣଙ୍କ ରାଶିରେ ଶନିଦେବଙ୍କ ସ୍ଥିତି ଭଲ ଥିବାରୁ ଆପଣ ଏହି ସମୟରେ କୌଣସି ବ୍ୟବସାୟୀ ଆରମ୍ଭ କରିବା ସହିତ ସେଥିରେ ଲାଭବାନ ମଧ୍ୟ ହେବେ, ଏହା ସହିତ ଆପଣ ଏହି ସମୟରେ କୌଣସି ନୂଆ ସ୍ଥାନକୁ ଯାତ୍ରା କରିପାରନ୍ତି |ଯେଉଁ ବ୍ୟକ୍ତିମାନେ ବହୁତ ଦିନରୁ ଚାକିରୀ ଆପେକ୍ଷରେ ରହିଥିଲେ ସେମାନେ ଏହି ସମୟରେ ତାହା ପ୍ରାପ୍ତ କରିବା ସହିତ ନିଜର ପରିବାରରେ ଆଗରୁ ଲାଗି ରହିବା ଆର୍ଥିକ ସମସ୍ୟା ମଧ୍ୟ ଦୂର ହୋଇଯିବ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment