ଦେଖନ୍ତୁ ଦୃଘଟଣାର ଛାତିଥରା ଭିଡ଼ିଓ :ଏମିତି ବି ଆସେ ମୃତ୍ୟୁ ! CCTV ରେ ରେକର୍ଡ ହୋଇଗଲା ନହେଲେ କେହି ବିଶ୍ୱାସ କରି ନଥାନ୍ତେ… ଥରୁଟିଏ ନିଶ୍ଚୟ ଦେଖନ୍ତୁ

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଆମ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆମେ ମାନେ ଜାଣି ପାରିବା କି ନିଜକୁ ସୁରକ୍ଷା ଦେବା ପାଇଁ ହେଲେ ରାସ୍ତା ରେ ବାଇକ ଚଳାଇବା ସମୟରେ କେବଳ ହେଲମେଟ ନୁହଁ ରାସ୍ତା ର ଉଭୟ ପାର୍ଶ୍ୱକୁ ଅନେଇବା ସହିତ ସତର୍କ ହୋଇ ରାସ୍ତା ରେ ଚାଲିବା ଆବଶ୍ୟକ | ଆଉ ବର୍ତ୍ତମାନ ସେହି ଭଳି ବାଇକ ଚାଳକ ଙ୍କର ଅସାବଧାନତା ଯୋଗୁଁ ଜୀବନ ଯିବାର ସମ୍ଭାବନା ଥିବା କଥା କୁହାଯାଉଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ତେବେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦରଖିବାକୁ ପାଉଥିବେ | ଆଉ ବେଳେ ବେଳେ ବିଭିନ୍ନ ପ୍ରକାରର ଦୁର୍ଘଟଣା ବିଷୟରେ ମଧ୍ୟ ଅନେକ ପ୍ରକାର ର ଭିଡ଼ିଓ ମାନ ଭାଇରାଲ ହେଉଥିବାର ଦେଖିବାକୁ ପାଉଥିବେ | ଆଉ ଯେଉଁଠି କୁହାଯାଏ କି ରାସ୍ତା ରେ ଚାଲିବା ହେଉ ଵା ଗାଡି ମଟର ନେଇ ବାହାରକୁ ଯିବାକୁ ହେଉ ସବୁଠି ଆମକୁ ସତର୍କତା ସହିତ ଚଳିଵା ପାଇଁ ପଡିଥାଏ | ଆଉ ଯଦି ଆମେ ମାନେ ସତର୍କତା ଅବଲମ୍ବନ ନ କରିବା ତାହେଲେ ଆମ ମାନଙ୍କର ଜୀବନ ଯିବାର ମଧ୍ୟ ସମ୍ଭାବନା ରହିଛି |

ଆଉ ଯେଉଁଠି ଆମ ଭାରତ ସରକାର ଙ୍କ ତରଫରୁ ଟ୍ରାଫିକ ନିୟମ ଗୁଡିକ ଅନେକ ରହିଛି ଯାହାକୁ ମାନି ଚଳିଲେ ଆମର ରାସ୍ତା ରେ ଏକ୍ସିଡେଣ୍ଟ ଭଳି କୌଣସି ଅସୁବିଧା ହୋଇ ନ ଥାଏ ବୋଲି କୁହାଯାଉଛି | ଆଉ ତାହା ବ୍ୟତୀତ ଟ୍ରାଫିକ ନିୟମ କୁ ନ ମାନି କାମ କରିଲେ ଆମର ଜୀବନ ଯାଇ ପାରେ ବୋଲି ଲୋକ ମାନଙ୍କୁ ଅବଗତ କରିବା ସହିତ ଟ୍ରାଫିକ ନିୟମ କୁ ନ ମାନିଲେ ଦଣ୍ଡ ଦେବାର ବ୍ୟବସ୍ତା ମଧ୍ୟ ରହିଛି | ବେଳେ ଆମେ ଦେଖିଥାଉ କି ଆମେ ହେଲମେଟ ପିନ୍ଧିକି ମଧ୍ୟ ଦୁର୍ଘଟଣା ର ସମ୍ମୁଖୀନ ହୋଇଥାଉ |

ଆଉ ବର୍ତ୍ତମାନ ସେହି ଭଳି ଏକ ଘଟଣା ଟି ଘଟି ଥିବାର ଦେଖିବାକୁ ମିଳିଛି | ଆଉ ଯେଉଁଠି କୁହାଯାଉଛି କି ଲୋକ ଜଣଙ୍କ ବାଇକ କୁ ଧରିକି ରାସ୍ତା ମଝିକୁ ହଠାତ ବାହାରି ପଡିଥିଲେ ରାସ୍ତା ର ଉଭୟ ପଟକୁ ନ ଚାହିଁ | ଆଉ ଯାହା ଫଳରେ ପଛରେ ଆସୁଥିବା ଗୋଟିଏ ବାଇକ ଵାଲା ସେହି ବ୍ୟକ୍ତି ଜଣଙ୍କ ସହିତ ଧକ୍କା ହୋଇଥିଲା ଆଉ ବାଇକ ଚାଳକ ଜଣଙ୍କ ତଳେ ପଡ଼ି ଯାଇଥିଲେ | ଆଉ ଏହି ଭିଡ଼ିଓ ଟି ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment