Viral video – ହଟାତ ବେଙ୍ଗଲ ଟାଇଗର (Tiger ) ଉଦ୍ଧାରକାରୀ ଲୋକକୁ କଲା ଆକ୍ରମଣ…ଆଉ ତାପରେ ଯାହା ଘଟିଲା ଦେଖିଲେ ଆପଣଙ୍କ ହୋସ ଉଡିଯିବ …

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାକୁ ଲାଗିଛି ଯାହା କୁ ଦେଖିଲେ ଆପଣ ମାନେ ଜାଣି ପାରିବେ କେଉଁ ଭଳି ଭାବରେ ଜଣେ ହିଂସ୍ର ଜନ୍ତୁ ଙ୍କୁ ଉଦ୍ଧାର କରିବା ପାଇଁ କୂଅ ଭିତରେ ଉଦ୍ଧାର କାରୀ ଦଳ ଙ୍କ ସମେତ ଲୋକ ମାନେ କେଉଁ ଭଳି ଭାବରେ ଆଇଡ଼ିଆ କରିଛନ୍ତି | ଆଉ ଶେଷରେ ନିଜର ବୁଦ୍ଧି କୁ ଖଟାଇ ବାଘ କୁ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି ତାହା ଏଠାରେ ଦେଖିବାକୁ ମିଳିଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆଉ ଯେଉଁଠି ଆପଣ ମାନେ ଜାଣିଥିବେ କି ହିଂସ୍ର ଜନ୍ତୁ ମାନେ ସବୁବେଳେ ଲୋକ ମାନଙ୍କ ପାଇଁ ବିପଦପୂର୍ଣ୍ଣ ଅଟନ୍ତି କାରଣ ସେମାନେ ମନୁଷ୍ୟ ଙ୍କ ଉପରକୁ ଆକ୍ରମଣ କରିଥାନ୍ତି ଯାହା ଫଳରେ ସେମାନେ ବାଘ ସାମ୍ନା କୁ ଯିବାକୁ ସାହସ କରି ନ ଥାଆନ୍ତି | ଆଉ ଏହି ଭାଇରାଲ ହେଉଥିବା ଭିଡ଼ିଓ ରେ ଦେଖିବାକୁ ମିଳିଛି କି ଏକ କୂଅ ଯେଉଁଠି ପାଣି ଶୁଖି ଯାଇଛି ସେହି କୂଅ ଭିତରେ ଫୋସି ଯାଇଥିଲା ବାଘ | ଆଉ କୌଣସି କାରଣରୁ ଚିତା ବାଘ ଟି ପଡ଼ି ଯାଇଛି ସେହି କୂଅ ଭିତରେ | ତାହା ସହିତ ସେହି ବାଘ କୁ ପଡ଼ି ଯାଇଥିବାର ଦେଖିଥିଲେ ଲୋକ ମାନେ |

ଆଉ ଯାହାକୁ ଦେଖିକି ବନ ବିଭାଗ ର ଲୋକ ମାନେ ମଧ୍ୟ ଆସିଥିଲେ ବାଘ କୁ ଉଦ୍ଧାର କରିବା ପାଇଁ, ଆଉ ତାହା ସହିତ ଦେଖିବାକୁ ମିଳିଥିଲା କି ଗାଁ ର କିଛି ଲୋକ ମାନେ ମଧ୍ୟ ଆସିଥିଲେ ସେହି ଚିତା ବାଘ ଟିକୁ ଉଦ୍ଧାର କରିବା ପାଇଁ | ଆଉ ଏକ ବାକ୍ସ କୁ ଜନ୍ତା ଭଳି ତିଆରି କରାଯାଇଥିଲା ଆଉ ତାହା କୁ ଦୌଡ଼ି ରେ ବାନ୍ଧି କୂଅ ଭିତରକୁ ପକାଇ ଦିଆଯାଇଥିଲା | ତେବେ ବାଘ ଟିକୁ ଜନ୍ତା ରେ ପୁରେଇବା ପାଇଁ ଗୋଟିଏ ପାଖ ମୁହଁ କୁ ଖୋଲା ରଖାଯାଇଥିଲା |

ତାହା ସହିତ ଜଣେ ବନ ବିଭାଗ ର କର୍ମଚାରୀ ଙ୍କୁ ଅଣ୍ଟା ରେ ଦୌଡ଼ି କୁ ବାନ୍ଧି ସେହୁ କୂଅ ଭିତରକୁ ଛାଡିଥିଲେ | ଆଉ ସେ ବାଡ଼ି ସାହାଯ୍ୟ ରେ ବାଘ କୁ ଜନ୍ତା ଭିତରକୁ ପୋଷାଇବା ପାଇଁ ମଧ୍ୟ ଚେଷ୍ଟା କରୁଥିଲା | ଆଉ ଶେଷରେ ବାଘ ଟି ସେହି ବାକ୍ସ ଆକାରରେ ଜନ୍ତା ଭିତରେ ପଶି ଯିବା ପରେ ବାକ୍ସ ଟିକୁ ଉପରକୁ ଆଣିଥିଲେ,ଆଉ ତାହାକୁ ଜଙ୍ଗଲ ଭିତରକୁ ମଧ୍ୟ ନିଆଯାଇଥିଲା ବୋଲି କୁହାଯାଉଛି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment