ଦେଖନ୍ତୁ SHOCKING ଭିଡ଼ିଓ : CCTV ରେ ରେକର୍ଡ ହୋଇଗଲା ନହେଲେ କେହି ବିଶ୍ୱାସ କରି ନଥାନ୍ତେ….

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ଯାହା କୁ ଦେଖିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ବୋଲି କୁହାଯାଉଛି |, ଆଉ ଭାଇ ରାଲ ହେଉଥିବା ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କି ସ୍କୁଟି ରେ ବିନା କାରଣ ରେ ନିଆଁ ଲାଗି ଯାଇଛି ଆଉ ଯେଉଁଥିପାଇଁ ସ୍କୁଟି କୁ ପକେଇ ଦେଇ ପଳେଇ ଆସିଛନ୍ତି ସ୍କୁଟି ଚାଳକ ଜଣଙ୍କ | ଆଉ ଶେଷରେ ନିଆଁ ଲାଗିଥିବା ସ୍କୁଟି ରେ ନିଆଁ ଲିଭାଇବା ପାଇଁ ଚେଷ୍ଟା କରିଛନ୍ତି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ଅନେକ ପ୍ରକାରର ଭିଡ଼ିଓ ମାନ ଦେଖିବାକୁ ପାଉଥିବେ , କିନ୍ତୁ ବେଳେ ବେଳେ ଦେଖିବାକୁ ମିଳିଥାଏ କି CCTV ରେ କୋଏଦ ହୋଇଥିବା କିଛି ଭିଡ଼ିଓ ଗୁଡିକ ମଧ୍ୟ ଭାଇରାଲ ହେବାରେ ଲାଗିଥାଏ ସୋସିଆଲ ମିଡ଼ିଆରେ | ଆଉ ଏଭଳି ଏକ ଭିଡ଼ିଓ ବର୍ତ୍ତମାନ ସାମ୍ନା କୁ କୁ ଆସିଛି CCTV ରେ ଭାଇରାଲ ହେଉଥିବାର ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ | ଆଉ ଯେଉଁଠି ଦେଖିବାକୁ ମିଳିଛି କି ମହିଳା ଆଉ ଯୁବକ ଜଣଙ୍କ ସ୍କୁଟି ରେ ଆସୁଥିଲେ | ଆଉ ସେହି ସମୟରେ ଦେଖିବାକୁ ମିଳିଥିଲା କି ହଠାତ ସ୍କୁଟି ରେ ନିଆଁ ଲାଗି ଯାଇଥିଲା |

ଆଉ ସେହି ନିଆଁ ଲାଗିଵା ପରେ ଯୁବକ ଆଉ ମହିଳା ଜଣଙ୍କ ଜାଣି ପାରିଥିଲେ ବୋଲି କୁହାଯାଉଛି | ତାହା ପରେ ସେମାନେ ସ୍କୁଟି ଟିକୁ ରାସ୍ତା ରେ ଛିଡା କରି ଦେଇଥିଲେ ଆଉ ସେଠାରୁ ପଳେଇ ଆସିଥିଲେ ଯେମିତି ସ୍କୁଟି ଯୋଗୁଁ ସେମାନଙ୍କର କୌଣସି କ୍ଷତି ନ ହେଉ |ଆଉ ତାହା ପରେ କୁହାଯାଉଛି କି ରାସ୍ତା ରେ ଯାଉଥିବା ଲୋକ ମାନେ ମଧ୍ୟ ସ୍କୁଟି ଟି ଜଳୁଥିବାର ଦେଖି ରାସ୍ତା ରେ ଅଟକି ଯାଇଥିଲେ | ଆଉ ତାହା ପରେ ଲୋକ ଜଣଙ୍କ ସ୍କୁଟି ରେ ଲାଗିଥିବା ନିଆଁ କୁ ଲିଭାଇବା ପାଇଁ ଚେଷ୍ଟା କରିଥିଲା |

ଯାହା ଫଳରେ ଲୋକ ଜଣଙ୍କ ବୋତଲ ରେ ପାଣି ଆଣିକି ସ୍କୁଟି ରେ ଲାଗିଥିବା ନିଆଁ କୁ ଲିଭାଇବା ପାଇଁ ଚେଷ୍ଟା କରିଥିଲା | ଆଉ ତାହା ପରେ ଲୋକ ମାନେ ମଧ୍ୟ ନିଆଁ କୁ ଲିଭାଇବା ପାଇଁ ପାଣି ଆଣିଥିଲେ ଆଉ ନିଆଁ କୁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ | ଆଉ ଶେଷରେ ନିଆଁ ଲିଭାଇବା ପାଇଁ ଗ୍ୟାସ କୁ ଆଣି ଛାଡିଥିଲେ ଆଉ ନିଆଁ କୁ ଲିଭାଇଥିଲେ ବୋଲି କୁହାଯାଉଛି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment