ବାହା ହେବେ ଓଡ଼ିଶାର IAS ଯୋଡି ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାପାଳ, ଏମିତି ଆଗରୁ କେବେ ଦେଖି ନଥିବେ….

ବନ୍ଧୁମାନେ ସୋସିଆଲ ମେଡିଆରେ ଅନେକ ସମୟରେ ନୂଆ ନୂଆ ଖବର ର ସୂଚନା ମିଳିଥାଏ ।ଆଉ ବର୍ତ୍ତମାନ ବି ଏକ ଖବର ଖୁବ ଚର୍ଚ୍ଚାର ବିଷୟ ହେବାରେ ଲାଗିଛି, କାରଣ ଏଠାରେ ଘଟଣା ହେଉଛି ଦୁଇ ଜିଲ୍ଲାପାଳ ବିଷୟରେ ।ତେବେ ଖୁବ ଜଲଦି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ସମ୍ବଲପୁର ଓ ବଲାଙ୍ଗିର ଜିଲ୍ଲାପାଳ ।ଏହି ଘଟଣା ସବୁଠି ଆଲୋଚନା ର ବିଷୟ ହେଇଥିବା ବେଳେ ଜଣାପଡିଛି କି ଉଭୟ ଆଗରୁ ବିବାହ କରିଥିଲେ ଆଉ ଡିଭର୍ସ ପରେ ପୁଣି ବିବାହ କରିବାକୁ ଯାଉଛନ୍ତି ।ତେବେ ପୁରା ଘଟଣା ଟି କଣ କେମିତି ଆସନ୍ତୁ ସେଉପରେ ଆଲୋଚନା କରିବା ।

ତେବେ ଦର୍ଶକ ବନ୍ଧୁ ଆଜିକାଲି ଆପଣ ଦେଖୁଥିବେ ଅନେକ ବାହାଘର ର ଘଟଣା ଗୁଡିକ ସୋସିଆଲ ମେଡିଆରେ ଖୁବ ଭାଇରଲ ହେବାରେ ଲାଗୁଚି ।ଆଉ ସେହି ଭିତରେ କେମିତି ବା ପଛରେ ରହିବେ ଏହି IAS ଯୋଡି, ତେବେ ଯେମିତି କିଛିଦିନ ତଳେ ଦ୍ଵିତୀୟ ବିବାହ କୁ ନେଇ ଚର୍ଚ୍ଚା ସାଉଁଟି ଥିଲେ IAS ଟିନା ଦାବି ।ଠିକ ସେହିପରି ବର୍ତ୍ତମାନ ଦ୍ଵିତୀୟ ବିବାହ କୁ ନେଇ ଚର୍ଚ୍ଚା କୁ ଆସିଛନ୍ତି ସମ୍ବଲପୁର ଓ ବଲାଙ୍ଗିର ଜିଲ୍ଲାପାଳ ।ତେବେ ସମ୍ବଲପୁର ର ଜିଲ୍ଲପାଳ ଅନନ୍ୟା ରଣା ଓ ବଲାଙ୍ଗୀର ର ଜିଲ୍ଲପାଳ ଚଞ୍ଚଳ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛି ।ତେବେ ସୂଚନା ମିଳିଛି କି ନିକଟରେ ଉଭୟଙ୍କ ର ନିର୍ବନ୍ଧ ବି ସରିଯାଇଛି ।

ତେବେ ସୂଚନା ଅନୁଯାୟୀ ଆସାମ ର ଝିଅ ଅନନ୍ୟା ପୂର୍ବରୁ କୋରାପୁଟ ର ଜିଲ୍ଲା ପାଳ ଅବଦୁଲ୍ଲା ଙ୍କୁ ବିବାହ କରିଥିଲେ । ଠିକ ସେମିତି ଚଞ୍ଚଳ ବର୍ତ୍ତମାନ ର ରାୟଗଡା ର ଜିଲ୍ଲା ପାଳ ଶ୍ରଦ୍ଧା ଙ୍କୁ ବିବାହ କରିଥିଲେ ।ହେଲେ କିଛି ଦିନ ପୂର୍ବରୁ ଉଭୟ ଙ୍କର ନିଜ ନିଜ ପାର୍ଟନର ଠାରୁ ଡିଭର୍ସ ହେଇ ଯାଇଥିଲା ଆଉ ପରେ ଅନନ୍ୟା ଓ ଚଞ୍ଚଳ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ।ଏଥିପାଇଁ ନିକଟରେ ଅନନ୍ୟା ଙ୍କ ଘରେ ଖୁବ ଆଡମ୍ବରରେ ନିର୍ବନ୍ଧ ସମାପନ ହେଇଥିଲା ।ଆଉ ଏହି ଆୟୋଜନ ରେ ଉଭୟଙ୍କ ପକ୍ଷରୁ ବନ୍ଧୁବାନ୍ଧବ ମାନେ ସାମିଲ ହେବା ସହିତ ଉଭୟ ଙ୍କର ଅନେକ ଅଫିସର ବନ୍ଧୁ ବି ଯୋଗ ଦେଇଥିଲେ ।

ଏହି ଭିତରେ ଉଭୟ ଜଣାଇ ଥିଲେ କି ସେମାନେ ଆଗାମୀ 3 ମାସ ଭିତରେ ବିବାହ କରିବେ ।ଆଉ ଏହି ବିବାହ କୁ ଉଭୟ ଖୁବ ଖୁସି ଥିବାର ବି ଜଣା ପଡିଛନ୍ତି, ତେବେ ଏମିତି ଏକ IAS ଯୋଡ଼ି ଙ୍କର ଦ୍ଵିତୀୟ ବିବାହ କରିବା ଖବର ଶୁଣିବା ପରେ ପୂର୍ବରୁ ଦ୍ଵିତୀୟ ବିବାହ କରିଥିବା IAS ଟିନା ଦାବୀ ଙ୍କ କଥା ସମସ୍ତଙ୍କର ମନେ ପଡି ଯାଇଛି ।ତେବେ ଆପଣଂକୁ ଏହି ଦୁଇ ଜିଲାପାଳ ଙ୍କ ବିବାହ କଥା ଶୁଣିବା ପରେ କେମିତି ଲାଗିଲା ନିଶ୍ଚୟ ଜଣାନ୍ତୁ ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment