VIRAL VIDEO –ଏଯାଏ ସ୍କୁଲ ଯାଇନି ସମସ୍ତ ପ୍ରଶ୍ନର ଉତ୍ତର ଫଟାଫଟ ଉତ୍ତର ଦେଉଛି କୁନି ପିଲାଟି , ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ହେବେ..

ବନ୍ଧୁଗଣ ଆପଣ ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ଅନେକ ଭିଡିଓ ଭାଇରାଲ ହେବାର ଆପଣ ଦେଖିବାକୁ ପାଉଥିବେ ନିଶ୍ଚିତ ହେଲେ ମୁଁ ଆଜି ଆପଣନଙ୍କୁ ଏକ ସୁନ୍ଦର କୁନି ଝିଅ ବିଷୟରେ କହିବି ଯିଏକି ଆଗାମୀ ଦିନରେ ଆମର ଭବିଷ୍ୟତ ହେବ |ଆଜିର କୁନି ପିଲାମାନଙ୍କ ଅନେକ ସୁନ୍ଦର ସ୍ମରଣ ଶକ୍ତି ରହିଛି ଯାହାଦ୍ଵାରା ସେମାନେ ନିଜର ସ୍ମରଣ ଶକ୍ତି ବଳରେ ଅନେକ ପୁରସ୍କାର ମଧ୍ୟ ପ୍ରାପ୍ତ କରିଛନ୍ତି |ମୁଁ ଆଜି ଆପଣକୁ ଏକ ଅଢେଇ ବର୍ଷର କୁନି ଝିଅ ବିଷୟରେ କହିବି ଯିଏକି ନିଜର ବୁଦ୍ଧିବଳରେ ଆମ ଭାରତ ସହିତ ସାରା ପୃଥିବୀର କଥା ମଧ୍ୟ ସେ ସୁନ୍ଦର ଭାବରେ କହି ପାରୁଛି |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହି କୁନି ଝିଅ ବିଷୟରେ ସମ୍ପୂର୍ଣ କଥା ଜାଣିବା |

ସବୁ ବାପା ମା ଚାହିଁଥାନ୍ତି ତାଙ୍କ ପିଲା ବଡ଼ ହେବା ସହିତ ସୁନ୍ଦର ପାଠ ପଢୁ ବାପା ମାଙ୍କ ନାଁ ଉଜ୍ୱଳ କରୁ ମାତ୍ର ସେପରି ସବୁ ପିଲାମାନେ କରନ୍ତୁ ନାହିଁ |ସବୁ ପିଲାମାନଙ୍କର ସମାନ ସ୍ମରଣ ଶକ୍ତି ରହିନଥାଏ, ସୋସିଆଲ ମିଡିଆରେ abe ଭାଇରାଲ ହେଉଥିବା କୁନି ଝିଅ ଯିଏକି ଅନେକ ସାରା ପୁରସ୍କାର ପ୍ରାପ୍ତ କରିଛି ସେ ହେଉଛନ୍ତି ପଦ୍ମପୁରର ଅର୍ଣ୍ଣିକା ଅଭିଲିପ୍ସା ପ୍ରଧାନ |ତାଙ୍କର ବୟସ ହେଉଛି ମାତ୍ର ଅଢେଇ ବର୍ଷ ଏହି ବୟସର ପିଲାମାନେ ମା କୋଳ ଛାଡି ନଥିବା ସମୟରେ ଏହି ଝିଅ ଅନେକ ଅନେକ ପୁରସ୍କାର ପ୍ରାପ୍ତ କଲାଣି |ଏହି ଝିଅ ନିଜର ସୁନ୍ଦର ସ୍ମରଣ ଶକ୍ତି ବଳରେ ଇଣ୍ଡିଆ ବୁକ ଅଫ ରେକଡ଼ରେ ନିଜର ହାସଲ କରିବା ପରେ ବର୍ତମାନ ଇଣ୍ଟାରନେସନାଲ ସ୍ତରରେ ସୁପର ଟ୍ୟାଲେଣ୍ଟ କିଡ଼ ଟାଇଟେଲ ହାସଲ କରିଛି |

ଏହି କୁନି ଝିଅ ଭଲରେ କଥା କହି ନାଶିଖିଲେ ମଧ୍ୟ ବର୍ତମାନ ପ୍ରଯ୍ୟନ୍ତ ସେ ବିଶ୍ୱ ରେକଡ଼ରେ ନିଜର ନାଁ ରଖିଲନି,ଏହି କୁନି ବୟସରେ ସେ ସ୍କୁଲ ମାଟି ମାଡ଼ିବା ଆଗରୁ ସେ ଏକାଧିକ ଜାତୀୟ ଓ ଅନ୍ତରଜାତୀୟ ସ୍ତରରେ ଅନେକ ରେକଡ଼ ମଧ୍ୟ କରିସାରିଲେଣି |ଏହି କୁନି ବୟସରେ ବିଚକ୍ଷଣ ସ୍ମରଣ ଶକ୍ତି ଓ ସାଧାରଣ ଜ୍ଞାନ ଦେଖି ଅନେକ ବ୍ୟକ୍ତି ଆଶ୍ଚର୍ଯ୍ୟ ହେଇ ଯାଉଛନ୍ତି,ସେ ଏକା ସହିତ ଶହେ ଜଣ ମହାପୁରୁଷଙ୍କନାମ ସହିତ ଅନେକ ଜାତୀୟ ପଶୁ ପକ୍ଷୀଙ୍କ ସହିତ ଅନେକ ଓଡ଼ିଆ ମାସ ଇଂରାଜୀରେ ଅନେକ ସୁନ୍ଦର କଥା ଜାଣିସାରିଲାଣି |

ତାଙ୍କର ମା କଳ୍ପନା ସାହୁଙ୍କ କହିବା ଅନୁଯାଇ ସେ ବହୁତ ଛୋଟ ବେଳୁ ନିଜର ମନେରଖିବାର ସ୍ମରଣ ଶକ୍ତିପାଇଁ ତାକୁ ଅନେକ କଥା ଶିଖିବା ପାଇଁ ସେ ଚେଷ୍ଟା କରୁଥିଲେ ପରେ ସେହି କୁନି ଝିଅ ସବୁକିଛି ନିର୍ଭୁଲ ଭାବରେ ମନେ ରଖି ପାରୁଥିଲେ |ଏଥିପାଇଁ ତାଙ୍କୁ ସମସ୍ତ ପ୍ରକାର ସୁବିଧା ସଯୋଗ ଯୋଗାଇ ଦେବା ସହିତ ସେ ତାଙ୍କର ପଢାପ୍ରତି ଅଧିକ ପ୍ରିୟ ହୋଇଥାନ୍ତି, ଏତେ କୁନି ବୟସରେ ସେ ଏତେ ଅନନ୍ୟ ପ୍ରତିଭାର ଅଧିକାରିଣୀ ହୋଇଥିବାରୁ ସ୍ଥାନୀୟ ଲୋକେ ତାଙ୍କର ବହୁତ ପ୍ରସଂଶା ମଧ୍ୟ କରୁଛନ୍ତି |ଏହି କୁନି ଝିଅର ଏଭଳି ସୁନ୍ଦର ପ୍ରତିଭା ପାଇଁ ତାଙ୍କର ଭିଡିଓ abe ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment