ବନ୍ଧୁଗଣ ଆପଣ ଆପଣଙ୍କ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନଙ୍କ ବିଷୟରେ ଜାଣିବା ପାଇଁ ଇଚ୍ଛା କରୁଥିବେ ନିଶ୍ଚିତ,ମୁଁ ଆଜି ଆପଣକୁ ଆପଣଙ୍କ ଅତି ପ୍ରିୟ ଓଡିଉଡ଼ ଅଭିନେତ୍ରୀ ଲିପ୍ସା ମିଶ୍ରଙ୍କ ବିଷୟରେ କହିବି |ଯାହା ଶୁଣିଲେ ଆପଣ ବହୁତ ଖୁସି ହେବେ, ମୁଁ ଆଜି ଆପଣକୁ ଲିପ୍ସା ମିଶ୍ରଙ୍କ ବୟସ ତାହା ସହିତ ତାଙ୍କର ପରିବାର ଲୋକ ଏବଂ ସେ କିପରି ତାଙ୍କର ଲାଇଫ ଷ୍ଟାଇଲ ଚଳନ୍ତି ସେ ବିଷୟରେ ସମ୍ପୂର୍ଣ କଥା ମୁଁ ଆପଣକୁ ଜଣେଇବି |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଆଜି ଆପଣକୁ ଆପଣଙ୍କ ପ୍ରିୟ ଅଭିନେତ୍ରୀ ଲିପ୍ସା ମିଶ୍ରଙ୍କ ବିଷୟରେ ସମ୍ପୂର୍ଣ କଥା ଜଣେଇବି |
ଆପଣଙ୍କ ପ୍ରିୟ ଅଭିନେତ୍ରୀ ଲିପ୍ସା ମିଶ୍ର ଜଣେ ଚୁଲବୁଲି ନାୟିକା ଅଟନ୍ତି, ସେ ତାଙ୍କର ସୁନ୍ଦର ଅଭିନୟ ମାଧ୍ୟମରେ ସାରା ଓଡିଶାବାସୀଙ୍କ ମନ କିଣି ପାରିଛନ୍ତି |ବର୍ତମାନ ଲିପ୍ସା ବୟସ ପ୍ରାୟ 27ବର୍ଷ ହେବ, ସେ 15ଜୁଲାଇ 1997ମସିହାରେ ଜନ୍ମ ଗ୍ରହଣ କରିଥିଲେ |ତାଙ୍କର ପ୍ରକୃତ ଘର ଢେଙ୍କାନାଳ ହୋଇଥିବା ସମୟରେ ସେ ପୁରୀ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ, ଲିପ୍ସା ମିଶ୍ରଙ୍କ ଗୋଟିଏ ଘର କଟକ ମଧ୍ୟ୍ୟ ରହିଛି |
ଲିପ୍ସା ମିଶ୍ରଙ୍କ ମଧ୍ୟ ବହୁତ ସୁନ୍ଦର ଅଟେ, ସେ ସ୍ଲିମ ଫିଗର ଅଟନ୍ତି |ଲିପ୍ସାଙ୍କ ଏଜୁକେସନ ବିଷୟରେ ଜାଣିବାକୁ ଗଲେ ସେ ଗ୍ରାଜୁଏସନ କମ୍ପ୍ଲିଲଟ କରିଛନ୍ତି, ସେ ତାଙ୍କର ସମସ୍ତ ପାଠ ଭୁବନେଶ୍ୱର ରହି ପଢ଼ିଛନ୍ତି |ଓଡ଼ିଆ ଚଳଚ୍ଚିତ୍ରର ଲିପ୍ସା ମିଶ୍ରଙ୍କ ଫେଭରାଇଟ ହିରୋ ଓ ହିରୋଇନ ହେଉଛନ୍ତି ସିଦ୍ଧାନ୍ତ ମହାପାତ୍ର ଓ ରଚନା ବାନାର୍ଜୀ |ତାଙ୍କର ଫେଭରାଇଟ ହିନ୍ଦୀ ଫିଲ୍ମର ନାଁ ହେଉଛି ରେଡିସ କିକ ଏବଂ ଯଦି ଲିପ୍ସାଙ୍କ ପ୍ରତ୍ୟେକ ଦିନ ହବି ବିଷୟରେ ଜାଣିବା ତେବେ ସେ ଅଧିକ ସମୟ ସପିଙ୍ଗକରିବା ପାଇଁ, ହେଲପିଙ୍ଗ କରିବା ପାଇ ଏବଂ ତାହା ସହିତ ଅଧିକ ସମୟ ସେ ସୁଇବା ପାଇଁ ମଧ୍ୟ ଭଲ ପାଇଥାନ୍ତି |
ଲିପ୍ସା ମିଶ୍ର ଜଣେ ଓଡିଉଡ଼ ଆକ୍ଟ୍ରସ ଅଟନ୍ତି, ସେ 2014ମସିହାରେ ସେ ତରଙ୍ଗ ଚେନାଲରେ କିଛି ଲୁହ ପିଇ ଯାଏ ଓଠ ସିରିଏଲ କରି ସେ ଦର୍ଶକ ମାନଙ୍କ ମନ ମନ କିଣିପାରିଥିଲେ |ପରେ ଲିପ୍ସା ମିଶ୍ର ସାର୍ଥକ ଟିଭିରେ ତ ଅଗଣାର ତୁଳସୀ ମୁଁ ସିରିଏଲ ମଧ୍ୟ ଅତି ସୁନ୍ଦର ଭାବରେ କରିଥିବାରୁ ତାଙ୍କୁ ଏଥିପାଇଁ ଫିଲ୍ମ କରିବାର ଅଫର ମଧ୍ୟ ଆସିଥିଲା |
ପରେ ଲିପ୍ସା ତାଙ୍କର କଳାର ଅଧିକ ଚମତ୍କାର ସେ ଓଡ଼ିଆ ଚଳଚିତ୍ର “ପିଲାଟା ବିଗିଡି ଗଲା “ଏହି ଫିଲ୍ମରେ ଦେଖିଥିଲେ, ଏହି ଫିଲ୍ମ ମାଧ୍ୟମରେ ସେ ଲକ୍ଷ୍ୟ ଲକ୍ଷ୍ୟ ଫ୍ରେଣ୍ଡ ମଧ୍ୟ କରିପାରିଥିଲେ |ଏବେ ମଧ୍ୟ ଲିପ୍ସା ଅନେକ ସିରିଏଲ ଓ ଫିଲ୍ମ କରି ଦର୍ଶକ ମାନଙ୍କ ମନରେ ଘର କରି ରହିଛନ୍ତି |ଲିପ୍ସା ପ୍ରଶନାଲଟି ବିଷୟରେ ଅନେକ ଖବର ଏବେ ସୋସିଆଲ ମିଡିଆରେ ଖୁବ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।