ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର |ତେବେ ଯେତେବେଳେ କୌଣସି ଏକ୍ଟର ବିଷୟରେ କିଛି କଥା ଶୁଣିବାକୁ ମିଳିଥାଏ ସେତେବେଳେ ସେହି ଭଳି ଭିଡ଼ିଓ ଗୁଡିକୁ ଦେଖିବା ପାଇଁ ଆମ ମାନଙ୍କର ଇଚ୍ଛା ଆଉ ଆଗ୍ରହ ବଢିବାକୁ ଲାଗିଥାଏ | ଆଉ ବର୍ତ୍ତମାନ ଆମେ ଯାହାଙ୍କ ବିଷୟରେ ଆଲୋଚନା କରିବାକୁ ଯାଉଛୁ ସେ ହେଉଛନ୍ତି ଆମ ସମସ୍ତ ଙ୍କର ପ୍ରିୟ କଳାକାର ତଥା ଏକ୍ଟର ମିହିର ଦାସ ଙ୍କ ବିଷୟରେ | ତେବେ ମିହିର ଦାସ ଙ୍କର ପୋରସନାଲ ଲାଇଫ ସହିତ ତାଙ୍କର ଏକ୍ଟିଂ କେରିୟର ବିଷୟରେ ସମସ୍ତ କଥା ବିଷୟରେ ଆସନ୍ତୁ ଆଜି ଆମେ ମାନେ ଆଲୋଚନା କରିବା |
ନିଜର ଅଭିନୟ ମାଧ୍ୟମରେ ଓଡ଼ିଆ ଫ୍ଲିମ ଇଣ୍ଡୋଷ୍ଟ୍ରି ରେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ମିହିର ଦାସ |ତାହା ସହିତ ନାୟକ, ଖୋଳ ନାୟକ ଏମିତି କି କମେଡିଆନ ଓ ଭିଲିଆନ ଭାବରେ ଅଭିନୟ କରି ଦର୍ଶକ ମାନଙ୍କର ହୃଦୟକୁ କିଣି ନେଇଛନ୍ତି ମିହିର ଦାସ | ଏହା ବ୍ୟତୀତ ଅନେକ ଫ୍ଲିମ ରେ ମଧ୍ୟ ଅଭିନୟ କରି ଦର୍ଶକ ମାନଙ୍କର ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଛନ୍ତି ମିହିର ଦାସ |
ମିହିର ଦାସ ଙ୍କର ଏକ୍ଟିଂ ଓ ପୋରସନାଲ ଲାଇଫ :-ଯାହା କୁହାଯାଉଛି କି ଅଲିଉଡ ଏକ୍ଟର ମିହିର ଦାସ 17 ଫେବୃଆରୀ 1966 ରେ ଜନ୍ମ ଗ୍ରହଣ କରିଥିଲେ |ତେବେ ଯାହା କୁହାଯାଉଛି କୁ ମିହିର ଦାସ ଙ୍କର ଘର ହେଉଛି ମୟୁରଭଞ୍ଜ ରେ | ଆଉ ତାହା ସହିତ କୁହାଯାଉଛି କି ମିହିର ଦାସ ଙ୍କର ସ୍ତ୍ରୀ ଙ୍କ ନାଁ ସଂଗୀତା ଦାସ ହୋଇଥିଲା ବେଳେ ତାଙ୍କର ବାପା ଙ୍କ ନାଁ ଅମ୍ଲାନ ଦାସ ଓ ତାଙ୍କର ମା ଙ୍କର ନାଁ ଅକ୍ଲାନ୍ତ ଦାସ ବୋଲି କୁହାଯାଉଛି | ତେବେ 2010 ମସିହାରେ ମିହିର ଦାସ ଙ୍କର ପତ୍ନୀ ଙ୍କର ମୃତ୍ୟୁ ଘଟିଥିବା ବେଳେ 2022 ରେ ମିହିର ଦାସ ଓ 2023 ରେ ଅକ୍ଲାନ୍ତ ଦାସ ଆମ ସମସ୍ତ ଙ୍କୁ ଛାଡିକି ଆର ପାରିକୁ ପଳେଇ ଯାଇଥିଲେ ବୋଲି ମଧ୍ୟ କୁହାଯାଉଛି |
ଏହା ଛଡା ଅମ୍ଲାନ ତାଙ୍କର ସାଙ୍ଗ ଭୂମିକା ଦାସ ଙ୍କୁ ବିବାହ କରିଥିଲେ | ତେବେ ମିହିର ଦାସ ଙ୍କର ପ୍ରଥମ ଚଳଚିତ୍ର ର ନାଁ ହେଉଛି ମଥୁରା ବିଜୟ | ଏହା ସହିତ କୁହାଯାଉଛି କି ଅନେକ ଫ୍ଲିମ ତାଙ୍କର ଅଭିନୟ ଜୀବନରେ ସେ କରିଛନ୍ତି ଆଉ ତାଙ୍କର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କର ହୃଦୟରେ ସ୍ୱତନ୍ତ୍ର ଘର ମଧ୍ୟ କରିଛନ୍ତି | ତାହା ବ୍ୟତୀତ ଓଡ଼ିଆ ସିନେ ପ୍ରେମୀ ମାନେ ମଧ୍ୟ ମିହିର ଙ୍କର ଅଭିନୟ କୁ ବେଶ ପସନ୍ଦ କରିବାରେ ଲାଗିଛନ୍ତି |
ତେବେ ଏହା ଥିଲା ଅଭିନେତା ମିହିର ଦାସ ଙ୍କ ବିଷୟରେ କିଛି ସୂଚନା |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।