ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର | ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ସାମ୍ନା କୁ ଆସିଥାଏ ଯାହା ଆମକୁ ଦୁଃଖ କରେଇ ଦେଇଥାଏ ଆଉ ସେହି ଭଳି ଭିଡ଼ିଓ କୁ ଦେଖିଲେ ପ୍ରକୃତିର କରାଳ ରୁପ ଜ କେତେ ଭୟଙ୍କର ହୋଇପାରେ ତାହା ଜଣା ପଡିଥାଏ ବୋଲି କୁହାଯାଉଛି | ଆଉ ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଦେଖିବାକୁ ମିଳିଛି ବନ୍ୟାରେ ନିଜକୁ ଓ ନିଜ ପରିବାର କୁ ବଞ୍ଚାଇବା ପାଇଁ କେଉଁ ଭଳି ଭାବରେ ଚେଷ୍ଟା କରୁଛନ୍ତି ଲୋକ ଜଣଙ୍କ ତାହା ଏଠାରେ ଦେଖିବାକୁ ମିଳିଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
କୁହାଯାଏ ପ୍ରକୃତି ଆଗରେ କେହି ଶକ୍ତିଶାଳୀ ହୋଇ ନ ଥାଏ, ସମସ୍ତେ ତା ଆଗରେ ହାର ମାନିଥାନ୍ତି, ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଠାରେ ଦେଖିବାକୁ ମିଳିଛି କି କାଶ୍ମୀର ରେ ବନ୍ୟା ଯୋଗୁଁ ସବୁ କିଛି ଭାସି ଯାଉଛି | ତାହା ସହିତ ବନ୍ୟାର ପ୍ରକୋପ ଏତେ ଅଧିକ ରହିଛି କି ସେହି ବନ୍ୟା ର ଭୟଙ୍କର ଦୃଶ୍ୟ କୁ ଯିଏ ବି ଦେଖୁଛି ଭୟଭୀତ ହୋଇ ଯାଉଛି ବୋଲି ମଧ୍ୟ କୁହାଯାଉଛି | ଆଉ ସେହି ବନ୍ୟା ରୁ ବଂଚିବା ପାଇଁ ଚେଷ୍ଟା ମଧ୍ୟ କରିବ ବୋଲି କୁହାଯାଉଛି |
ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ସେହିଁ ଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବୋଲି କୁହାଯାଉଛି, ଆଉ ଯେଉଁ ଭିଡ଼ିଓ ରେ ଦେଖିବାକୁ ମିଳିଛି ବନ୍ୟା ରେ କେଉଁ ଭଳି ଭାବରେ ସମସ୍ତଙ୍କୁ ଭୋସେଇ ନେଉଛି | ଆଉ ବନ୍ୟା ରେ ଗୋଟିଏ ପରିବାର ର ଲୋକ ମାନେ ସେହି ପାଣି ର ସ୍ରୋତ ଭିତରେ ଫୋସି ଯାଇଛନ୍ତି ବୋଲି କୁହାଯାଉଛି |ଆଉ ଯାହା ଫଳରେ ସେମାନେ ନିଜେ ବଂଚିବା ସହିତ ତାଙ୍କ ସହିତ ଘରେ ରହୁଥିବା ଛେଳି କୁ ମଧ୍ୟ ପାଣି ଭିତରୁ ରକ୍ଷା କରିବା ପାଇଁ ଚେଷ୍ଟା ଚଳେଇଛନ୍ତି |
ତାହା ସହିତ ଦେଖିବାକୁ ମିଳିଥିଲା କି ଉଚ୍ଚ ସ୍ଥାନ ଦେଖି ସେମାନେ ଛିଡା ହୋଇଛନ୍ତି ଆଉ ବନ୍ୟା ରୁ ରକ୍ଷା ପାଇବା ପାଇଁ ଚେଷ୍ଟା ମଧ୍ୟ କରିବାକୁ ଲାଗିଛନ୍ତି | ତେବେ ବନ୍ୟା ର ସୁଅ ଏତେ ଅଧିକ ଥିଲା କି ଯିଏ ବି ଦେଖିବ ସେ ଆଶ୍ଚର୍ଯ୍ୟ ହୋଇଯିବ ବୋଲି କୁହାଯାଉଛି | ଆଉ କିଛି ସାହାରା ନ ପାଇଁ ଲୋକ ମାନେ ସେହି ଭଳି ଛିଡା ହରିଥିବାର ଦେଖିବାକୁ ମିଳିଛି | ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।