ବନ୍ଧୁଗଣ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡିଓ ବିଷୟରେ ଆପଣ ମାନେ ସୋସିଆଲ ମିଡ଼ିଆରେ ଅନେକ ସମୟରେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି କିଛି ଘଟଣା ଆମ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆମକୁ ବହୁତ ଆଶ୍ଚର୍ଯ୍ୟ ଲାଗିଥାଏ |ଆଉ ସେହିଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି | ଆଉ ଯେଉଁଠି ଦେଖିବାକୁ ମିଳିଛି କି ଏକ ଛକ ରାସ୍ତାରେ ଯେଉଁଠି ଲୋକ ମାନଙ୍କ ର ଭିଡ଼ ଲାଗିଛି | ଆଉ ସେଠାରେ ମଧ୍ୟ ଦେଖିବାକୁ ମିଳିଛି କି କଲେଜ ପିଲା ମାନେ ମଧ୍ୟ ଯିବା ଆସିବା କରୁଛନ୍ତି | ଆଉ ଠିକ ସେତିକି ବେଳେ ଅଚାନକ ଆସିଲା ଏକ କାର | ଆଉ ସେହି କାର ନେଇଗଲା ନିରୀହ କଲେଜ ଝିଅ ମାନଙ୍କର ଜୀବନ | ତାହେଲେ ଆସନ୍ତି ନଜର ପକାଇବା ସମ୍ପୂର୍ଣ୍ଣ ଘଟଣା ଉପରେ |
ତେବେ ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ଅଭାବନୀୟ ଘଟଣା ଟି ଦେଖିବକୁ ମିଳିଛି ଗଞ୍ଜାମ ଜିଲ୍ଲାର ଏକ ରାସ୍ତାରେ | ଆଉ ଯେଉଁଠି ଦେଖିବାକୁ ମିଳିଛି କି ଲୋକ ମାନେ ରାସ୍ତାରେ ଯାଉଥିବା ସମୟରେ ରାସ୍ତା ଉପରେ ଦେଖିବାକୁ ମିଳିଛି ଏକ ମର୍ମାନ୍ତୁକ ଘଟଣା ଟି | ଆଉ ଯେଉଁଠି କଲେଜ ଝିଅ ଙ୍କ ସମେତ ରାସ୍ତାରେ ଲୋକ ମାନେ ଯାଉଥିଲେ | ଆଉ ସେହି ସମୟରେ କାର ଟି ଦ୍ରୁତ ଗତିରେ ଆସିଥିଲା | ଆଉ ସେହି କଲେଜ ଝିଅ ମାନଙ୍କର ଉପରକୁ ମାଡ଼ି ଆସିଥିଲା | ଚାହୁଁ ଚାହୁଁ ଘଟଣା ସ୍ଥଳରେ କଲେଜ ଯାଉଥିବା ଝିଅ ମାନଙ୍କୁ ଉଡେଇ ନେଇଥିଲା ବୋଲି ଦେଖିବାକୁ ମିଳିଛି |
ତେବେ ମୃତ୍ୟୁ କେତେବେଳେ କାହା ପାଖରେ ପହଂଚିଯିବ ସେ କଥା କିଏ କହି ପାରିବ | ତେବେ ବର୍ତ୍ତମାନ ସେହିଭଳି ଏକ ଦୃଶ୍ୟ ଟି ଦେଖିବାକୁ ମିଳିଛି | ଆଉ ଯେଉଁଠି ପିଲା ମାନେ ମାନ ଖୁସି ରେ ରାସ୍ତାରେ ସାଙ୍ଗ ମାନଙ୍କ ସହିତ ପଢିବା ପାଇଁ ଯାଉଥିଲେ କଲେଜ କୁ | ଆଉ କଲେଜ କୁ ଯାଉଥିବା ସମୟରେ ଆସିଗଲା ମୃତ୍ୟୁ ଆଉ ନେଇଗଲା ନିରୀହ ଝିଅ ଙ୍କର ନିରୀହ ଜୀବନ | ଆଉ ଯାହା ଚାଲିଗଲା କଲେଜ ଝିଅ ମାନଙ୍କର ଜୀବନ | ଆଉ ଏହି ଘଟଣା ଟି ରାସ୍ତା ଉପରେ ଏକ ସିସିଟିଭି ରେ କୋଏଦ ହେଉଥିବାର ଦେଖିବାକୁ ମିଳିଛି |
ଆଉ ଘଟଣା ଟିରେ ଯାହା ଜଣା ପଡୁଛି କି କାର ଟି ଗତି ଅଧିକ ଥିଲା ଆଉ ଛକ ଜାଗାରେ କାର ଚାଳକ ଜଣଙ୍କ ତାଙ୍କର ଭାରସାମ୍ୟ ହରେଇଥିବାର ଦେଖିବାକୁ ମିଳିଥିଲା | ତେବେ ଏହି ଭିଡିଓ ଟିକୁ ଦେଖିକି ଯାହା ଜଣା ପଡୁଛି କି ନିଶ୍ୱାସ କୁ ବିଶ୍ୱାସ ନାହିଁ ଆଜି କାଲି | ଆଉ କେତେବେଳେ ମୃତ୍ୟୁ ଆସିକି କାହା ପାଖରେ ପହଂଚିଯିବ ସେ କଥା କିଏ କହି ପାରିବ ବୋଲି କୁହାଯାଉଛି | ଆଉ ଯେଉଁ ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।