ଭାରତର N0.1 ମୁଖ୍ୟମନ୍ତ୍ରୀ Naveen Patnaik ଙ୍କର ଏମିତି କିଛି ଫୋଟୋ, ଆଗରୁ ଦେଖି ନଥିବେ..

ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ତ ନବୀନ ପଟ୍ଟନାୟକ ଙ୍କ ବିଷୟରେ ବେଶ ଭଲ ଭାବରେ ଜାଣିଥିବେ ଯିଏ କି ଆମ ଓଡିଶା ର ବର୍ତ୍ତମାନ ର ମୁଖ୍ୟମନ୍ତ୍ରୀ ଭାବରେ ନିୟୋଜିତ ଅଛନ୍ତି | ଆଉ ତାହା ସହିତ ଆମ ଓଡିଶା ବାସୀ ଙ୍କର ସୁଖରେ ଦୁଃଖରେ ସାଥି ହୋଇ ଓଡିଶା ର ଲୋକ ମାନଙ୍କର ସେବା ରେ ନିଜକୁ ଉତ୍ସର୍ଗ କରି ଦେଇଛନ୍ତି ବୋଲି କୁହାଯାଉଛି | ତାହା ସହିତ ନବୀନ ପଟ୍ଟନାୟକ ଆମ ଓଡିଶା ର ସବୁଠାରୁ ଦୀର୍ଘତମ ମୁଖ୍ୟମନ୍ତ୍ରୀ ଭାବରେ ଶାସନ ଭାରକୁ ଗ୍ରହଣ କରିଛନ୍ତି | ତାହେଲେ ଆସନ୍ତୁ ବନ୍ଧୁଗଣ ସେହି ନବୀନ ପଟ୍ଟନାୟକ ଙ୍କ ବିଷୟରେ ଜାଣିବା |

ନବୀନ ପଟ୍ଟନାୟକ ଙ୍କର ଜନ୍ମ, ଫେମିଲି ଓ ଏଜୁକେସନ :-କଟକ ଜିଲ୍ଲା ରେ 16 ଅକ୍ଟୋବର 1946 ମସିହା ରେ ନବୀନ ପଟ୍ଟନାୟକ ଜନ୍ମଗ୍ରହଣ କରିଥିଲେ | ଆଉ ଯିଏ କି ଆମ ଓଡିଶା ର 14 ତମ ମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତ ଅଛନ୍ତି | ତାହା ସହିତ କୁହାଯାଉଛି କି ନବୀନ ପଟ୍ଟନାୟକ ଙ୍କ ବାପା ଙ୍କ ନାଁ ହେଉଛି ବିଜୁ ପଟ୍ଟନାୟକ ଓ ମା ଙ୍କ ନାଁ ଜ୍ଞାନ ଦେବୀ | ନବୀନ ଙ୍କର ବାପା ଙ୍କ ର ମୃତ୍ୟୁ ହେବା ପରେ ବିଜୁ ଜନତା ଦଳ ର ମୁଖ୍ୟ ଭାବରେ ନବୀନ ପଟ୍ଟନାୟକ ଦାୟିତ୍ୱ ନେଇଥିଲେ ବୋଲି କୁହାଯାଉଛି |

ତାହା ସହିତ ନବୀନ ପଟ୍ଟନାୟକ ୱେଲହମ ସ୍କୁଲ ଡେରାଡୁନ ରେ ପାଠ ପଢ଼ିଥିଲେ ତାହା ପରେ ସେ ଦୂନ ସ୍କୁଲ ରେ ଆଉ ତାହା ପରେ ତାହା ପରେ ସେ ଷ୍ଟିଫନ କଲେଜ ରେ ଦିଲ୍ଲୀ ୟୁନିଭରସିଟି ରେ ପାଠ ପିଢ଼ିଥିଲେ ଓ କଳା ରେ ତାଙ୍କର ଡିଗ୍ରୀ ହାସଲ କରିଛନ୍ତି ବୋଲି କୁହାଯାଉଛି |

ତେବେ ନବୀନ ପଟ୍ଟନାୟକ 3 ଟି ବହି ମଧ୍ୟ ନିଜେ ଲେଖିଛନ୍ତି | ଓଡ଼ିଆ, ହିନ୍ଦୀ, ଇଂରାଜୀ ଓ ମରାଠୀ ନବୀନ ପଟ୍ଟନାୟକ ଙ୍କୁ ଜଣା ଅଛି କିନ୍ତୁ ସେ ଓଡ଼ିଆ ଭାଷା କୁ ଠିକ ଭାବରେ କହି ପାରନ୍ତି ନାହିଁ | 1996 ମସିହାରେ ଲୋକ ସଭା ରେ ଆସ୍କା ରେ ବିଜୁ ଜନତା ଦଳ ର ପ୍ରାଥୀ ଭାବରେ ଆସନ ପାଇଥିଲେ | ତାହା ପରେ 1998 ମସିହାରେ BJD ଦଳ ତାଙ୍କର ବାପା ଙ୍କ ନାଁ ରେ ଗଢିଥିଲେ | ତାହା ସହିତ 1999 ରେ ବାଲପେୟୀ ସରକାର ଥିବା ସମୟରେ ସେ କେନ୍ଦ୍ର ରେ ମଧ୍ୟ ଏଣ୍ଟ୍ରି ମାରିଥିଲେ |

ତାହା ସହିତ ବିଧାନସଭା ରେ ସିଟ ପାଇବା ପରେ ସେ ଓଡିଶା ଆସିଥିଲେ ଆଉ ସେଠାରେ ମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଥିଲେ | ତେବେ ସେ ସବୁବେଳେ ନିଜର ସଂଖ୍ୟା ଗରିଷ୍ଟତାକୁ ବଜାଇ ରଖି ଜିତି ଚାଲିବା ସହିତ ଓଡିଶା ରେ ନିଜର ସ୍ୱତନ୍ତ୍ର ସ୍ଥାନ ବନେଇ ପାରିଛନ୍ତି ବୋଲି କୁହାଯାଉଛି | ତେବେ ଏହା ଥିଲା ଆମ ଓଡିଶା ର ମୁଖ୍ୟମନ୍ତ୍ରୀ ଙ୍କ ବିଷୟରେ କିଛି ସୂଚନା |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment