ଦେଖନ୍ତୁ OLLYWOOD ଭିଡିଓ ଲିଭର ଜନିତ ରୋଗରେ ପଡିତ ଥିବା ଅଭିନେତା ପିଣ୍ଟୁ ନନ୍ଦ ଙ୍କ ପରିବାର ଏବଂ ପୁଅ ଝିଅ ଙ୍କୁ ପ୍ରଥମ ଥର ପାଇଁ ଦେଖନ୍ତୁ…

ଆପଣ ମାନେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଆମ ମାନଙ୍କ ସାମ୍ନା କୁ ଆସିଥାଏ ଯାହା ଆମ ସମସ୍ତଙ୍କୁ ଦୁଃଖରେ ଭୋସାଇ ଦେଇଥାଏ |ଆଉ ସେହିଭଳି ଏକ ଘଟଣା ହେଉଛି ପିଣ୍ଟୁ ନନ୍ଦ ଙ୍କର ସ୍ୱାସ୍ଥ ଅବସ୍ଥା ଖରାପ ଥିବାକୁ ନେଇକି କିଛି କଥା | ଯେଉଁଠି କୁହାଯାଉଛି କି ପିଣ୍ଟୁ ନନ୍ଦ ଜଣେ ଭଲ ଏକ୍ଟର ସାଙ୍ଗକୁ ଭଲ ମଣିଷ ମଧ୍ୟ | ଆଉ ତାଙ୍କର ଏହିଭଳି ଅବସ୍ଥା ସମସ୍ତଙ୍କୁ ଦୁଃଖ ଦେଇଛି ବୋଲି ମଧ୍ୟ କୁହାଯାଉଛି |ତାହେଲେ ଆସନ୍ତୁ ବନ୍ଧୁଗଣ ପିଣ୍ଟୁ ନନ୍ଦ ଙ୍କର ପରିବାରରେ ଆଉ କିଏ କିଏ ଅଛନ୍ତି ଆଉ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ଜାଣିବା |

ତେବେ ଆପଣ ମାନେ ସମସ୍ତେ ଅଲିଉଡ ର ଜଣେ ବେଶ ସୁନାମ ଧନ୍ୟ କଳାକାର ଯାହାଙ୍କର କଳା ଆଉ ଅଭିନୟ ର କମାଲ ସାରା ଓଡିଶା ର ଲୋକ ମାନଙ୍କର ମନକୁ ଖୁସି କରେଇଛି | ତାହା ସହିତ ତାଙ୍କର ଅଭିନୟ ମାଧମରେ ସେ ଦର୍ଶକ ମାନଙ୍କ ପାଖରେ ପହଞ୍ଚି ପାରିଛନ୍ତି ଓ ଦର୍ଶକ ମାନଙ୍କର ଭଲ ପାଇବା ଯୋଗୁଁ ଜଣେ ଭଲ କଳାକାର ହୋଇ ପାରିଛନ୍ତି ସେ ହେଉଛନ୍ତି ପିଣ୍ଟୁ ନନ୍ଦ |ଆଉ ତାହା ସହିତ ଅନେକ ଫ୍ଲିମ କରିଛନ୍ତି ସେ ଅଲିଉଡ ଇଣ୍ଡୋଷ୍ଟ୍ରି ପାଇଁ, ନାୟକ, ଖୋଳ ନାୟକ ଏମିତି କି ଅନେକ କମେଡି ସିନ ରେ ମଧ୍ୟ ତାଙ୍କର ଅଭିନୟ ର କମାଲ ଦେଖାଇଛନ୍ତି |

ଆଉ ବିଶେଷ କରିକି କୁହାଯାଉଛି ପି ପିଣ୍ଟୁ ନନ୍ଦ ଙ୍କର ପରିବାର କହିଲେ ତାଙ୍କ ର ସ୍ତ୍ରୀ ଦୁଇ ପୁଅ ଆଉ ସେ ନିଜେ |ତାହା ସହିତ ପିଣ୍ଟୁ ନନ୍ଦ ଙ୍କର ବଡ଼ ଭାଇ ଙ୍କର ପରିବାର ମଧ୍ୟ ରହିଛି ସେମାନେ ମଧ୍ୟ ପିଣ୍ଟୁ ଙ୍କ ସହିତ ମିଶି ଥାନ୍ତି | ତେବେ ପିଣ୍ଟୁ 1947 ମସିହା ରେ ଜନ୍ମଗ୍ରହଣ କରିଥିଲେ ଜଗତସିଂହପୁର ଜିଲ୍ଲା ରେ | ଆଉ ଅଭିନୟ ପ୍ରତି ତାଙ୍କ ର ପ୍ରବଳ ଇଛା ଥିଲା, ଆଉ ଯେଉଁଥିପାଇଁ ସେ ଅଭିନୟ ଜଗତରେ ପାଦ ରଖିବାକୁ ଇଚ୍ଛା କରିଥିଲେ ବୋଲି ମଧ୍ୟ କୁହାଯାଉଛି |

ତା ହା ବ୍ୟତୀତ ପିଣ୍ଟୁ ନନ୍ଦ ଜଣେ ବହୁତ ଭଲ ଏକ୍ଟର ହୋଇଥିବା ବେଳେ ବହୁତ ଭଲ ମଣିଷ ମଧ୍ୟ | କିନ୍ତୁ ବର୍ତ୍ତମାନ ପିଣ୍ଟୁ ନନ୍ଦ ଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଅଛି, ଆଉ ତାହା ସହିତ କୁହାଯାଉଛି କି ଲିଭର ଜନିତ ରୋଗ ରେ ପୀଡିତ ଅଛନ୍ତି ପିଣ୍ଟୁ ନନ୍ଦ | ତାହା ବ୍ୟତୀତ ପିଣ୍ଟୁ ନନ୍ଦ ଙ୍କୁ AIIMS ର ହସ୍ପିଟାଲ ରେ ଚିକିତ୍ସିତ କରାଯାଉଥିବା ବେଳେ ଏବେ ଦିଲ୍ଲୀ କୁ ନିଆଯାଇଛି | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment