ହଁ ଦର୍ଶକ ବନ୍ଧୁ ଆପଣ ମାନେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଦେଖିବାକୁ ପାଉଥିବେ | ତେବେ ଅନେକ ସମୟରେ ଆମର ହିରୋ ଆଉ ହିରୋଇନ ମାନଙ୍କୁ ନେଇକି ଅନେକ କିଛି କୋଠା ଭାଇରାଲ ହେଉଥିବାର ମଧ୍ୟ ଆପଣ ମାନେ ଦେଖୁଥିବେ | ତେବେ ବର୍ତ୍ତମାନ ଯାହାଙ୍କ ବିଷୟରେ ଭାଇରାଲ ହେବାରେ ଲାଗିଛି ସେ ହେଉଛନ୍ତି ଅଲିଉଡ ର ଜଣେ ଜଣା ଶୁଣା ଅଭିନେତ୍ରୀ ଚୁଲବୁଲି ନାୟିକା ସମସ୍ତଙ୍କ ପ୍ରିୟ କଳାକାର ପ୍ରକୃତି ମିଶ୍ର ଙ୍କ ବିଷୟରେ | ତେବେ ଆସନ୍ତୁ ବନ୍ଧୁଗଣ ପ୍ରକୃତି ମିଶ୍ର ଙ୍କର ଲାଇଫ ଷ୍ଟାଇଲ ସହିତ ସମସ୍ତ କଥା ବିଷୟରେ ଆସନ୍ତୁ ଆଜି ଆମେ ଜାଣିବା |
ଅଲିଉଡ ଇଣ୍ଡୋଷ୍ଟ୍ରି ରେ ନିଜର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ସେହି ସୁନ୍ଦରୀ ଜଣା ଶୁଣା ଅଭିନେତ୍ରୀ ପ୍ରକୃତି ମିଶ୍ର | ତାହା ସହିତ କୁହାଯାଉଛି କି ଛୋଟ ବେଳ ରୁ ସେ ଆମ ଅଲିଉଡ ଇଣ୍ଡୋଷ୍ଟ୍ରି ରେ କାମ କରି ଅନେକ ନାଁ ମଧ୍ୟ କମେଇଛନ୍ତି ସେହି ଚୁଳ ବୁଲି ନାୟିକା ଜଣଙ୍କ | ତାହା ସହିତ ନିଜର ଅଭିନୟ ମାଧ୍ୟମରେ ଓଡିଶା ର ଅଗଣିତ ଦର୍ଶକ ମାନଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ବନେଇ ପାରିଛନ୍ତି ପ୍ରକୃତି ମିଶ୍ର | ଆଉ ଓଡିଶା ର ଘରେ ଘରେ ନିଜର ଅଭିନୟ ମାଧ୍ୟମରେ ଅନେକ ପ୍ରସଂଶା ମଧ୍ୟ ସାଉଁଟିଛନ୍ତି ପ୍ରକୃତି ମିଶ୍ର |
ପ୍ରକୃତି ମିଶ୍ର ଙ୍କର ଫେମିଲି :-କୁହାଯାଉଛି କି ପ୍ରକୃତି ମିଶ୍ର ଭୁବନେଶ୍ୱର ରେ ଜନ୍ମ ଗ୍ରହଣ କରିଥିଲେ 3 ମାର୍ଚ୍ଚ 1995 ମସିହାରେ | ତାହା ସହିତ ପ୍ରକୃତି ମିଶ୍ର ଙ୍କର ବାପା ଙ୍କର ନାଁ ମନ୍ମଥ ମିଶ୍ର ଯାହାଙ୍କ ଆପଣ ମାନେ ବେଶ ଭଲ ଭାବରେ ଜନଥିଲେ, ଆଉ ତାଙ୍କର ମା ଙ୍କର ନାଁ ହେଉଛି କୃଷ୍ଣରାଣୀ ମିଶ୍ର | ତେବେ ପ୍ରକୃତି ଙ୍କର ହାଇଟ 5 ଫୁଡ 8 ଇଞ୍ଚ ହୋଇଥିବା ବେଳେ ପ୍ରକୃତି ଙ୍କର ୱେଟ55, ତାହା ସହିତ ପ୍ରକୃତି ଙ୍କର ସ୍କିନ ର ରଙ୍ଗ ଧଳା ଓ ହେୟାର ବ୍ଲାକ |
ପ୍ରକୃତି ଙ୍କର ଏଜୁକେସନ :-ପିଲାଦିନ ରୁ ପ୍ରକୃତି ଓଡିଶା ରେ ଅର୍ଥାତ ଭୁବନେଶ୍ୱର ରେ ରହୁଥିବାରୁ ସେ ଭୁବନେଶ୍ୱର ର DAV ପବ୍ଲିକ ସ୍କୁଲ ରେ ପାଠ ପଢ଼ିଥିଲେ | ଆଉ ତାହା ପରେ ରମା ଦେବୀ କଲେଜ ରେ ସେ ତାଙ୍କର ଗ୍ରାଜୁଏସନ କମ୍ପ୍ଲିଟ କରିଥିଲେ | ତେବେ ସେ ଇଂରାଜୀ, ହିନ୍ଦୀ ଆଉ ଓଡ଼ିଆ ରେ କୋଠା ହୋଇ ପାରନ୍ତି |
ପ୍ରକୃତି ଙ୍କ କେରିୟର :-କୁହାଯାଉଛି କି ପ୍ରକୃତି ଜଣେ ଭଲ ଏକ୍ଟର, ଡାନ୍ସର ସାଙ୍ଗକୁ ସିଙ୍ଗର ମଧ୍ୟ | ତାହା ବ୍ୟତୀତ ତାଙ୍କର ଫେବୋରାଇଟ ଏକ୍ଟର ଅମ୍ଲାନ ଓ ଅର୍ଚ୍ଚିତା ବୋଲି କହିଛନ୍ତି | ତେବେ ପ୍ରକୃତି ଜଣେ ଚାଇଲଡ ଆଟିଷ୍ଟ ଭାବରେ 2000 ରେ ହରି ଭାଇ ହରେନା ରେ ଅଭିନୟ କରିଥିଲେ |
ତେବେ ଏହା ଥିଲା ପ୍ରକୃତି ମିଶ୍ର ଙ୍କ ବିଷୟରେ ସମ୍ପୂର୍ଣ୍ଣ ସୂଚନା |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।