omg ! ରାସ୍ତା ଉପରେ ଦୁଇଟି ମାଙ୍କଡ଼ ( monkey ) କଲେ ଏମିତି ଡ୍ୟାନ୍ସ…ଦେଖିଲେ ଆଶ୍ଚର୍ଯ୍ୟ ହେବେ…

ଆଜିର ଦିନରେ ଯୁବପୀଢ଼ି ଙ୍କ ପ୍ରଥମ ପସନ୍ଦ ସୋସିଆଲ ମିଡ଼ିଆ। ଏହି ସୋସିଆଲ ମିଡିଆର ଚାହିଦା ଆଜିର ଦିନରେ ଖୁବ୍ ଅଧିକ୍। ଯଦି ଆଜିର ଦିନରେ ଯୁବ ପିଢି ନିଜ ବ୍ୟସ୍ତ ବହୁଳ ଜୀବନ ରୁ ଟିକେ ସମୟ ପାଉଛନ୍ତି ତେବେ ସେମାନେ ପ୍ରଥମେ ସୋସିଆଲ ମିଡିଆ ବ୍ୟବହାର କରିବା ପାଇଁ ପସନ୍ଦ କରୁଛନ୍ତି। ଖାଲି ଯୁବପିଢ଼ି ନୁହଁନ୍ତି ପିଲା ଠୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡିଆ ରେ ଏକ୍ଟିଭ୍ ରହିଥିବାର ଦେଖିବାକୁ ମିଳୁଛି।

ତେବେ ଆଜିର ଏହି ସୋସିଆଲ ମିଡିଆ ଯୁଗ ରେ ଏବେ କୌଣସି ଖବର ଲୋକଙ୍କ ଦୃଷ୍ଟିରୁ ଅଛପା ରହୁ ନାହିଁ। ଗୋଟିଏ ଛୋଟ ଖବର ହେଲେ ବି ନିମିଷକ ରେ ତାହା ଚାରି ଆଡ଼େ ପ୍ରଘଟ ହୋଇ ଯାଉଛି। ଆପଣ ପ୍ରତିଦିନ ସୋସିଆଲ ମିଡିଆ ରେ ଅନେକ ଖବର ସଂସ୍ପର୍ଶରେ ଆସୁଥିବେ। ଆଉ ଏ ସବୁ କୁ ପସନ୍ଦ ମଧ୍ୟ କରୁଥିବେ। ସୋସିଆଲ ମିଡ଼ିଆ ମାଧ୍ୟମରେ ବହୁତ୍ ଭିଡିଓ ଏବେ ଭାଇରାଲ ମଧ୍ୟ ହେଉଛି।ତେବେ ନିକଟରେ ଏମିତି ଏକ ଭିଡିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି ଯାହା ଦର୍ଶକ ମାନଙ୍କୁ ବହୁ ମାତ୍ରା ରେ ପସନ୍ଦ ଆସିଛି। ଏଠାରେ ଦେଖିବାକୁ ମିଳିଛି ମାଙ୍କଡ଼ ଖେଳ। ଯାହା ବେଶ୍ ମଜାଦାର ରହିଛି। ମାଲିକ୍ ଓ ମାଙ୍କଡ ମଧ୍ୟରେ ଏହି ଖେଳ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ।

ତେବେ ଦେଖନ୍ତୁ ଏହି ଭିଡିଓ କିପରି ଚାଲିଚି ମାଙ୍କଡ ଖେଳ।ଲୋକେ ମଧ୍ୟ ଖୁବ ଆନନ୍ଦର ସହ ଦେଖୁଛନ୍ତି ମାଙ୍କଡ ଆଉ ମାଲିକ ମଧ୍ୟରେ ଚାଲିଥିଲା ଏହି ଖେଳ। ଏହି ଭିଡିଓ ରହିଛି ଖୁବ୍ ମଜାଦାର। ମାଲିକର ପ୍ରଶିକ୍ଷଣ କୁ ଠିକ୍ ବୁଝି ପାରୁଛନ୍ତି ଏହି ମାଙ୍କଡ ମାନେ। ଆଉ ମାଲିକ ଯେମିତି ଯେମିତି କହି ଚାଲିଛି ମାଙ୍କଡ ଦୁଇଟି ଠିକ୍ ସେମିତି ହରକତ କରୁଛନ୍ତି। ମାଲିକର ଇଶରାକୁ ମାଙ୍କଡ ଦୁଇଟି ଏମିତି ଜାଣି ଦେଉଛନ୍ତି ଯିଏ କେହି ଦେଖିଲେ ଆଶ୍ଚର୍ଯ୍ୟ ହୋଇ ଯିବ।

ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଲୋକେ ଜମେଇକି ଦେଖୁଛନ୍ତି ଏବଂ ଖୁବ୍ ଏଞ୍ଜୟ୍ ମଧ୍ୟ କରୁଛନ୍ତି। ତେବେ ଭାଇରାଲ୍ ହେଉ ଥିବା ଏହି ଭିଡିଓ କୁ ବର୍ତ୍ତମାନ ସୁଦ୍ଧା ଦୁଇ ମିଲିୟନ ରୁ ଉର୍ଦ୍ଧ୍ବ ଦର୍ଶକ ଦେଖି ସାରି ଲେଣି। ଭିଡିଓ କୁ ଦର୍ଶକ ମାନେ ବହୁ ମାତ୍ରା ରେ ପସନ୍ଦ କରିବା ସହ ଖୁବ୍ ମଜାଦାର କମେଣ୍ଟ ମଧ୍ୟ ଦେଉ ଥିବାର ଦେଖିବାକୁ ମିଳୁଛି। ତେବେ ଆପଣ ମଧ୍ୟ ଏହି ଭିଡିଓ କୁ ଦେଖନ୍ତୁ ଏହା ଆପଣଙ୍କୁ ଖୁବ୍ ପସନ୍ଦ ଆସିବ ଏହା ସହିତ ଆପଣ ଖୁବ୍ ଏଞ୍ଜୟ୍ ମଧ୍ୟ କରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment