ଓଡ଼ିଶାର No.୧ youtuber ରୁପା ଓ ପିଣ୍ଟୁ କେମିତି ପାଳିଲେ ଭଦ୍ରକ ରାମନବମୀ , ଦେଖନ୍ତୁ video ..

ବନ୍ଧୁଗଣ ଆପଣ ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ଅନେକ ଭିଡିଓ ଭାଇରାଲ ହେବାର ଆପଣ ଦେଖିବାକୁ ପାଉଥିବେ ନିଶ୍ଚିତ ହେଲେ ମୁଁ ଆଜି ଆପଣଙ୍କୁ ଆପଣଙ୍କ ପ୍ରିୟ ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସର ଏକ ସୁନ୍ଦର ବ୍ଲଗ ଭିଡିଓ ବିଷୟରେ ଜଣେଇବି |ଆପଣଙ୍କ ପ୍ରିୟ ପିଣ୍ଟୁ ଭାଇନାକୁ ଘର ଭଦ୍ରକ ଜିଲ୍ଲାରେ ଆପଣ ତାହା ଜାଣିଥିବେ ନିଶ୍ଚିତ ସେ ତାଙ୍କ ଜିଲ୍ଲାରେ କିପରି ଆମର ଏହି ପବିତ୍ର ରାମ ନବମୀକୁ ପାଳନ କରୁଛନ୍ତି ତାହା ସେ ଭିଡିଓ ମାଧ୍ୟମରେ ଦେଖାଇଛନ୍ତି |ମୁଁ ଆଜି ଆପଣକୁ ପିଣ୍ଟୁ ଭାଇଙ୍କ ରାମ ନବମୀ ଉତ୍ସବର ଭିଡିଓ ବିଷୟରେ ସମ୍ପୂର୍ଣ କଥା ଜଣେଇବି, ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ଘଟଣା ବିଷୟରେ ସମ୍ପୂର୍ଣ କଥା ଜାଣିବା |

ରୂପା ପିଣ୍ଟୁଙ୍କ ଯୋଡିକୁ ସାରା ଓଡିଶା ବାସୀ ବହୁତ ପସନ୍ଦ କରନ୍ତି, ସେମାନେ ପ୍ରଥମେ ଛୋଟ ଛୋଟ ଟିକଟକ ଭିଡିଓ କରି ଲୋକଙ୍କ ପ୍ରିୟ ହୋଇଥିବା ସମୟରେ ଭାଗ୍ୟର ସପୋର୍ଟ ସହିତ ସାରା ଓଡିଶାବାସୀଙ୍କ ଭଲ ପାଇବା କାରଣରୁ ସେ ବର୍ତମାନ ଅନେକ ସୁନ୍ଦର ଆଲବମ ଭିଡିଓ କରି ମଧ୍ୟ ଅନେକ ଦର୍ଶକ ମାନଙ୍କ ମନ କିଣି ପାରିଛନ୍ତି |ଆମ ଓଡ଼ିଶାର ଘରେ ଘରେ ଏବେ ରୂପା ପିଣ୍ଟୁ ବହୁତ ପରିଚିତ ହୋଇଗଲେଣି, ରୂପାଙ୍କ ଭିଡିଓ ସହିତ ତାଙ୍କର ସୁନ୍ଦର କଥା ଶୁଣିବାକୁ ଦର୍ଶକ ବହୁତ ଭଲ ପାଇଥାନ୍ତି |

ପିଣ୍ଟୁ ତାଙ୍କର ପ୍ରତ୍ୟେକ ଦିନ ଘଟଣା ସେ ଓଡିଶାବାସୀଙ୍କୁ ନିଜର ବ୍ଲଗ ଭିଡିଓ ମାଧ୍ୟମରେ ଜଣେଇଥାନ୍ତି, ତାଙ୍କର ବ୍ଲଗ ଭିଡିଓ ଦେଖିବା ପାଇଁ ଅନେକ ଦର୍ଶକ ବହୁତ ଡିମାଣ୍ଡ କରିଥାନ୍ତି |ଆମର ବର୍ତମାନ ରାମ ନବମୀ କିଛି ଭିଡିଓ ନିଜର ବ୍ଲଗ ଭିଡିଓ ମାଧ୍ୟମରେ ଜଣାଇଛନ୍ତି, ପିଣ୍ଟୁ ତାଙ୍କର ଭଦ୍ରକରେ କିପରି ରାମ ନବମୀ ପାଳନ କରାଯାଉଛି ତାର କିଛି ଭିଡିଓ ସେ ନିଜର ବ୍ଲଗ ମାଧ୍ୟମରେ ଦେଖାଇଛନ୍ତି |ସେଠାରେ ଅନେକ ରାମ ଭକ୍ତ ଉପସ୍ଥିତ ହେବା ସହିତ ତାହା ବହୁତ ଯାକଯମକରେ ପାଳନ କରାଯାଉ ଥିବାର ଦେଖିବାକୁ ମିଳିଛି |

ଭଦ୍ରକରେ ଏହି ରାମ ନବମୀ ବହୁତ ଧୁମ ଧାମରେ ପାଳନ କରାଯାଏ, ଅନେକ ବଡ଼ ବଡ଼ ବାଦ୍ୟ ଯନ୍ତ୍ର ସହିତ ଅନେକ ସୁନ୍ଦର ଲାଇଟ ବ୍ୟବସ୍ତା ମଧ୍ୟ ହୋଇଛି |ସେଠାରେ ସହ ବ୍ୟକ୍ତି ଉପସ୍ଥିତ ହୋଇ ଏହି ରାମ ନବମୀର ମଜା ନେଉଛନ୍ତି, ତାହା ସହିତ ସେମାନେ ନିଜ ମନ ଖୁସିରେ ନାଚିବାର ମଧ୍ୟ ଦେଖିବାକୁ ମିଳିଛି |ପ୍ରାୟ ଏକ କିଲୋମିଟର ପପ୍ରଯ୍ୟନ୍ତ ରାସ୍ତା ସେମାନେ କଭର କରିବା ସହିତ ସମସ୍ତେ ହନୁମାନଙ୍କ ବାନା ଉଡାଇ ଜୟ ଶ୍ରୀରାମ କହି ରାଲେ କରୁଛନ୍ତି |

ଏହି ରାମ ନବମୀର ଉତ୍ସାବ ଭଦ୍ରକ ଜିଲ୍ଲାରେ ଖୁବ ଧୁମ ଧାମରେ ପାଳନ କରାଯିବାର ଦେଖିବାକୁ ମିଳିଛି ଏହା ସହିତ ଅନେକ ସ୍ଥାନରୁ ଲୋକ ଆସି ସେଠାରେ ଉପସ୍ଥିତ ହେବାର ମଧ୍ୟ ଦେଖିବାକୁ ମିଳିଛି |ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସର ବ୍ଲଗ ଭିଡିଓରେ ଭଦ୍ରକ ରାମ ନବମୀର ଉତ୍ସବ ଏବେ ସୋସିଆଲ ମିଡିଆରେ ଖୁବ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment