ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ପ୍ରତେକ ଦିନ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା ହେଉଛି ସନି ଲିଅନି ଙ୍କ ବିଷୟରେ | ଆଉ ଯେଉଁଠି କୁହାଯାଉଛି କି ସୋସିଆଲ ମିଡ଼ିଆରେ ଯେତେବେଳେ କୌଣସି ହିରୋ ଆଉ ହିରୋଇନ ମାନଙ୍କର କଥା କୁ ନେଇକି ଭାଇରାଲ ହେବାକୁ ଲାଗିଥାଏ କିଛି କଥା ତାହେଲେ ସେହି ଭଳି ଭିଡ଼ିଓ କୁ ଦେଖିବା ପାଇଁ ଆମ ମାନଙ୍କର ଇଚ୍ଛା ଆଉ ଆଗ୍ରହ ବଢ଼ି ଯାଇଥାଏ ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ବନ୍ଧୁ ଗଣ ବର୍ତ୍ତମାନ ଭାଇରାଲ ହେଉଥିବା ସେହି ହଟ ଡାନ୍ସର ସନି ଲିଅନି ଙ୍କ ବିଷୟରେ ଜାଣିବା |
ସନି ଙ୍କର ଜନ୍ମ ଓ ଫେମିଲି :-ତେବେ ଆପଣ ମାନେ ସମସ୍ତେ ସନି ଲିଅନି ଙ୍କ ବିଷୟରେ ବେଶ ଭଲ ଭାବରେ ଜାଣିଥିବେ | ତେବେ ସନି ଲିଅନି ଙ୍କର ପୁରା ନାଁ ହେଉଛି କରଞ୍ଜିତ କୌର ଭେହେରା , ଆଉ ଯେଉଁଠି କୁହାଯାଉଛି କି ସନି ଲିଅନି ଙ୍କର ଜନ୍ମ 13 ମେ 1981 ରେ ହୋଇଥିଲା କାନାଡ଼ା ସହରରେ ବୋଲି କୁହାଯାଉଛି |
ତେବେ ସନି ଲିଅନି ଙ୍କର ହାଇଟ 5 ଫୁଟ 4 ଇଞ୍ଚ ହୋଇଥିବା ବେଳେ ତାଙ୍କର ୱେଟ 55 ବୋଲି କୁହାଯାଉଛି | ତେବେ ସନି ଙ୍କର ବାପା ଓ ମା ଏହି ଦୁନିଆରେ ନାହାନ୍ତି କିନ୍ତୁ ତାଙ୍କର ଜଣେ ଭାଇ ଅଛନ୍ତି ଯାହାଙ୍କର ନାଁ ସନ୍ଦୀପ କୌରା ବୋଲି କୁହାଯାଉଛି | ତେବେ ସନି 1011 ରେ ଡନୀଲ ଙ୍କୁ ବିବାହ କରିଥିଲେ ଆଉ ତାଙ୍କର 3 ଜଣ ପିଲା ମଧ୍ୟ ଅଛନ୍ତି |
ତାହା ସହିତ କୁହାଯାଉଛି କି ସନି 2004 ମସିହାରେ ଫୋଟ ସୁଟ ର ଅଫର ଆସିଥିଲା ଆଉ ସେହି ସମୟରେ ସେ ଫୋଟ ସୁଟ କରିଥିଲେ ଆଉ ଚାରିଆଡେ ଫେମସ ମଧ୍ୟ ହୋଇ ପାରିଥିଲେ |ତାହା ବ୍ୟତୀତ କୁହାଯାଉଛି କି ସନି ଲିଅନି 40 ରୁ ଅଧିକ ପର୍ଣ୍ଣ ଭିଡ଼ିଓ ରେ କାମ କରି ସାରିଛନ୍ତି ଆଉ ତାହା ପରେ ସେ ଫେମସ ହୋଇ ଯାଇଥିଲେ ଆଉ 2011 ରେ ସେ ବିଗ ବସ ଟେ ମଧ୍ୟ ଏଣ୍ଟ୍ରି କରିଥିଲେ ବୋଲି କୁହାଯାଉଛି |
ତେବେ ସନି 22 ରୁ ଅଧିକ ବଲିଉଡ ଫ୍ଲିମ ରେ କାମ କରି ନିଜର ପ୍ରସଂଶା ସାଉଁଟିଛନ୍ତି ବୋଲି କୁହାଯାଉଛି | ତାହା ବ୍ୟତୀତ ସନି ଲିଅନି ସାଉଥ ମୁଭିରେ ମଧ୍ୟ କାମ କରିଛନ୍ତି | ଅନେକ ଆଇଟମ ଡାନ୍ସ ରେ ବଲିଉଡ ସହିତ କାମ କରି ସେ ନିଜର ପରିଚୟ ସୃଷ୍ଟି କରି ପାରିଛନ୍ତି |
ତେବେ ଏହା ଥିଲା ସନି ଲିଅନି ଙ୍କ ବିଷୟରେ କିଛି ସୂଚନା |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।