ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଭାଇରାଲ ହେବାକୁ ଲାଗିଥାର ଯାହା ଆମ ସମସ୍ତ ଙ୍କୁ ପସନ୍ଦ ଆସିଥାଏ | ଅନେକ ସମୟରେ ଆପଣ ମାନେ ଆମ ଅଲିଉଡ ର ହିରୋ ଆଉ ହିରୋଇନ ଙ୍କ ବିଷୟରେ ଅନେକ କିଛି କଥା ଭାଇରାଲ ହେଉଥିବାର ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଯେଉଁ ଭିଡିଓ ଟି ଭାଇରାଲ ହେବାରେ ଲାଗିଛି ତାହା ହେଉଛି ଶିବାନୀ ମିଶ୍ର ଙ୍କ ବିଷୟରେ | ତେବେ ଶିବାନୀ ମିଶ୍ର ଙ୍କର ଲାଇଫ ଷ୍ଟାଇଲ ସହିତ ତାଙ୍କର ଅଭିନୟ ଜଗତ ସହିତ ସମ୍ପର୍କ କଣ ରହିଛି ଆସନ୍ତୁ ସେ ବିଷୟରେ ଆଲୋଚନା କରିବା |
ଆପଣ ମାନେ ଅନେକ ଅଲିଉଡ ଅଭିନେତ୍ରୀ ମାନଙ୍କ ର ଅଭିନୟ କୁ ଦେଖୁଥିବେ, ତେବେ ଆଜି ଆମେ ଆଲୋଚନା କରିବା ଶିବାନୀ ଙ୍କର ବିଷୟରେ ଯିଏ କି କୁନି କଳାକାର ଭାବରେ ଅଲିଉଡ ଇଣ୍ଡୋଷ୍ଟ୍ରି ଙ୍କୁ ପ୍ରଥମେ ଏଣ୍ଟ୍ରି କରିଥିଲେ | ଆଉ ତାହା ପର ଠୁ ନିଜର ଅଭିନୟ ର ଯାଦୁ ରେ ଦର୍ଶକ ମାନଙ୍କୁ ମୋତୁଆଲା କରି ଦେଇଥିଲେ ଆଉ ତାଙ୍କର ଅଭିନୟ ରେ ସମସ୍ତଙ୍କୁ ଦିୱାନୀ ମଧ୍ୟ କରିଛନ୍ତି |
ଶିବାନୀ ମିଶ୍ର ଙ୍କର ଜନ୍ମ ସହିତ ବଡି ଫିଟନେସ :-କୁହାଯାଉଛି କି ଶିବାନୀ ଭୁବନେଶ୍ୱର ରେ 12 ଜୁଲାଇ 2001 ରେ ଜନ୍ମ ଗ୍ରହଣ କରିଥିଲେ | ଆଉ ଯାହା କୁହାଯାଉଛି କି ଶିବାନୀ ଙ୍କର ହାଇଟ 5 ଫୁଟ 8 ଇଞ୍ଚ ହୋଇଥିବା ବେଳେ ତାଙ୍କର ୱେଟ 50 କେଜି, ତାହା ବ୍ୟତୀତ ଶିବାନୀ ଙ୍କର ସ୍କିନ କଲର ଧଳା ହୋଇଥିବା ବେଳେ ହେୟାର କଲର କଳା |ଶିବାନୀ ଙ୍କଲର ଫେମିଲି ଓ ଶିକ୍ଷା :-ତେବେ ଅଭିନେତ୍ରୀ ଶିବାନୀ ଙ୍କ ଫେମିଲି ରେ ବାପା ମା ଆଉ ତାଙ୍କର ଜଣେ ଭଉଣୀ ମଧ୍ୟ ଅଛନ୍ତି | ଶିବାନୀ ଭୁବନେଶ୍ୱର ରେ ଥିବା ଦିଲ୍ଲୀ ପବ୍ଲିକ ସ୍କୁଲ ରେ ତାଙ୍କର ପାଠ ଆରମ୍ଭ କରିଥିଲେ ଓ ଉତ୍କଳ ବିଶ୍ଵବିଦ୍ୟାଳୟ ରେ ତାଙ୍କର ଗ୍ରାଜୁଏସନ କମ୍ପ୍ଲିଟ କରିଥିଲେ |
ତେବେ ଶିବାନୀ ଙ୍କର ଫେଭରାଇଟ ଏକ୍ଟର ହେଉଛନ୍ତି ସବ୍ୟସାଚୀ ଓ ଅର୍ଚ୍ଚିତା, ତାହା ସହିତ ଶିବାନୀ ଜିନ୍ସ ଓ ଟି ସାର୍ଟ ସହିତ ଚୁଡିଦାର ଓ ପଞ୍ଜାବୀ କୁ ପିନ୍ଧିବାକୁ ପସନ୍ଦ କରିଥାନ୍ତି | ତାହା ଛଡା କୁହାଯାଉଛି କି ଶିବାନୀ ମିତ ରେ ମିତ ଫ୍ଲିମ ଜରିଆରେ ପ୍ରଥମରୁ କୁନି କଳାକାର ଭାବରେ ଅଲିଉଡ ଫ୍ଲିମ ଇଣ୍ଡୋଷ୍ଟ୍ରି ରେ ପାଦ ଦେଇଥିଲେ, ଆଉ ତାହା ପରେ ଅନେକ ଫ୍ଲିମ କରି ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି
ତେବେ ଏହା ଥିଲା ଶିବାନୀ ମିଶ୍ର ଙ୍କ ବିଷୟରେ ସମ୍ପୂର୍ଣ୍ଣ ସୂଚନା ଯାହା ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।